-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
15-Jun-2023
ବଲାଙ୍ଗିର(ଦେବାଶିଷ ବହିଦାର)- ସ୍ଥାନୀୟ ଡି.ଇ.ଓ ଅଫିସ ସମ୍ମୁଖରେ ବଲାଙ୍ଗିର ଜିଲ୍ଲା ଓଷ୍ଟା ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ପୂର୍ବତନ କାର୍ଯ୍ୟକାର ସଭାପତି ସୁଧାଂଶୁ ଶେଖର ବାବୁ, ପୂର୍ବତନ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହି, ନୀଳମଣି ପଟେଲ, ତାରାକାନ୍ତ ମିଶ୍ର, ସୁଧୀର କୁମାର ନାଏକ, ରଞ୍ଜିତ ମିଶ୍ର, ଶଙ୍କର ପ୍ରସାଦ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ମେହେର, ଅନିଲ କୁମାର ସାହୁ, ରଞ୍ଜିତ ପାତ୍ର, ଶଙ୍କର ବିଶ୍ୱାଳ, ଦିଲିପ ପଧାନ, ପ୍ରେମରାଜ ପଧାନ, ଗୋବିନ୍ଦ ବଗର୍ତ୍ତି, ମଦନ ମୋହନ ରଥ ପ୍ରମୁଖ ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।