-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||     

HOME   ମହାନଗର

ଡାବୁଗାଁ ବ୍ଲକରେ ୩ ମାସ ହେବ ଛତୁଆ ବଣ୍ଟନ ସମ୍ପୂର୍ଣ୍ଣ ବନ୍ଦ,ଏଥି ପାଇଁ ଦାୟୀ କିଏ ?

27-Jul-2023



ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ'-ମାତୃ ଏବଂ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସରକାରଙ୍କ ସମସ୍ତ କୋଟି କୋଟି ଟଙ୍କାର ଖର୍ଚ୍ଚ ହେଉଛି । କିନ୍ତୁ ତୃଣମୂଳ ସ୍ତରରେ କେତେ କାର୍ଯ୍ୟକାରୀ ହେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମହିଳା ଓ ଶିଶୁ ବିକାଶ ସମନ୍ୱିତ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଗର୍ଭବତୀ ମହିଳା, ପ୍ରସୁତି ମହିଳା ଏବଂ ୭ମାସରୁ ୩ ବର୍ଷର ଶିଶୁଙ୍କ ସମେତ କିଶୋରୀ ବାଳିକା ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଛତୁଆ ପ୍ରଦାନ କରାଯାଉଛି। ଏଥିପାଇଁ ସରକାରଙ୍କ ତରଫରୁ ପ୍ରତି ବ୍ଲକ ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। କିନ୍ତୁ ଅନେକ ସ୍ଥଳେ ଛତୁଆ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହେଉଥିବାରୁ ତାହା ଗୋଖାଦ୍ୟ ପାଲଟୁଛି । ଏହାସହ ଛତୁଆ ପ୍ରସ୍ତୁତିରେ ସ୍ୱଚ୍ଛତା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ମହିଳା ଗୋଷ୍ଠୀଙ୍କ ପଛରେ ଲାଭଖୋର ବ୍ୟବସାୟୀଙ୍କ ପ୍ରଚ୍ଛନ୍ନ ହାତ ରହୁଛି । ଏଭଳି ସ୍ଥିତିରେ କେତେ ସୁରକ୍ଷିତ ପୃଷ୍ଟିକର ଖାଦ୍ୟ ନାଁ ରେ ଯୋଗାଉଥିବା ଏହି ଛତୁଆ ? କିନ୍ତୁ ଏହି ଛତୁଆ ଯୋଗାଣରେ ମଧ୍ୟ ଅନିୟମିତତା ଦେଖା ଦେଇଛି । ଗତ ତିନି ମାସ ହେବ ଡାବୁଗାଁ ବ୍ଲକର ୧୨ ଗୋଟି ପଞ୍ଚାୟତର ୧୪୨ ଟି ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ । ଛତୁଆ ପ୍ରସ୍ତୁତି ପାଇଁ ପ୍ରତି ମାସରେ ପ₹ ୧୨୮ କୁଇଣ୍ଟେଲ ଗହମ ଦରକାର ଏହାସହ ଚିନି ,ଚଣା ଏବଂ ବାଦାମ  ଆବଶ୍ୟକ ହେଉଥିବା ବେଳେ ତିନି ମାସ ଧରି ଗହମ ଯୋଗାଣ କାରୀ ସଂସ୍ଥା ଗହମ ଯୋଗାଇବାରେ ଅନିୟମିତତା କରୁଥିବାରୁ ବର୍ତ୍ତମାନ ଛତୁଆ ପ୍ରସ୍ତୁତି ବନ୍ଦ ହେଇଯାଇଛି । ହିତାଧିକାରୀ ସେମାନଙ୍କ ଖାଦ୍ୟ ପାଇବାରୁ ବଂଚିତ ହେଇଛନ୍ତି । କେବଳ ଛତୁଆ ନୁହେଁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ରନ୍ଧା ଖାଦ୍ୟ ଖାଉଥିବା ଶିଶୁମାନେ ମଧ୍ୟ ଚାଉଳ ଯୋଗାଣ ହେଉନଥିବାରୁ ସେମାନଙ୍କ ଖାଦ୍ୟ ଖାଇବାରୁ ବଂଚିତ ହେଉଛନ୍ତି । ଏପରିକି କିଶୋରୀ ବାଳିକା ଏବଂ ଶିଶୁଙ୍କୁ ଦିଆଯାଉଥିବା ବାଦାମ ଲଡୁ ଯୋଗାଣ ମଧ୍ୟ ଠପ୍ ହେଇଯାଇଛି । କେଉଁ କାରଣ ପାଇଁ ଏହା ସବୁ ବନ୍ଦ ହେଇଛି ତାହା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ଦାଇତ୍ୱରେ ଥିବା ଡାବୁଗାଁ  ବିଡ଼ିଓ ଶରତ ମାଝୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ତିନି ମାସ ଧରି ଛତୁଆ ବଣ୍ଟନ ବନ୍ଦ ହେଇଥିବା ବିଷୟରେ ସେ ଜାଣିନ ଥିବା କହିଲେ । ଡାବୁଗାଁ ସିଡିପିଓଙ୍କ ଅକସ୍ମାତ ବଦଳି ପରେ ହଟାତ ଦାଇତ୍ୱ ନେଇ ଥୁବାରୁ ତାଙ୍କ ନିକଟରେ ସବିଶେଷ ସୁଚନା ନଥିବା ଦର୍ଶାଇଛନ୍ତି ଏବଂ ସେ କେବଳ ଫାଇନାନସିଆଲ ଦାଇତ୍ୱରେ ଅଛନ୍ତି ବାକି ସମସ୍ତ ଦାଇତ୍ୱ ଜଣେ ସୁପ୍ରବାଇଜର ସାଇରା ବନୁ ବୁଝୁଥିବା କହିଲେ କିନ୍ତୁ ସାଇରା ବନୁମୈଡ଼ମ କୁ ସୂଚନାପାଇଁ ଫୋନ କଲେ ତାଙ୍କ ସ୍ୱାମୀ ଫୋନ ଟେକୁଛନ୍ତି। ଏନେଇ ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ପରି ନାଇଁ କାରଣ କିଛିଦିନ ପୂର୍ବେ ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀଙ୍କ ହଟାତ ହୃଦଘାତରେ ମୃତ୍ୟୁ ଘଟିବା ପରେ ତାଙ୍କ ଦାଇତ୍ୱ କିଏ ତୁଲାଉ ଛନ୍ତି ତାହା ସଠିକ ଭାବରେ ଜଣାପଡି ନାଇଁ।ବର୍ତ୍ତମାନ ଆର୍ଥିକ ବର୍ଷ ଆରମ୍ଭ ହେଇ ସାରିଛି ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ବ୍ୟବସ୍ତା କରାଇ ଯଥାଶୀଘ୍ର ଗହମ ଯୋଗାଣ କରି ଛତୁଆ ପ୍ରଦାନର ବ୍ୟବସ୍ଥା​​‌ କଲେ ଗର୍ଭବତୀ ମହିଳା,ପ୍ରସ୍ତୁତି ମହିଳା ଏବଂ ଛୋଟ ଛୋଟ ଛୁଆ ଠାରୁ କିସରି ବାଳିକା ମାନେ  ସମସ୍ତଙ୍କ ସ୍ୱାସ୍ଥ୍ୟର ଉନ୍ନତି ହଇଥାନ୍ତା।କାରଣ ନବରଙ୍ଗପୁର ଜିଲ୍ଲାରେ ଆପପୃଷ୍ଠିର ଶିକାର ହାଇଥିବା କମଳ ମତି ଶିଶୁଙ୍କ ସଂଖ୍ୟା ଡାବୁଗାଁ ବ୍ଲକରେ ସର୍ବାଧିକ।

ରିପୋର୍ଟ : ମିହିର ସଙ୍କର ପାତ୍ର,ନବରଙ୍ଗପୁର


News Comment




Photo in News

Advertisment
Lastest News
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026
  ଜିଲ୍ଲା  
ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   04-Oct-2026
  ଜିଲ୍ଲା  
ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   04-Oct-2026

You Might Also Like