-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
11-Apr-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ )ଆଜି ରାତି ୧୦ ଘଣ୍ଟା ବେଳେ ସୋନପୁର ର ପୂର୍ବତନ ନଗରପାଳ କଈରୁ ସ୍ୱାଇଁ ଙ୍କ ମାତା ରମ୍ଭlଦେବୀ ଙ୍କ ବିୟୋଗ ଘଟିଛି l ସ୍ବର୍ଗୀୟା ରମ୍ଭlଦେବୀ ଜଣେ ସରଳ,ଧାର୍ମିକ, ଅମାୟିକା, ଆଦରଣୀୟl ମହିଳା ଭାବେ ଖୁବ ଜଣା ଶୁଣ ଥିବା ବେଳେ ଏ ଖବର ରେ ମଝିପଡା ସମେତ ସହର ରେ ଶୋକ ଖେଳି ଯାଇଛି l ଏବଂ ସକାଳ ୭ ଘଣ୍ଟା ବେଳେ ଶ୍ରୀ ରାମେଶ୍ୱର ସ୍ମଶାନ ଘାଟରେ ସ୍ବର୍ଗୀ୍ୟା ରମ୍ଭଦେବୀଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଖବର ମିଳିଛି l