-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
22-May-2023
ଦେଓଗାଁ (ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାରସବାହାଲ ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ମଦ ଜବତ କରିଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ରାଜେନ୍ଦ୍ର ରଣା । ସୂଚନା ଅନୁସାରେ ରାଜେନ୍ଦ୍ର ବେଆଇନ ଭାବରେ ମଦ ବିକ୍ରି କରୁଥିବା ଅବକାରୀ ବିଭାଗ ଖବର ପାଇଥିଲା। ଫଳରେ ଯୋଜନା କରି ଘଟଣାସ୍ଥଳ ରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୫୦ ଲିଟର ମଦ ବାହାରିଥିଲା । ଫଳରେ ରାଜେନ୍ଦ୍ର କୁ ଗିରଫ କରିବ ସହ ମଦ କୁ ଜବତ କରାଯାଇଥିବା ଜଣାପଡ଼ିଛି ।