-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
22-May-2023
ମୁରିବାହଲ (ସୁଦାମ ଚରଣ ବଘାର): ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଂଚାୟତ ଅର୍ନ୍ତଗତ ଘଣ୍ଟବାହାଲ ଜୟ ହନୁମାନ ଖେଳପଡିଆ ଠାରେ ଦ୍ଵିତୀୟ ବାର୍ଷକ ଫ୍ଲଡ ଲାଇଟ କ୍ରିକେଟ ପ୍ରିମିୟର ଲିଗ ର ଦ୍ଵିତୀୟ ଦିବସର ରାତ୍ରୀକାଳୀନ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ଶିକ୍ଷାବିତ, କ୍ରୀଡାପ୍ରେମୀ ଭଗତ ନାଗ, ସମ୍ମାନୀତ ଅତିଥି ଭାବରେ ପି.ଇ.ଟି ଶ୍ରୀପତି ଷାଣ୍ଢ,
ଶିକ୍ଷକ ତରୁଣ ପୋଢ, ଅବସରପ୍ରାପ୍ତ ଶିକ୍ଷକ ସୁଧିର ପାଣୀ, ଶିକ୍ଷକ କ୍ରୁତୀବାସ ଦାସ, ଶିକ୍ଷକ ହେମନ୍ତ ବାଗ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ଆଂଚଳର ବରିଷ୍ଠ ସାମ୍ବାଦିକ ତଥା ଏମ ପି ଙ୍କ ବ୍ଲକ ପ୍ରତିନିଧି ଶ୍ରୀବତ୍ସ ବେହେରା ପରିଚାଳନା କରିଥିବା ବେଳେ ଖେଳକୁ ମିଥୁନ ଛୁରା, ଶାନ୍ତୁନୁ ଛୁରା, କୁନ୍ତ ପୋଢ, ଲଳିତ ବଘାର, କ୍ଷମାନିଧି ପଧାନ, ବିନୋଦ ଯୋଶୀ ପ୍ରମୁଖ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।