-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ଜିଲ୍ଲା

ବିଧାୟକ ଙ୍କ ସଭାପତିତ୍ୱରେ ଲୋଇସିଂହା ବ୍ଲକ ସଭା ଗୃହରେ ଏସିଡିସି କାର୍ଯ୍ୟକ୍ରମ

26-Jul-2023



ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ସଭା ଗୃହରେ ଏସିଡ଼ିସି କାର୍ଯ୍ୟକ୍ରମ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆ ସହ ବଲାଙ୍ଗୀର ର ସମସ୍ତ କାର୍ଯ୍ୟାଳୟ ର ଅଧିକାରୀ ମାନ ଉପସ୍ଥିତ ଥିଲେ l ଏହି ପର୍ଯ୍ୟାୟରେ ବିଧାୟକ ଙ୍କ 4 ବର୍ଷ କାଳ ମଧ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ୩ ଟି ବ୍ଲକ ରେ କେଉଁ କେଉଁ କାମ ସମ୍ପୂର୍ଣ ହୋଇଛି, କେତେ ବଜେଟ ଖର୍ଚ୍ଚ, ଆଗକୁ ବାକି କେଉଁ କାମ ସ୍ଥଗିତ ରହିଛି ଯାହାକି ଆଗାମୀ ଦିନରେ ଥିବା ବିଧାନସଭାରେ ଉପସ୍ଥାପନା ପାଇଁ ଜିଲ୍ଲା ର ସମସ୍ତ ଅଧିକାରୀ ଙ୍କୁ ପ୍ରଶ୍ନକରି ଉତ୍ତର ମାଗିଥିଲେ l ରୋଡ଼ କନେକ୍ଟିଭିଟି, ହସ୍ପିଟାଲ, ସ୍କୁଲ ଶିକ୍ଷକ, କୃଷିଭିତିକ, ଚାରାଭିତ୍ତିକ ସହ ବିଭିନ୍ନ ବିଭାଗ ର ଆଲୋଚନା କରାଯାଇଥିଲା l ଶୀତଳ ଭଣ୍ଡାର ୩ ଟି ବ୍ଲକ ରେ ପ୍ରସ୍ତାବ ହୋଇଛି, ଲୋଇସିଂହା ଭାଳିଆମୁଣ୍ଡାରେ ଆରଏମସି ର ପ୍ରସ୍ତାବ ହୋଇଛି l ତାମିଲଭିତ୍ତିକ ପଞ୍ଜିକୃତ ହୋଇଛି ଚାରି ହଜାର ୫ ସହ ରୁ ଉର୍ଦ୍ଧ l

ସ୍କୁଲ ରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବୁର୍ଡl ରେ ଶିକ୍ଷକ ଅଭାବ, ତାଳଜୁରୀ ରେ ବିଜ୍ଞାନ ଶିକ୍ଷକ ର ଅଭାବ, ସ୍କୁଲ ଡ୍ରେସ, ମଧ୍ୟାହ୍ନ ଭୋଜନ, ମର୍ଜ ସ୍କୁଲ, ଏଡେଡ ସ୍କୁଲ, ଏସସି ଏସଟି ପିଲାଙ୍କ ସିବିଏସସି ସ୍କୁଲ ରେ 1344 ରୁ 340 ସିଲେକସନ, ଲୋୟର ସୁକ୍ତେଲ ପ୍ରକଳ୍ପ ରେ ବିସ୍ଥାପିତ ଲୋକଙ୍କ ବକେୟା ପାଉଣା, ବିଜୁଳି, ପାଣି ଓ ୫ ହଜାର ଛାତ୍ରଛାତ୍ରୀ ଶିକ୍ଷା ରୁ ବଂଚିତ, ପୁଇଁତଳା ଓ ଲୋଇସିଂହା ର ୫ ଟି ଲେଖାଏଁ ପଂଚାୟତ ପାଣି ପାଇବାରୁ ବଂଚିତ ଆଦି ବିଭିନ୍ନ ସମସ୍ୟା ଓ ଏହାର ସମାଧାନ l ଲୋଇସିଂହା ଆଟଗାଁ, ନଅଗାଁ, ବାରଡୋଳ, କେଉଁଟିପାଲୀ ଆଦର୍ଶ ଗ୍ରାମ ବିଷୟରେ l ଲୋଇସିଂହା ଆଖପାଖ ଅଂଚଳରେ ବୃଦ୍ଧି ପାଉଥିବା କୁଚିଆ ମଦ କୁ ନେଇ  ବିଭାଗ ର ଅଧିକାରୀ ଙ୍କୁ ବିଧାୟକ ଙ୍କ ଚେତାବନୀ l ଏମ ଆଇ ବିଭାଗ ରେ ନିର୍ମିତ କେତେକ କେନାଲ ରେ ଦୁର୍ନୀତି ହୋଇଥିବା ଓ ମନ ମୁତାବକ କାର୍ଯ୍ୟ ଯୋଗୁଁ ତାଗିତ କଲେ ବିଭଗୀୟ ଅଧିକାରୀ ଙ୍କୁ l ଆର ଡି ରାସ୍ତା ଉପରବାହାଲ ଝାରମୁଣ୍ଡା ଭାୟା ସରଗାଡ଼ ରାସ୍ତା ପାଇଁ ପ୍ରସ୍ତାବ, ମିସିଙ୍ଗ ରୋଡ଼ ପିପିଲି ବଘଳାପାଳି ସହ ପନେଶରା କେଉଁଟିପାଲୀ ଘେଁଶ୍ରା ବ୍ରିଜ ଏପରୋଚ ରୋଡ଼ ର ପୁନଃରୁଦ୍ଧାର l ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଗାଏନିକ ଡକ୍ଟର, ପାଣି ସପ୍ଲାଇ, ବେଡ଼ସିଟ ବାବଦରେ ମଗା ଯାଇଥିବା ଆରଟିଆଇ ତଥ୍ୟ l ଇରିଗେସନ, ଜଙ୍ଗଲ ବିଭାଗ, ଇଲେକଟ୍ରିସିଟି, ଆର ଡବ୍ଲୁ ଏସଏସ ର ପାଣି ସପ୍ଲାଇ, ହେଣ୍ଡିକ୍ରାଫ୍ଟ, କର୍ପୋରେସନ ଆଦି ବିଭିନ୍ନ ବିଭାଗ ର କାର୍ଯ୍ୟ, ବଜେଟ ଓ ପ୍ରସ୍ତାବ ଉପରେ ବିଶେଷ ଆଲୋଚନା ହେବାସହ ଦ୍ୱତୀୟ ପର୍ଯ୍ୟାୟ ରେ ପି. ଡି ସୁଶାନ୍ତ ସିଂ ଙ୍କ ଉପସ୍ଥିତରେ ୩ ଟି ବ୍ଲକର ସମସ୍ତ ଅଧିକାରୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟ ଓ ଏହାର ସମାଧାନ ଉପରେ ବିଶେଷ ଆଲୋଚନା ହୋଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like