-+91-9937148622 |

prerana_bgr@rediffmail.com |

  Monday 4th May 2026 |

| | | |

R.N.I. Regd No. ODIODI/2010/46693

Breaking News

ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   (04-May-2026)       ||      लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   (04-May-2026)       ||      Summer Camp Inaugurated at Brightmoor International School   (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   (04-May-2026)       ||      *ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   (04-May-2026)       ||      ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   (04-May-2026)       ||      ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ    (04-May-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (04-May-2026)       ||      ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   (03-May-2026)       ||      ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   (03-May-2026)       ||      ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   (03-May-2026)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ    (03-May-2026)       ||      ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   (03-May-2026)       ||      *ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   (03-May-2026)       ||      ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   (03-May-2026)       ||      ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   (03-May-2026)       ||      *ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ର ଶତ ପ୍ରତିଶତ ସଫଳତା*-   (03-May-2026)       ||      *ପ୍ରଭୂ ନୃସିଂହ ଙ୍କ ଜନ୍ମୋତ୍ସବ ମହା ସମାରୋହରେ ପାଳିତ*   (03-May-2026)       ||     

HOME   ଜିଲ୍ଲା

କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ବୈଠକ

05-Aug-2023



କର୍ଲାମୁଣ୍ଡା:(ପ୍ରଦୀପ କୁମାର ସାହୁ)
 କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସ. ମାଲପଡା ସ୍ଥିତ କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ର ବୋର୍ଡ଼ ମେମ୍ବର ମାନଙ୍କ ବୈଠକ ଶନିବାର ବିଜାପାଟି ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ତିରଞ୍ଜି ମେର୍ଲି ଙ୍କ ଅଧ୍ୟକ୍ଷତାରେ ବୋର୍ଡ ମେମ୍ବର ପ୍ରଦୀପ ଛତ୍ରୀଆ,ବାଲ୍ମୀକି ଛତ୍ରୀଆ,ଯତୀନ୍ଦ୍ର ନାଥ ସାହୁ,କ୍ଷୀରସାଗର କୁମାର,ନିଳେନ୍ଦ୍ରୀ ସାହୁ,ଗୌରୀ ଦୀପ,ଭୁପିନ୍ଦ୍ର ଚୌଧୁରୀ, ବିରେନ୍ଦ୍ର ସାହୁ,ଦ୍ରୋଣ ସାହୁ ପ୍ରମୁଖ ଯୋଗ ଦେଇ ବ୍ଳକ ରେ ଚାଷୀ ମାନଙ୍କ ଉତ୍ପାଦିତ ସାମଗ୍ରୀ ର କିଣା ବିକା କରିବା ସହିତ ଚାଷୀ ଙ୍କ ଅୟବୃଦ୍ଧି ଓ ମଞ୍ଜି ଠୁଁ ବଜାରିକରଣ ପର୍ଯ୍ୟନ୍ତ କମ୍ପାନୀ କାମ କରିବ ବୋଲି ନିଷ୍ପତ୍ତି ନେଇଥିଲେ।ଏଥି ସହିତ ପ୍ରଥମ ପର୍ଯ୍ୟାୟରେ କବୋ କଲେକ୍ଟ ଆପ ରେ ଚାଷୀ ଙ୍କ ସର୍ଭେ କରିବା,କମ୍ପାନୀ ର ଏକାଉଣ୍ଟ ଖୋଲିବା, ଚାଷୀ ଙ୍କ ଅଂଶ ଧନ ସଂଗ୍ରହ କରିବା ଓ କମ୍ପାନୀ ର ବିଶେଷଜ୍ଞ ନିର୍ଦେଶକ ଭାବେ ସର୍ବ ସମ୍ମତି ରେ ପ୍ରଦୀପ କୁମାର ସାହୁ ଙ୍କୁ ଚୟନ କରାଯାଇଥିଲା।କାର୍ଯ୍ୟକ୍ରମ ରେ  ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି  ରୁ ଧର୍ମ ସାଗର ପ୍ରଧାନ ଯୋଗ ଦେଇ କମ୍ପାନୀ କୁ ସୁପରିଚାଳନା ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ


News Comment




Photo in News

Advertisment
Lastest News
  ରାଜ୍ୟ  
ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   04-May-2026
  ଜିଲ୍ଲା  
लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   04-May-2026
  ରାଜ୍ୟ  
Summer Camp Inaugurated at Brightmoor International School   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026
  ଜିଲ୍ଲା  
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   04-May-2026
  ଜିଲ୍ଲା  
*ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   04-May-2026
  ଜିଲ୍ଲା  
ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   04-May-2026
  ଜିଲ୍ଲା  
ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ   04-May-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   04-May-2026
  ଜିଲ୍ଲା  
ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   03-May-2026
  ଜିଲ୍ଲା  
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   03-May-2026

You Might Also Like