-+91-9937148622 |

prerana_bgr@rediffmail.com |

  Friday 26th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା   (26-Jun-2026)       ||      ନିଶା ନିବାରଣ ଓ ଯୁବତୀ ଚାଲାଣ ବନ୍ଦ ପାଇଁ ସଚେତନତା ସଭା    (26-Jun-2026)       ||      ନାବାର୍ଡ ସହାୟତାରେ କୁତିଣ୍ଡା ୱାଡି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ   (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      *ସୋନପୁର ରେ ଶତ ପ୍ରତିଶତ ସଫଳ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) କାର୍ଯ୍ଯ କ୍ରମ*–   (26-Jun-2026)       ||      *ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   (26-Jun-2026)       ||      ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରାବାର ନିରୋଧ ଦିବସ -୨୦୨୬ ଅନୁଷ୍ଠିତ   (26-Jun-2026)       ||      *ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   (26-Jun-2026)       ||      ପିଏମ୍ ଶ୍ରୀ ହାଇସ୍କୁଲ ପରିଦର୍ଶନ କଲେ ବିଡିଓ   (26-Jun-2026)       ||      ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ   (26-Jun-2026)       ||      ଭାରସାମ୍ୟ ହରାଇ ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର; ଘର ନଷ୍ଟ, ଯାତାୟାତ ବାଧାପ୍ରାପ୍ତ   (26-Jun-2026)       ||      ବରପାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିବସ ଅବସରରେ ଫଳ ବଣ୍ଟନ   (26-Jun-2026)       ||      ଲୋଇସିଂହାରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ    (26-Jun-2026)       ||      ୨୮୦ ବ୍ୟାଗ୍ ଡିଏପି ସାର ଜବତ   (26-Jun-2026)       ||      ଅବୈଜ୍ଞାନିକ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସଓ ର ବିକ୍ଷୋଭ   (26-Jun-2026)       ||      ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ    (25-Jun-2026)       ||      ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   (25-Jun-2026)       ||     

HOME   ମନୋରଞ୍ଜନ

ବର୍ତ୍ତମାନ ୟୁଟ୍ୟୁବ୍‌ ରେ ଚହଳ ସ୍ରୁଷ୍ଟି କରୁଛି ସାମିଆ ର ଖେଲ, ଏହା ଆମ ଅଞ୍ଚଳର ସଂସ୍କୃତିକୁ ପରିବର୍ଦ୍ଧିତ କରିବ- ଶ୍ରୀମୟୀ ମିଶ୍ର - (ଦେଖନ୍ତୁ ଫିଲ୍ମ ର ପ୍ରମୋ)

