-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
12-Mar-2023
ବଲାଙ୍ଗୀର// ଘର କାମରେ ନିୟୋଜିତ ଜଣେ ମିସ୍ତ୍ରୀ ବାଳକୃଷ୍ଣ ସୁନା(୩୫) ଏକ ବାଇକ୍ ରେ ଆଜି ଗୁଡଭେଲା ବ୍ଲକ ବାଘବାହାଲିରୁ ତୁଷୁରାର ଧାନଘରାକୁ କୌଣସି ଏକ କାମରେ ଯାଉଥିବା ବେଳେ ଧାନଘରା ନିକଟରେ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ୍ ଟି ବାଳକୃଷ୍ଣଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ମାରିଥିଲା । ବାଇକ୍ ଧକ୍କାରେ ବାଳୃଷ୍ଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ତାଙ୍କୁ ୧୦୮ ଆମ୍ବଲାନ୍ସରେ ଅଣାଯାଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ର ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଛି । ଇଁ ଏହି ଚିନିକଳକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହେଉଛି ।