-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
04-Aug-2023
ବଲାଙ୍ଗିର (ଦେବାଶିଷ ବହିଦାର ): ବିଚ୍ ରାସ୍ତାରେ ହୁ ହୁ ହୋଇ ଜଳିଗଲା ବାଇକ୍ l ଲୋକେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ବାଇକ୍ ଟି ସମ୍ପୂର୍ଣ୍ଣ ପୋଡି ଛାରଖlର୍ ହୋଇ ଯାଇଥିଲା l ଆଜି ଏପରି କିଛି ଘଟଣା ଘଟିଛି ବଲାଙ୍ଗିର ସହରସ୍ଥିତ ବନ୍ଦିନୀ ନଗରରେ l ତେବେ କିଏ ଓ କାହିଁକି ଏହି ବାଇକ୍ ଟି ପୋଡି କଲା ତାର ଅନୁସନ୍ଧାନ କରୁଛି ବଲାଙ୍ଗିର ଟାଉନ୍ ପୋଲିସ l ଜାଳି ଯାଇଥିବା ବାଇକ୍ ର ମାଲିକ ଙ୍କ ନାମ ଜୟଦେବ ଭୋଇ ବୋଲି ଜଣାପଡିଛି