-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
06-Dec-2020
(ପ୍ରେରଣା ଖବର ବ୍ୟୁରୋ) - ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ପୁତୁରା ବୋହୂ ରଂଜିତା ଦାସ କହିଲେ- ସେ ସଚେତନ ଅଛନ୍ତି, କଥାବାର୍ତ୍ତା କରୁଛନ୍ତି; ମାତ୍ର ଦୁର୍ବଳ ହୋଇପଡ଼ିଛନ୍ତି, ଆଗ ଅପେକ୍ଷା ଭଲ ଅଛନ୍ତି, ଚିନ୍ତାଜନକ ସ୍ଥିତିରେ ନାହାନ୍ତି l