-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-Dec-2020
ନର୍ଲା: (ସଞ୍ଜୀବ ଦାସ)- ବିଶ୍ବ ମାନବିକ ଅଧିକାର ଦିବସ ଉପଲକ୍ଷେ ନାଗରିକ ବିକାଶ ସଂଗଠନ ତଥା ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଓଡ଼ିଶା ଶ୍ରମଜୀବୀ ମଞ୍ଚ ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡକ୍ଟର ଡାଃ ବ୍ୟାସଦେବ ବେହେରାଙ୍କୁ ମହିଳା ହିଂସା ରୋକିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପତ୍ରରେ ପ୍ରମୁଖ ୮ ଗୋଟି ଦାବି ଉଲ୍ଲେଖ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନାଗରିକ ବିକାଶ ସଂଗଠନର ସଭାନେତ୍ରୀ ଶ୍ରୀମତୀ କୁମାରୀ ସେନାପତି ସଂପାଦିକା ମମତା ମାଝୀଏବଂ ସଂଗଠନର କର୍ମକର୍ତ୍ତା ବାବୁଲାଲ ତାଣ୍ଡି, ସନ୍ତୋଷ ବାରିକ,ବ୍ରଜକିଶୋର କରୁଆ, ଯୋତି ସେନାପତି, ରୁକୁଣୀ ହାତୀ, ପିତାମ୍ବର ଗଉଡ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