-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
03-May-2023
ଗୁଡ଼ଭେଲା, ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ଡୁଙ୍ଗିବାହାଳ ଗ୍ରାମର ରଣା ପଡାରେ ବୁଧବାର ବିରାଟ ପର୍ବ ନାଟକର ୫୦ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ । ଏହି ମହୋତ୍ସବକୁ ଗୁଡ଼ଭେଲାବ୍ଳକ ଅଧ୍ୟକ୍ଷା ଵେବି ଦୋରା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ବ୍ଳକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ, ଗୁଡ଼ଭେଲା ଗ୍ରାମପଞ୍ଚାୟତ ସରପଞ୍ଚ ସନ୍ତୋଷିନୀ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବତନ କେନ୍ଦ୍ର ସମବାୟ ବ୍ୟାଙ୍କ ନିଦ୍ଦେର୍ଶକ ଅଶୋକ ଚନ୍ଦ୍ର ଦୋରା ମୁଖ୍ଯ ବକ୍ତା ଭାବେ ଯୋଗଦେଇ ବିରାଟ ପର୍ବ ବିଷୟରେ ଆଲୋକପାତ କରିଥିଲେ। ଆଯୋଜକ କମିଟିର ସଭାପତି ତ୍ରିନାଥ ରଣା ସଭାପତିତ୍ବ କରିଥିବା ବେଲେ କୋଷାଧ୍ୟକ୍ଷ ଶ୍ରୀବତ୍ସ ରଣା ଧନ୍ୟବାଦ ଅର୍ପଣ କରିଥିଲେ।