-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
08-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁର ମହାନଗର ନିଗମ ରେମେଡ଼ ରେ ଶୌଚାଳୟ ସ୍ଥାପନ ପାଇଁ ଟିମ ସିଦ୍ଧୁ ଶାହା ଦାବି କରିଛନ୍ତି l ଏହି ଅଂଚଳରେ ଶୌଚାଳୟ ନ ଥିବା ରୁ ଲୋକେ ନାହିଁ ନ ଥିବା ଅସୁବିଧା ର ଭୋଗୁଛନ୍ତି l ଶୌଚାଳୟ ନ ଥିବାରୁ ଲୋକେ ଟେଣ୍ଟଯୁକ୍ତ ଶୌଚାଳୟ ବ୍ୟବହାର କରୁଛନ୍ତି l ତେବେ ସୋମବାର ଟିମ ସିଦ୍ଧୁ ଶାହା ମହାନଗର ନିଗମ ଡେପୁଟି କମିଶନର ରବୀନ୍ଦ୍ର କୁମାର ପଟେଲ ଙ୍କୁ ଭେଟି ତୁରନ୍ତ ଏକ ଶୌଚାଳୟ ନିର୍ମାଣ ପାଇଁ ଦାବି କରିଛନ୍ତି l ଏହି ଅବସରରେ ଟିମ ସିଦ୍ଧୁ ଶାହା ର ଭଗତ, ଜାଫର ଖାନ, ସୁବାଶିଷ ପଣ୍ଡା, ଲୋକେଶ ପାଣ୍ଡେ, ସୌରଭ ପ୍ରଧାନ, ରୋହିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l