-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
01-Aug-2023
ବିଶିଷ୍ଟ ସମ୍ବଲପୁରୀ ଲେଖକ ତଥା ସମ୍ବଲପୁରୀ ଭାଷାରେ ବ୍ୟାକରଣ ଲେଖି ଚର୍ଚାକୁ ଆସିଥିବା ସ୍ବର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଆଜି ଥିବାବେଳେ ପଶ୍ଚିମ ଓଡିଶା ଆଜି ମାନୁଛି ସମ୍ବଲପୁରୀ ଦିନ୍ ା ଖାଏମା ସମ୍ବଲପୁରୀ , ପିନ୍ଧମା ସମ୍ବଲପୁରୀ , ନାଚମା ଗାଏମା ସମ୍ବଲପୁରୀ ଏହି ବାର୍ତାକୁ ନେଇ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ମନେ ପକେଇ ଆଜି ସମ୍ବଲପୁରୀ ଦିନ୍ ମାନିଥାନ୍ତି ପଶ୍ଚିମ ଓଡିଶାବସୀ ା ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ସୋନପୁର ରେ ଜନ୍ମ ଗ୍ରହଣ କରି ପ୍ରାଥମିକ ଶିକ୍ଷାଲାଭ ପରେ ଉଚ୍ଚଶିକ୍ଷା ପାଇଁ ସମ୍ବଲପୁରୀ ଆସି ଶିକ୍ଷକତା କରିବା ସମୟରେ ସମ୍ବଲପୁର ଭାଷାରେ ବହୁ ପୁସ୍ତବ ଲେଖିବା ସହିତ ସମ୍ବଲପୁରୀ ଭାଷାରେ ଏକ ଶବ୍ଦକୋଷ ମଧ୍ୟ ଲେଖିଥିଲେ ତାଙ୍କ ସାରାଜୀବନ ସମ୍ବଲପୁରୀ ଭାଷା ପାଇଁ କଟିଯାଇଥିଲା ତାଙ୍କର ଏହି ଅବଦାନ ପାଇଁ ଆଜି ସମ୍ବଲପୁରୀ ଦିନ୍ ପାଳନ ହେଉଛିା