-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
01-Aug-2023
ନୂଆଁପଡ଼ା /ବୋଡ଼େନ(ଡୋଲେଶ୍ଵର ବାଗ ): ଢାବା ରେ ଚୋରି କରିବା ଅଭିଯୋଗ ରେ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଖଡ଼ିଆଳ ପୋଲିସ l ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଡୁଆଝର ଠାରେ ଥିବା ଆପନା ଢ଼ାବା ରୁ ଚୋରି ହୋଇଥିବା ନେଇ ଖଡ଼ିଆଳ ଥାନା ରେ ଅଭିଯୋଗ ହୋଇଥିଲା ପରେ ଘଟଣା ର ତଦନ୍ତ କରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଅଭିଯୁକ୍ତ ଙ୍କ ଠାରୁ ୫ ହଜାର ଟଙ୍କା,ଗୋଟିଏ ମୋବାଇଲ,ହସ୍ପଟ ଜବତ କରିଛି ପୋଲିସ l