-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ଜିଲ୍ଲା

ନୁତନ କୃଷି ଆଇନ ବିରୁଦ୍ଧରେ ଏକ ଜୁଟ ବଲାଙ୍ଗିର : କଳା କୃଷି ଆଇନକୁ କେନ୍ଦ୍ର ସରକାର  ପ୍ରତ୍ୟାହାର କରନ୍ତୁ - ନରସିଂହ, ଗୋଟିଏ ମଂଚରେ ସାମିଲ ହେଲେ ସମସ୍ତ ବିରୋଧୀ ରାଜନୈତିକ ଦଳ ଓ ସଂଗଠନ

08-Dec-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୁଦ୍ଧରେ  ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକ ମାନଙ୍କ  ସରକାରଙ୍କ ସହିତ ଅଲୋଚନା ବାରମ୍ବାର ବିଫଳ ହେବା ପରେ କୃଷକମାନଙ୍କ ଦ୍ୱାରା  ଡିସେମ୍ବର ୮ ସର୍ବ ଭାରତୀୟ ବନ୍ଦ ର ଡାକରା ଦିଆ ଯାଇଥିଲା । ସେହିକ୍ରମେ ଆଜି ବଲାଙ୍ଗିର ରେ ସମସ୍ତ ରାଜନୈତିକ ଦଳ, ଶ୍ରମିକ ସଂଗଠନ, ଛାତ୍ର ଓ ଯୁବକ ସଂଗଠନ ମିଳିତ ଭାବରେ ଏହି କୃଷକ ଆନ୍ଦୋଳନ କୁ ଅଭୁତପୁର୍ବ ସମର୍ଥନ ଜଣାଇ କୃଷି ଆଇନକୁ ତିବ୍ର ବିରୋଧ କରିବା ସହ ବାଲାଙ୍ଗିର ବନ୍ଦ କରିଥିଲେ । ଫଳରେ ସହରର ସମସ୍ତ ଦୋକାନ ବଜାର, ଗାଡି ମଟର, ଅଫିସ କଚେରି , ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ,ବିମା,ସ୍କୁଲ, କଲେଜ ସଂପୁର୍ଣ୍ଣ ରୁପେ ବନ୍ଦ ରହିଥିବା ଦେଖାଯାଇଥିଲା । ସର୍ବଭାରତୀୟ ତଥା ରାଜ୍ୟ ସ୍ତରିୟ କୃଷକ ସଂଗଠନ ର ଅହ୍ୱାନ ତଥା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ରେ ଜିଲ୍ଲା କଂଗ୍ରେସ କମିଟି, ଜିଲ୍ଲା ର ସମସ୍ତ ରାଜନୈତିକ ସଂଗଠନ, ଶ୍ରମିକ ସଂଗଠନ, ଛାତ୍ର ଓ ଯୁବକ ସଂଗଠନମାନଙ୍କୁ ଏହି କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଥିଲେ । କଂଗ୍ରେସ ଦଳର ଆହ୍ୱାନ କ୍ରମେ ଆଜି ସକାଳୁ ବିଭିନ୍ନ ରାଜନୈତିକ ଦଳ ତଥା ଶ୍ରମିକ ସଂଗଠନ ଦ୍ୱାରା  ସହରରେ ପିକେଟିଂ କରାଯିବା ସହ ସମସ୍ତ ରାସ୍ତାକୁ ସିଲ କରାଯାଇଥିଲା । ଦିନ୧୧ଟାରେ ଜିଲ୍ଲ୍‌ା କଂଗ୍ରେସ ତରଫରୁ ସବାପତି ଦିଲିପ ବେହେରା , ଉପ ସଭାପତି ଉମାକାନ୍ତ ସାହୁ, ସନ୍ତକ ବହିଦାର , ନଗର ସଭାପତି ବୁଲୁ ଦାନୀ , ସେବାଦଳ ମୁଖ୍ୟ ଅସିତ ମିଶ୍ର ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ବିରାଟ ପଟୁଆର ରେ ଆସି  ବଲାଙ୍ଗିର ର ମାନ୍ୟବର ବିଧାୟକ ନରସିଂହ ମିଶ୍ର କଚେରି ଛକ ସ୍ଥିତ ବିକ୍ଷୋଭ ସ୍ତଳରେ ପାହଞ୍ଚିଥିଲେ । ପୁର୍ବରୁ ସେଠାରେ କୋସଲ ସମନ୍ୱୟ ସମିତିର ସଭାପତି ପ୍ରମୋଦ ମିଶ୍ର, ବିଏଜିବି ଏସୋସିଏସନ ର ପୁଲିନ ମିଶ୍ର, ମିଳିତ ଶ୍ରମିକ ସଂଗଠନ ର ବିଭୁଦତ୍ତ ମିଶ୍ର,ନାଗରିକ କମିଟି ସଭାପତି ବିକ୍ରମା ନନ୍ଦ ବହିଦାର, ବହୁଜନ ସମାଜ ପାର୍ଟି ତଥା ଭୀମ ଆର୍ମି ର ଦ୍ରୋଣ କୁମ୍ଭାର, ଆମ ଆଦମି ପାର୍ଟିର ଆଶିଷ ପାଣ୍ଡେ, ଏସୟୁସିଆଇ,ଏଆିକେକେଏମଏସ୍‌,ଏଆିଡିଏସଓ ର ସୁନିଲ ଭୋଇ ପ୍ରମୂଖ ନିଜର ସଂଗଠନ ସହ ବିକ୍ଷୋଭ ସ୍ଥଳିରେ ଯୋଗ ଦେଇଥୀଲେ ।  ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କେନ୍ଦ ସରକାରଙ୍କ କୃଷି ଆଇନ କୁ ତିବ୍ର ଭର୍ସନା କରିଥିଲେ । ସେ  କହିଥିଲେ ନୁତନ କୃଷି ଆଇନରେ କେନ୍ଦ୍ର ସରକାର କୃଷିଜାତ ସାମଗ୍ରିର ବିକ୍ରି ଓ ବଣ୍ଟନକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରି ଦେଶର କୋଟି କୋଟି କୃଷକଙ୍କୁ ଧୋକା ଦେଇଛନ୍ତି ।ଏହା ସିଧା ସଳଖ ଦେଶର ମୁଷ୍ଟିମେୟ ପୁଞ୍ଜିପତିମାନଙ୍କୁ ଲାଭ ପାହାଞ୍ଚାଇବାର ଏକ ଚକ୍ରାନ୍ତ ଅଟେ । ଯଦି ସରକାରଙ୍କ ସତ ସାହାସ ଅଛି ଚାଷୀମାନଙ୍କୁ ନିଜ ଉତ୍ପାଦିତ ସାମଗ୍ରୀର ବିକ୍ରି କରିବାର ସ୍ୱାଧୀନତା ଦେଉ କିନ୍ତୁ ଉତ୍ପାଦିତ ସାମଗ୍ରି ର ଉଚିତ ସର୍ବନିମ୍ନ ମୁଲ୍ୟ ସହ ସରକାର ନିଜେ ସେ ସବୁ କିଣିବାର କିମ୍ବ କିଣେଇବାର ବ୍ୟବସ୍ତା କରୁ । କଣ୍ଟ୍ରାକ୍ଟ ଫାର୍ମିଂ ରେ ମଧ୍ୟ ଦେଶର କୋଟି କୋଟି କ୍ଷୁଦ୍ର ଚାଷୀ ନିଜର ଜମୀକୁ ପୁଞ୍ଜିପତିଙ୍କ ଅଧିନକୁ ଦେଇଦେବେ । ଏହି ଆଇନ ଲାଗୁ ହେଲେ ଚାଷୀ କେବଳ ତାର ଜମି ହରେଇବ ତାହା ନୁହେଁ ପୁଞ୍ଜିପତିମାନେ କ୍ଷୁଦ୍ର ଚାଷୀଙ୍କ ସମସ୍ତ ଜମି ନେଇ  ସେଥିøାରୁ ଉତ୍ପାଦିତ ଫସଲ କୁ ଖୂବ ଉଚ୍ଚା ଦରରେ ବିକ୍ରି କରିବାର ସମ୍ଭାବନା ଅଛି ।

ଯେହେତୁ  ୧୯୯୫ ଅତ୍ୟାବଶକିୟ ଆଇନ ର ସଂସୋଧନ କରିବା ମଧ୍ୟ ଏହି ଆଇନ ର ଅଂଶ ବିଶେଷ ତେଣୁ ଅମଳ କୃଷିଜାତ ଦ୍ରବ୍ୟକୁ ପୁଞ୍ଜିପତିମାନେ ବୃହତ ଆକାରରେ ମହଜୁଦ କରି ରଖୀ ଖାଦ୍ୟ ଶସ୍ୟର ଏକ ଅହେତୁକ ଅଭାବ ପରିସ୍ଥିତି ସୃଷ୍ଟି କରବେ । ଯାହା ଫଳରେ ଦେଶର କୋଟି କୋଟି ଜନତା ଉଚ୍ଚା ଦରରେ ଖାଦ୍ୟ ଶସ୍ୟ କିଣିବାକୁ ବାଧ୍ୟ ହେବେ । ତେଣୂ ଆଜିର ଏହି ମିଳିତ ପ୍ରତିବାଦ ସଭାରେ କେନ୍ଦ୍ର ସରକାର ତାର ଏହି ନୁତନ କଳା କୃଷି ଆଇନକୁ ଶିଘ୍ର ପ୍ରତ୍ୟାହାର କରୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋସଲ ସମନ୍ୱୟ ସମିତି ର ପ୍ରମୋଦ ମିଶ୍ର,ବହୁଜନ ସମାଜ ପାର୍ଟି ର ଦ୍ରୋଣ କୁମ୍ଭାର, କଂଗ୍ରେସ ର ଉମା ପଣ୍ଡା, ସାନନ୍ଦ ମିଶ୍ର, ମିଲନି ସାହୁ, ବୁଲୁ ଦାନୀ,ମୟ ପଧାନି , ଯଦୁପତି ନନ୍ଦ, ଚାଷିନେତା ଡା. ସୁଧୀର ପରିଚ୍ଛା , ମିଳିତ ଶ୍ରମିକ ସଂଗଠନ ର ବିଭୁଦତ୍ତ  ମିଶ୍ର ଆମ ଆଦମୀ ପାର୍ଟି ର ଆଶିଷ ପାଣ୍ଡେ ପ୍ରମୁଖ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନିଜର ବକ୍ତବ୍ୟ ରଖୀଥିଲେ । ଶେଷରେ ରାଜୀବ ଗାନ୍ଧୀ  ପଞ୍ଚୟତ ରାଜ ସଂଗଠନ ର ସଂଯୋଜକ ଅଜୟ ବାଲୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like