-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
01-Aug-2023
ସମ୍ବଲପୁର (ସଞ୍ଜୀବ କୁମାର ପାଣିଗ୍ରାହୀ ): ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ବଢୁଛି ହୀରାକୁଦ l ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ା ବର୍ତମାନ ଡ୍ୟାମର ଜଳସ୍ତର ୬୦୭.୯୭ ଫୁଟ ଥିବାବଳେ ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୧ ଲକ୍ଷ ୮ ହଜାର ୬୫୮ ଘନଫୁଟ ବନ୍ୟାଜଳ ସେପଟେ ଦୁଇଟି ଗେଟ୍ ଖୋଲାଥିବାବେଳେ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୬୭ ହଜାର ୮୩୩ ଘନଫୁଟ ବନ୍ୟାଜଳ ତେଣୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢୁଥିବାରୁ ଅଧିକ ଗେଟ୍ ଖୋଲିପାରନ୍ତି ହୀରାକୁଦ ବନ୍ଧ କତୃପକ୍ଷ l