-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2023
ନବବରଙ୍ଗପୁର(ମିହିର ଶଙ୍କର ପାତ୍ର)
ପୋଖରୀରେ ଗାଧାଇବାକୁ ଯାଇ ପାଣିରେ ବୁଡି ଘୋଡାଖୁଣ୍ଟା ଗ୍ରାମର ଯୁବକ ମୃତ୍ୟୁ।ସୂଚନାଯୋଗ୍ୟ:-ଆଜି ଘୋଡାଖୁଣ୍ଟା ଗ୍ରାମର ଯୁବକ ଗ୍ରାମ ନିକଟରେ ଗାଈ ଚରାଇବା ପରେ ପାଖ ପୋଖରୀରେ ଗାଧାଇବାକୁ ଯାଇଥିଲା ଏବଂ ହଟାତ ପାଣିରେ ବୁଡି ଯାଇ ମୃତ୍ୟୁ ହଇ ଯାଇଥିବା କିଛିଲୋକ ଦେଖିବା ପରେ ପରିବାର ବର୍ଗଙ୍କୁ ଜଣାଇଥିଲେ। ମୃତ ଯୁବକ ଜଣକ ହେଲେ କାର୍ତ୍ତିକ ଶବର ବୟସ ୪୦ ।ଏହି ଘଟଣା ବିଷୟରେ ତାଙ୍କ ଭାଇ ପୋଲିସକୁ ସୂଚନାଦେଇଥିବା ଜଣାପଡ଼ିଛି।ବର୍ତ୍ତମାନ ପୋଲିସ ର ତଦନ୍ତ ପରେ ପ୍ରକୃତ ଘିଟଣାଟି ଜଣାପଡିବ।ମିଳିଥିବା ସୂଚନାପ୍ରକାରେ ବର୍ତ୍ତମାନ ମୃତ ଦେହକୁ ଡାବୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶୋବବ୍ୟବଛେଦ ପାଇଁ ଅଣାଯିବ।