-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
08-Mar-2023
ତୁରେକେଲା(ଆନନ୍ଦ ମୋଟେ ), ତୁରେକେଲା ପଖନମୁଣ୍ଡା ଛକ ଠାରେ ସୋମବାର ସକାଳେ ବାଇକ ଦୁର୍ଘଟଣା ହୋଇ ଯାଇଛି, ରାଜ ଖଡ଼ିଆଲ ପଟୁ ଆସୁ ଥିବା ଏକ ବ୍ରୟଳର କୁକୁଡ଼ା ପିକଅପ ଭେନ ଧକ୍କା ଦେଇ ଥିବା ଜଣା ପଡିଛି ସୂଚନା ଅନୁସାରେ ଅର୍ଜୁନ ବେହେରା (48) କମେଇ ମୁଣ୍ଡା ଜିପି ର ଗୋଦରା ମୁଣ୍ଡା ଗାଁ ର ଅଟନ୍ତି,, ସେ କୌଣସି କାର୍ଯ୍ୟ ରେ ତୁରେକେଲା କୁ ଯାଉଥିବା ସମୟ ରେ ଦୁର୍ଘଟଣା ଘଟି ଗୋଟିଏ ଗୋଡ ଭାଙ୍ଗି ଯାଇଛି,, ଓ ମୁଣ୍ଡରେ ଜୋର ଆଘାତ ଲାଗିଅଛି,, ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ର ହୋଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ର କୁ ନିଆ ଯାଇଥିଲା,, ବାଇକ ଆରୋହୀ ଗୁରୁତର ଥିବାରୁ ତାପରେ ତାକୁ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି,,