-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
04-Mar-2023
ବଲାଙ୍ଗିର (ପ୍ରେରଣା ଖବର )ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣରେ ପୋଲିସ୍ ବିରୋଧରେ ବିଭିନ୍ନ ଥାନାରେ ଦିଆଯାଇଥିବା ଏତଲା ପଞ୍ଜିକରଣ ନହେବା ପ୍ରତିବାଦରେ ବଲାଙ୍ଗୀର ଜିଲ୍ଲା ବିଜେପି ପକ୍ଷରୁ ଏସ୍ ପି ଅଫିସ ସମ୍ମୁଖରେ ରେ ଗଣଧାରଣା ଦିଆଯାଇଥିଲା l ଏହି ଗଣଧାରଣାରେ ପାଟଣାଗଡ଼ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ, ବଲାଙ୍ଗୀର ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପଙ୍କଜିନୀ ପଣ୍ଡା, ପ୍ରଭାସ ପାଣିଗ୍ରାହୀ, ଦୀନେଶ ଶର୍ମା, ଶିବଦତ୍ତ ମିଶ୍ର, ନରସିଙ୍ଗ ସିଙ୍ଗ, ଅମିତ ସିଂନୀନା, ଅକ୍ଷୟ ରଣା, ନବୀନ ଜୈନ, ରଞ୍ଜିତା ପାଣିଗ୍ରାହୀ, ବନଶ୍ରୀ ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ଅନିମା ଦାସ, ଶବଧା ମିର୍ଧା, ଅନିତା ମିଶ୍ର, ଅନୁସୟା ବେଜ, ସସ୍ମିତା ବେହେରା, ସୌଦାମିନୀ ମିଶ୍ର,
ନିରୁପମା ସାହୁ, ସତ୍ୟବତୀ ଗୁରୁ, ଗାୟତ୍ରୀ ଦାସ, ରାଜେଶ ଅଗ୍ରୱାଲ, ଚିତ୍ତ ମିଶ୍ର, ଅନିଲ ପାଣିଗ୍ରାହୀ, ପିତାମ୍ବର ଖମାରୀ, ରାଜ କିଶୋର ନାୟକ, ପ୍ରଶାନ୍ତ ଦାସ, ହରିଶଙ୍କର ଛତ୍ରୀୟା, ଅମରଜିତ ପଟେଲ, କୁନା ମୁନା ମଣ୍ଡଳ, ରମା ପ୍ରଧାନ, ଟଙ୍କ ପ୍ରଧାନ, ବାଲି ପୃଷ୍ଟି, ସୁଦିପ ସା, ସାନନ୍ଦ କାଲସାଏ, ବଡ଼ ବାବୁ ସେଲମା, ଗୌରାଙ୍ଗ ନାୟକ, ଅଜୟ ଶର୍ମା, ପ୍ରେମାନନ୍ଦ ସାହୁ, ରାଜୁ ସାହୁ, ଭୁତନାଥ ନାୟକ, କଲେଶ ଗହୀର, ସନ୍ଦୀପ ବାବୁ ଉପସ୍ଥିତ ଥିଲେ l