-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ଯୁଧିଷ୍ଠିର ମିଶ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ରାଜ୍ୟପାଳ,   ମୁକ୍ତିର ବାର୍ତ୍ତାବହ ଥିଲେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର - ରାଜ୍ୟପାଳ,ଅଂଚଳବାସୀଙ୍କ ରାଜନୈତିକ ଓ ଶିକ୍ଷାଗତ ସମ୍ପର୍ଣ୍ଣତା ପାଇଁ ଲଢୁଥିଲେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର- ନରସିଂହ

10-Apr-2023



ବଲାଙ୍ଗିର(ପ୍ରେରଣା ଖବର)- ଜୀବ ମାତ୍ରକେ ସ୍ୱାଧୀନତା ହିଁ ତାପାଇଁ ସବୁଠୁଁ ମୁଲ୍ୟବାନ ସମ୍ପତ୍ତି । ପ୍ରଜା ମଣ୍ଡଳ ଓ କୃଷକ ଆନ୍ଦୋଳନ ହେଉକି ଇଂରେଜ ମାନଙ୍କ ବିରୁଦ୍ଧରେ ହୋଇଥିବା ଦୁର୍ବାର ସ୍ୱାଧିନତା ଆନ୍ଦୋଳନ । ସ୍ୱାଧୀନତା ପରେ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଆବଶ୍ୟକ ସମ୍ବିଧାନ ସମିତିରେ କାର୍ଯ୍ୟକରିବା ହେଉ କି ଅଂଚଳବାସୀଙ୍କ ମୁକ୍ତି ପାଇଁ ଆବଶ୍ୟକ ଶିକ୍ଷାର ବିକାଶ । ଏହି ଅଂଚଳ, ଜାତି ଓ ଦେଶ ପାଇଁ ଯୁଧିଷ୍ଠିର ମିଶ୍ରଙ୍କ ଅବଦାନ ସଦା ବନ୍ଦନୀୟ । ପ୍ରକୃତ ଅର୍ଥରେ  ମୁକ୍ତିର ବାର୍ତ୍ତାବହ ଥିଲେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର । ଆଗାମୀ ପିଢି ତାଙ୍କ ଅବଦାନକୁ ସଦା ମନେ ରଖିବ ବୋଲି ଆଜି ବଲାଙ୍ଗିର ଆଇନ ମହାବିଦ୍ୟାଳୟ ପରିସରରେ ଅୟୋଜିତ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ପ୍ରତିମୁର୍ତ୍ତୀ ଅନାବରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିଜ ଅଭିଭାଷଣରେ କହିଥିଲେ ।

 ସେ ନିଜ ବକ୍ତବ୍ୟରେ ଆହୁରି କହିଥିଲେ ଯେ, ଆଜି ସ୍ୱାଧିନତା ପରେ କେହିବି ଜାତୀୟ ପତାକା ଉଡେଇ ପାରିବେ କିନ୍ତୁ ୧୯୩୮ ମସିହାରେ ରେଭେନ୍ସା କଲେଜରେ ଇଂରେଜ ଶାସନ ବିରୁଦ୍ଧରେ ସଭାର ସବାପତିତ୍ୱ କରି ଜାତୀୟ ପତାକା ଉଡାଇବା ପାଇଁ ପ୍ରବଳ  ମାତ୍ରାର ସାହାସ ଓ ଦେଶ ମାତୃକା ପ୍ରତି ସମ୍ମାନ ଆବଶ୍ୟକ । ରାଜ ରାଜୁଡା ବିରୁଦ୍ଧରେ ଅଂଚଳର ପ୍ରଜା ମଣ୍ଡଳ ଓ କୃଷକଙ୍କ ମୁକ୍ତି ସଂଗ୍ରାମରେ ତାଙ୍କର ଅଗ୍ରଣି ଭୂମୀକା ଏହାର ନିଦର୍ଶନ ଥିଲା । ତାଙ୍କର ଏହି ପ୍ରତିମୁର୍ତ୍ତି ଅଗାମୀ ପିଢି ପାଇଁ ପଥ ପ୍ରଦର୍ଶକ ହେବ ବୋଲି  ମହାମହିମ ରାଜ୍ୟପାଳ କହିଥିଲେ । ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ତାଙ୍କ ପିତା ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ଜିବନୀ ଉପରେ ଆଲୋକ ପାତ କରିଥିଲେ । ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର ସ୍ୱାଧିନତା ପରେ ପଶ୍ଚିମ ଓଡିଶାରୁ ଏକ ମାତ୍ର ଆଇନଜ୍ଞ ଭାବେ ସମ୍ବିଧାନ ପ୍ରଣୟନ ସମିତିର ସଭ୍ୟ ଭାବେ ଗୁରୁତ୍ୱପୁର୍ଣ୍ଣ ଯୋଗଦାନ କରିଥିଲେ ।

ପ୍ରଥମ ନିର୍ବାଚନ ପୁର୍ବରୁ ସେ ପ୍ରଥମ ସାଂସଦ ଭାବେ ମନୋନୀତ ହୋଇ କେନ୍ଦ୍ରରେ ଅଂଚଳର ପ୍ରତିନିଧିତ୍ୱ କରିଥିଲେ । ସେହିପରି ସ୍ୱର୍ଗତ ମିଶ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ମନୋନୀତ ହୋଇ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ଇଞ୍ଜିନିଅରିଂ କଲେଜ ଓ ୟୁନିଭର୍ସିଟି ତଥା ଅଂଚଳରେ ଶିକ୍ଷାର ବିକାଶ ପାଇଁ କାମ କରିଥିଲେ । ପରେ ପରେ ବଲାଙ୍ଗିର ରେ  ଆୟୁର୍ବେଦିକ ମହା ବିଦ୍ୟାଳୟ, ଟାଉନ ହାଇ ସ୍କୁଲ, ଟାଉନ ଗାର୍ଲ୍ସ ହାସ୍କୁଲ ଭଳି ଅନେକ ଶିକ୍ଷାନୁଷ୍ଠାନ ସୃଷ୍ଟି କରିବାରେ ଅନେକ ଉଦ୍ୟମ କରିଥିଲେ । ଏକାଧାରରେ ସେ ଜଣେ ସ୍ୱାଧିନତା ସଂଗ୍ରାମୀ, ସମ୍ବିଧାନବିତ ଓ ଶିକ୍ଷାବିତ ଥିଲେ । ଯଦିଓ ତାଙ୍କର ନାମରେ ଏହି ମହାବିଦ୍ୟାଳୟ ପୁର୍ବରୁ ନାମିତ ହୋଇ ସାରିଛି , କିନ୍ତୁ ପରିସରରେ ମହାମହୀମ ରାଜ୍ୟପାଳଙ୍କ ଦ୍ୱାରା ଅନାବରିତ ତାଙ୍କର ପ୍ରତିମୁର୍ତ୍ତି ଆଗାମୀ ପିଢି ପାଇଁ ପ୍ରରଣା ଦାୟକ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା  ମଞ୍ଚସୀନ  ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଓ ମାହବିଦ୍ୟାଳୟ ଅଧକ୍ଷ୍ୟ ଶ୍ରୀ ପ୍ରଧାନ ଅତିଥିମାନଙ୍କୁ  ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like