08-Dec-2020



ବଲାଙ୍ଗିର, (ପ୍ରେରଣା ଖବର) - ବହୁ ବର୍ଷ ତଳେ କୋଶଲୀ ଭାଷାରେ ନିର୍ମିତ ହୋଇଥିଲା ଏକ ପୁର୍ଣ୍ଣାଙ୍ଗ ଚଳଚିତ୍ର ସମିଆର ଖେଲ୍‌ । ବର୍ତ୍ତମାନ ୟୁଟ୍ୟୁବ୍‌ର ବହୁଳ ବ୍ୟବହାର ଓ ଲୋକପ୍ରିୟତାକୁ ଆଖି ଆଗରେ ରଖି ଏହି ଚଳଚିତ୍ରକୁ ନୁଆ କରି ୟୁଟ୍ୟୁବରେ ରିଲିଜ୍‌ କରାଯାଇଛି । ଛତିଶଗଡି ଓ ପଶ୍ଚିମ ଓଡିଶାର କଳାକାର ତଥା ସଙ୍ଗୀତର ମିଶ୍ରଣରେ ଏହି ଚଳଚିତ୍ରକୁ ପ୍ରଜୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଥିଲେ କ୍ଷମାନିଧି ମିଶ୍ର । ପଶ୍ଚିମ ଓଡିଶାର ସାଂସ୍କୃତିକ ବିଭବ, ପରମ୍ପରା ଓ ସଙ୍ଗୀତ ସୁନ୍ଦର ଭାବରେ ଏହି ଚଳଚିତ୍ରରେ ପ୍ରଦର୍ଶିତ । ପଶ୍ଚିମ ଓଡିଶାର କମେଡି କିଙ୍ଗ୍‌ ବଇରାଗୀ ଦୀପଙ୍କ ଅଭିନୀତ ଏହି ଚଳଚିତ୍ର ତାଙ୍କର ଜୀବନର ଅନ୍ତିମ ଚଳଚିତ୍ର । ଅନ୍ୟମାନଙ୍କ ମଧ୍ୟରେ ଏଥିରେ ପଦ୍ମଶ୍ରୀ ଅନୁପ ଶର୍ମା, ରୁକୁ ସୁନା, ବ୍ରହ୍ମାନନ୍ଦ ବନ୍‌ଛୋର, ଶ୍ରୀକାନ୍ତ ଦାଶ, ମୋନା ସେନ୍‌ ଓ ନିର୍ଦ୍ଦେଶକ କ୍ଷମାନିଧି ମିଶ୍ର ନିଜେ ଅଭିନୟ କରିଛନ୍ତି । ପଙ୍କଜ ଜାଲ, ରୁକୁ ସୁନା, ଗଗନ ବାଗ, ମହମ୍ମଦ ସାଜିଦ, ପମି, ମୁକ୍ତା, ମାନି, ଗୀତ ଗାଇଥିବା ବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀକାନ୍ତ ଦାଶ । ସାମ୍ବାଦିକ ଭବନଠାରେ ଏକ ସୀମିତ ସମାବେଶରେ ଏହି ଚଳଚିତ୍ରକୁ ୟୁଟ୍ୟୁବରେ ରିଲିଜ କରିବା ବେଳେ ମଂଚାସୀନ ହୋଇଥିଲେ ମୁଖ୍ୟଅତିଥି ଓଡିଶା ପର୍ୟ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଓ ନିର୍ଦ୍ଦେଶକ କ୍ଷମାନିଧି ମିଶ୍ର । ଶ୍ରୀମତୀ ମିଶ୍ର ନିଜ ବକ୍ତବ୍ୟରେ ଏପରି ଆଂଚଳିକ ସାଂସ୍କୃତିକ ଭିତ୍ତିଭୁମିଥିବା ଚଳଚିତ୍ରର ବହୁଳ ପ୍ରସାର ଆମ ଅଂଚଳର ସାଂସ୍କୃତିକ ଚେତନାକୁ ପରିବର୍ଦ୍ଧିତ କରିବ ବୋଲି କହିଥିଲେ । ସମାରୋହକୁ ମୁରଲିଧାରୀ ପତି ସଂଯୋଜନା କରିଥିବା ବେଳେ ଶ୍ରୀକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା   26-Jun-2026
  ଜିଲ୍ଲା  
ନିଶା ନିବାରଣ ଓ ଯୁବତୀ ଚାଲାଣ ବନ୍ଦ ପାଇଁ ସଚେତନତା ସଭା   26-Jun-2026
  ଜିଲ୍ଲା  
ନାବାର୍ଡ ସହାୟତାରେ କୁତିଣ୍ଡା ୱାଡି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
*ସୋନପୁର ରେ ଶତ ପ୍ରତିଶତ ସଫଳ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) କାର୍ଯ୍ଯ କ୍ରମ*–   26-Jun-2026
  ଜିଲ୍ଲା  
*ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   26-Jun-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରାବାର ନିରୋଧ ଦିବସ -୨୦୨୬ ଅନୁଷ୍ଠିତ   26-Jun-2026
  ଜିଲ୍ଲା  
*ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   26-Jun-2026
  ଜିଲ୍ଲା  
ପିଏମ୍ ଶ୍ରୀ ହାଇସ୍କୁଲ ପରିଦର୍ଶନ କଲେ ବିଡିଓ   26-Jun-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Jun-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm