-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
06-Mar-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଓଡିଶା ଡ୍ରାଇଭର ମହାସଂଘ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଆସନ୍ତା ମାର୍ଚ୍ଚ 15 ରେ ହେବାକୁ ଥିବା ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଲାଗି ଆଜି ସଭାପତି ସୁରେଶ ସାହୁଙ୍କ ନେତୃତ୍ୱରେ ଲୋଇସିଂହା ଥାନା, ତହସିଲଦାର, ବିଡ଼ିଓ ଓ ଅଗ୍ନିଶମ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାଇଛନ୍ତି l
ଚାଲକ ସଂଘ ଏ ବିଷୟ ଜାଣିବା ସହ ସମସ୍ତେ ଏହି କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗ ର ହାତ ବଢାଇବା ପାଇଁ ପ୍ରତିଶୃତି ଦେଇଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଉପ ସଭାପତି ସୁଶାନ୍ତ ସାହୁ, ପଂଚାୟତ ସଭାପତି ମିତ୍ରଭାନୁ ଖମାରୀ ଓ ଅନ୍ୟାନ୍ୟ ମାନେ l