-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ମୁରିବାହାଲ ବ୍ଲକ କଲୋନୀ ସ୍କୁଲ ର ଅବହେଳିତ ଅବସ୍ଥା, ବାରଣ୍ଡା ରେ ଚାଲିଛି ପାଠପଢା, ପାଂଚ ଟି ଶ୍ରେଣୀ ପାଇଁ ଗୋଟିଏ କୋଠରୀ।

28-Jun-2023



ମୁରିବାହାଲ (ସୁଦାମ ଚରଣ ବଘାର )
 ମୁରିବାହାଲ ବ୍ଲକ କଲୋନୀ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ର ଅବହେଳିତ ଅବସ୍ଥା ସରକାରୀ ଯୋଜନା ର ସଫଳତା କୁ ନେଇ  ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି। ଗୋଟିଏ କୋଠରୀ ରେ ପ୍ରଥମ ରୁ ତ୍ରୁତୀୟ ଶ୍ରେଣୀ ପିଲା ପଢୁଥିବା ବେଳେ ବାରଣ୍ଡା ରେ ଚତୁର୍ଥ ଓ ପଂଚମ ଶ୍ରେଣୀ ର ଛାତ୍ରଛାତ୍ରୀ ପଢୁଛନ୍ତି। ୫ ଟି ଶ୍ରେଣୀ ର ପିଲାମାନଙ୍କୁ ପାଠ ପଢାଇବା ପାଇଁ ଦୁଇ ଜଣ, ଜଣେ ଶିକ୍ଷକ ଓ ଆଉ ଜଣେ ଶିକ୍ଷୟତ୍ରୀ ଅଛନ୍ତି। ବିଦ୍ଯାଳୟ ର ପୁରୁଣା ଘର ବିପଦଜନକ ଅବସ୍ଥା। ଖାଳଖମାରେ ପାଣି ଭର୍ତ୍ତି ଶୋଚନୀୟ ରାସ୍ତା ସହ ପାଚେରୀ ନ ଥିବା ସ୍କୁଲ ପରିସର ଅସୁରକ୍ଷିତ ଅବସ୍ଥା। ଏହି ବିଦ୍ଯାଳୟ ଟି ବିଇଓ କାର୍ଯ୍ୟାଳୟ ର ବେଶ ନିକଟରେ ଥିବା ବେଳେ ବିଦ୍ଯାଳୟ ର ଏପରି ଅବସ୍ଥା ପ୍ରତି ବିଭାଗୀୟ କର୍ତ୍ତୁପକ୍ଷଙ୍କ ଦ୍ରୁଷ୍ଟି ପଡୁଛି କି ନାହିଁ ଚିନ୍ତାର କାରଣ ହେବା ସହିତ ବିଦ୍ଯାଳୟ ପ୍ରତି ଅବହେଳା ସହଜରେ ଅନୁମେୟ। ବିଦ୍ଯାଳୟ ର ବିଭିନ୍ନ ସମସ୍ଯା ସମ୍ପକରେ ଅନେକ ଥର ବିଭାଗୀୟ କର୍ତ୍ତୁପକ୍ଷ ଙ୍କୁ ଜଣାଇ ଥିଲେ ମଧ୍ଯ କୌଣସି ସୁଫଳ ମିଳୁନାହିଁ। ଅଂଚଳ ବାସୀ ଙ୍କ ଦାବୀ ପ୍ରତି ବିଭାଗୀୟ କର୍ତ୍ତୁପକ୍ଷଙ୍କ ଅବହେଳା ମନୋଭାବ ଅସନ୍ତୋଷ ର କାରଣ ହୋଇଛି। ଏ ସମ୍ପର୍କରେ ମୁରିବାହାଲ ଭାରପ୍ରାପ୍ତ ବିଇଓ ଙ୍କୁ ପଚାରିବାରୁ ମରାମତି ପାଇଁ ପିଆର ବିଭାଗ କୁ କୁହାଯାଇଥିବା କହିଥିଲେ।ସେହିପରି ମୁରିବାହାଲ ବିଇଓଙ୍କ କାର୍ଯ୍ୟାଳୟ ମଧ୍ଯ ଅବହେଳିତ ହୋଇ ରହିଛି। ପୁରୁଣା କୋଠା ଜରାଜୀର୍ଣ୍ଣ ଅବସ୍ଥା ରେ ରହିଛି। ପୁରୁଣା ଛାତରୁ ପାଣି ଗଳିବା ସହିତ ପ୍ଲାଷ୍ଟର ଖସୁଛି। କର୍ମଚାରୀ ଓ ଅଧିକାରୀଙ୍କ ବସିବା ପାଇଁ ଜାଗା ନାହିଁ। ଦୀର୍ଘ ଦିନ ପରେ ବିଇଓ ଭାବେ ଶାନ୍ତୁନୁ ପଢିଆରି ଯୋଗଦାନ କରିଛନ୍ତି। ବିଇଓ ଙ୍କ ଯୋଗଦାନ ପରେ ଅବହେଳିତ ଶିକ୍ଷା ବ୍ଯବସ୍ଥା ରେ  ସୁଧାର ହେବା ନେଇ ଅଂଚଳ ବାସୀ ଆଶା ପ୍ରକାଶ କରୁଛନ୍ତି। ରାଜ୍ଯ ସରକାର ତୁରନ୍ତ ଶିକ୍ଷା ବ୍ଯବସ୍ଥା ର ଉନ୍ନତି ପାଇଁ ଆବଶ୍ଯକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like