-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ନୟାଗଡ ପରି ହତ୍ୟା ଘଟଣା : ନିରପେକ୍ଷ ଓ କ୍ଷମତା ପ୍ରାପ୍ତ ପୋଲିସ ଅଧିକାରୀଙ୍କ ଦ୍ୱାରା ତଦନ୍ତ ହେଉ - ନରସିଂହ

10-Dec-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): ନୟାଗଡ ନାବାଳିକା ପରି ହତ୍ୟା ଘଟଣା ସାରା ରଜ୍େୟ ଚଞ୍ଚଲ୍ୟ ସୃଷ୍ଟ କରିଛି । ଏହାର ନିରପେକ୍ଷ ତଦନ୍ତ େହେଲେ ହିଁ ଏହି ଘଟଣାର ଅଭୀଯୁକ୍ତ ମାନେ ଦଣ୍ଡ ପାଇବେ ଓ ପରି ନ୍ୟାୟ ପାଇ ପାରିବ । ତେଣୁ ଏହ ଘଟଣାରେ ଆମର ଦାବୀ ହେଲା ଯେ, ଏହାର ତନ୍ତ ଓ ଅନୁସନ୍ଧାନ ପାଇଁ ଯେଉଁ ଏସଆଇଟି ଗଠନ ହୋଇଛି, ତାହାର ମୁଖ୍ୟ  ଯେଉଁ ପୋଲିସ ଅଧୀକାରୀ ରହିବେ ତାହାର ଧାରା ୩୬ ସିଆରପିସି ଅନୁସାରେ ତାଙ୍କର କ୍ଷମତା  ରହିବା  ନିହାତି ଆବଶ୍ୟକ । ଏହା ସହି ଏହି ଏସ ଆିଟି ସଂପୁର୍ଣ୍ଣ ଭାବେ ମାନ୍ୟବର ହାଇକୋର୍ଟଙ୍କ ତଦାରଖରେ ରହିବ । ତାହା ହେଲେ ହିଁ ପରି ଘଟଣାର ଅନୁସନ୍ଧାନ ଦାଇତ୍ୱରେ ଥିବା ଏସଆଇଟି  ଅନୁସନ୍ଧାନ ଓ ତଦନ୍ତ ଠିକ ଭାବରେ ଯିବା ସହ ଲୋକେ ମଧ୍ୟ ଏହାକୁ ବିସ୍ୱାସ କରିବେ ବୋଲି ଆଜିି ସ୍ଥାନିୟ ସାର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନ ସଭା ର  କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
    ଏହି ପରିପ୍ରେକ୍ଷିରେ ସେ ସିଧା ସଳଖ ଅନୁସନ୍ଧାନ କରିବା ପାଇଁ ସରକାର ନିୟୋଜିତ କରିଥିବା ପୋଲିସ ଅଧୀକାରୀଙ୍କ କ୍ଷମତା ଉପରେ ବର୍ତ୍ତମାନ ବିଭିନ୍ନ ଦିଗରୁ ଉପୁଜି ଥିବା ସନ୍ଧେହକୁ ସ୍ପଷ୍ଟ କରିିଥିଲେ । ସେ କହିଥିଲେ ଯେହେତୁ କିଛି ଲୋକ ଅଭୀଯୋଗ କରୁଛନ୍ତି ଯେ, ଏସଆଇଟି ର ମୁଖ ଆଇଜି ଅରୁଣ ବୋଥ୍ରା ଯେ କି ବର୍ତ୍ତମାନ ରାଜ୍ୟ ପରିବହନ ନିଗମର ମୁଖ ପରିଛାଳନା ନିର୍ଦ୍ଦେସକ ଅଛନ୍ତି ତାଙ୍କର ଧାରା ୩୬ ସିଆରପିସି ଅନୁସାରେ ଯେଉଁ  କ୍ଷମତା ପ୍ରୟୋଗ କରିବା କଥା , ସେ କ୍ଷମତା ନାହିଁ । ତେଣୁ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ମୁଖ୍ୟ ଙ୍କ ଅନୁସନ୍ଧାନ ହୁଏତ ଫଳପ୍ରଦ ହୋଇ ନପାରେ । ଆହୁର ମଧ୍ୟ ତଦନ୍ତ ପାଁ ନିୟଜିତ ହୋଇଥିବା ଏସଅଇଟି ହାଇକୋର୍ଟଙ୍କ ସଂପର୍ଣ୍ଣ ତଦାରଖ ଓ ନିୟନ୍ତ୍ରଣରେ ରହିବା ନିହାତି ଦରକାର । ତଦନ୍ତ କାରି ଦଳରେ ରାଜ୍ୟ ପୋଲିସ ରହୁ ବା ସିବିଆଇ ରୁହନ୍ତୁ ସେଥିରେ ଆମର କିଛି ଆପତ୍ତି ନାହିଁ ବୋଲି ଶ୍ରୀ ମିଶ୍ର ସ୍ପଷ୍ଟ କରିଦେଇଥିଲେ । ଏଠାରେ ସୁଚନା ଯୋଗ୍ୟ ଯେ, ରାଜ୍ୟ ଜଣେ ପୁର୍ବତନ ଡିଜି କିଛି ଦିନ ପୁର୍ବରୁ ଏସଆଇଟି ମୁଖ୍ୟ ଆଇଜି ଶ୍ରୀ ବୋଥ୍ରାଙ୍କ ଅନୁସନ୍ଧାନ ଏବଂ ଧାରା ୩୬ ସିଆରପିସି ଅନୁସାରେ କ୍ଷମତା ପ୍ରାପ୍ତ ନୁହନ୍ତି । ଆହୁରି ସରକାର ମଧ୍ୟ ଏସଆଇଟି ଅଧୀକାରିଙ୍କ ଦନ୍ତ ସମୟରେ କିଛି ସ୍ୱତନ୍ତ୍ର କ୍ଷତା ଦେଇଛନ୍ତି ଦେଇଛନ୍ତି । ନାହିଁ କେହ ଜାଣି ନାହାନ୍ତି । ତେଣୁ ବହୁ ଚର୍ଚ୍ଚିତ ପରି ହତ୍ୟା ଘଟଣାରେ ସରକାରି ଦଳର ମନ୍ତ୍ରୀଙ୍କ ସଂପୃକ୍ତି ତଥା ମାନ୍ୟବର ହାଇକୋର୍ଟଙ୍କ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଭର୍ସନା କରିବାରୁ ଏହାର ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ମନରେ ସନ୍ଦେହଯାତ ହେବା ସ୍ୱାଭାବିକ । ତେଣୁ ହାଇକୋର୍ଟଙ୍କ ତତ୍ୱାବଧାନରେ ଆଇନତଃ ଜଣେ କ୍ଷମତା ପ୍ରାପ୍ତ ପୋଲିସ ଅଧିକାରି ତଦନ୍ତକାରୀ ଦଳରେ ରହିବା ନିହାତି ଆବଶ୍ୟକ । ସାମ୍ବାଦିକଙ୍କର ପ୍ରଶ୍ନର ଉତ୍ତର ରେ ଏହା ମଧ୍ୟ କହିଥିଲେ ଯେ, ବିଧାନସବାରେ କଂଗ୍ରେସ ହିଁ ପ୍ରଥମେ ପରି ହତ୍ୟା ଘଟଣାକୁ ପ୍ରସଙ୍ଗ କରିଥିଲା । ଏବଂ ଏହା ମଧ୍ୟ ଦଳର ଏକ ଐତିହାସିକ ସଫଳତା ଯେ, ପ୍ରଥମ ଥର ବିଧାନସଭାରେ ବିରୋଧୀଙ୍କ ଦାବୀରେ ସରକାର ବାଧ୍ୟ ହୋଇ ଦାବୀ ମୁତାବକ ଘଟନାର ଅନୁସନ୍ଧାନ ପାଇଁ ଏସଆଇଟି ଗଠନ ନିର୍ଦ୍ଦେଶ ଦେଇଥିଲେ । ଆହୁରି ମଧ୍ୟ ଅତିତରେ ଜଣେ କଂଗ୍ରେସ ମନ୍ତ୍ରୀ ମାନ୍ୟବର ହାଇକୋର୍ଟଙ୍କ ମନ୍ତବ୍ୟର ସମ୍ମାନ ରକ୍ଷା ପୁର୍ବକ ନିଜ ପଦରୁ ଇସ୍ତାପା ଦେଇ ତଦନ୍ତର ସମ୍ମୁଖୀନ ହେବା ପରେ ମାନ୍ୟବର ସୁପ୍ରିମ କୋର୍ଟର ବିସ୍ୱାସ ଭାଜନ ହେବା ପରେ ହିଁ ନିଜ ଦାଇତ୍ୱ ଗ୍ରହଣ କରିଥିଲେ । ଏଣୁ ଏପରି ମହତ ପରମ୍ପରାକୁ ଆଜିର ଏହି ସରକାର ଭୂଲି ଯାଉଛି କିପରି । ପରମ୍ପରା ଅନୁସାରେ ତଥା ନୈତିକତ ଦୃଷ୍ଟିରୁ ଏମାନେ ସ୍ୱତଃ ପ୍ରବୃତତ୍ତ ଭାବେ ନିଜ ପଦରୁ ଇସ୍ତାପା ଦେଇ ତଦନ୍ତର ସମ୍ମୁଖୀନ ହେବା କଥା ବୋଲି ଶ୍ରୀ ମିଶ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ । ଆଜିର ଏହି ସାମ୍ବାଦି ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର ଭାରତୀୟ ପରି ହତ୍ୟା ଘଟଣାରେ ଜନତା ପାର୍ଟିର ପ୍ରବକ୍ତା ସଂବିତ ପାତ୍ର କଂଗ୍ରେସ ବିଧାୟକ ଦଳ  ପ୍ରତି  ଅଶାଳିନ ମନ୍ତବ୍ୟ ପାଇଁ ଯଦି ଆସନ୍ତା ୧୫ ଦିନ ମଧ୍ୟରେ କ୍ଷମା ନମାଗନ୍ତି ତେବେ ଆଇନ ଗତ ଭାବେ ପଦକ୍ଷେପ ନିଆଯିବା ନେଇ ଦେଇଥିବା ଚେତାବନୀର ୧୫ ଦିନ ପୁରି ଯାଇଥିବାରୁ ନିଜ ଓକିଲ ଜରିଆରେ ଶ୍ରୀ ପାତ୍ରଙ୍କୁ ଏକ ଓକିିଲ ନୋଟିସ ପଠାଇଥିବାର ସୁଚନା ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ରଙ୍କ  ବ୍ୟତିତ ମହିଳା କଗ୍ରେସର ସଭାନେତ୍ରୀ ମିଲନ ସାହୁ , ଜିଲ୍ଲା ସଭାପତି ଦିଲିପ ବେହେରା ମଞ୍ଚାସିନ ଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like