-+91-9937148622 |

prerana_bgr@rediffmail.com |

  Friday 20th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   (19-Mar-2026)       ||      *ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   (19-Mar-2026)       ||      ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   (19-Mar-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   (19-Mar-2026)       ||      ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ   (19-Mar-2026)       ||      ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ   (19-Mar-2026)       ||      ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କୁ ସାକ୍ଷାତ କେଲ ରାଷ୍ଟ୍ରିୟ ବିକାଶ ବଂଜାରା ମିଶନ ସଦସ୍ଯ   (19-Mar-2026)       ||      ସାପ୍ତାହିକ ପ୍ରେରଣା ର ୨୧ତମ ସ୍ଵନକ୍ଷତ୍ର ଅବସରରେ କଲେଜସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (19-Mar-2026)       ||      ଖ୍ରୀଷ୍ଟିଆନ ଯୁବତୀ (ST)ଆଦିବାସୀ ଜାତି ପ୍ରମାଣ ପାତ୍ର ଦେଇ ଚାକିରୀ ହାତେଇବା ଉଦ୍ୟମକୁ ବିଫଳ କଲା ଅଖିଳ ଭାରତୀୟ ଭତ୍ରା ବିକାଶ ପରିଷଦ   (19-Mar-2026)       ||      ଯୁବକ ର ମୃତ୍ୟୁ ଘଟଣା କୁ ନେଇ ରାସ୍ତା ଅବରୋଧ, କ୍ଷତିପୂରଣ ଦାବିକଳେ ପରିବାର ଲୋକେ   (19-Mar-2026)       ||      ଡକାୟତି ଯୋଜନା ପଣ୍ଡ ୪ ଡକାୟତ ଗିରଫ   (19-Mar-2026)       ||      ପୋଲତଳୁ ବିପଦପୂର୍ଣ୍ଣ ବାଲି ଉତ୍ତୋଳନ   (19-Mar-2026)       ||      ଗଞ୍ଜେଇ ସହ ୪ଟି ବାଇକ ଜବତ, ୭ ଗିରଫ    (19-Mar-2026)       ||      *ଅସହାୟ ବୃଦ୍ଧ ଦମ୍ପତ୍ତି ଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ*- *ତଳେ ବସି ସମସ୍ୟା ବୁଝିଲେ*-   (19-Mar-2026)       ||      ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ   (19-Mar-2026)       ||      ଓଡ଼ିଶାର ସଫଳ ‘ଧାନ କ୍ରୟ ମଡେଲ’ ଅନୁଧ୍ୟାନ କରିଛନ୍ତି ଛତିଶଗଡ଼ ପ୍ରତିନିଧି ଦଳ   (18-Mar-2026)       ||      ଗଣ୍ଡ ସମାଜ ବଲାଙ୍ଗୀର ଜିଲ୍ଲା ସଡ଼ବଂଶୀ ବିକାଶ ପରିଷଦ ର ନୂତନ କମିଟି ଗଠନ   (18-Mar-2026)       ||      ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ,ଜଣେ ଆହତ l   (18-Mar-2026)       ||      ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ   (18-Mar-2026)       ||      ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ    (18-Mar-2026)       ||     

HOME   ଜିଲ୍ଲା

ଆଶା କର୍ମୀ ସଂଘ ତରଫରୁ ଜିଲ୍ଲାପାଳ ଅଫିସ ଘେରାଓ

27-Feb-2023



ବଲାଙ୍ଗୀର-୨୭/୨- ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲା ତରଫରୁ ୧୨ ଦଫା ସମ୍ବଳିତ ଦାବି ନେଇ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଆଶାକର୍ମୀ ଗାନ୍ଧିନଗରପଡା ଛକଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କଲା ପରେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ବିକ୍ଷୋଭ ସ୍ଥଳରେ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱ ସଭାରେ ଏଆଇଟିୟୁସି ରାଜ୍ୟ ସାଧାରଣ ସଂପାଦକ ତଥା ସଂଘର ରାଜ୍ୟ ସଭାପତି ବିଜୟ ଜେନା ସଂଘର ସାଧାରଣ ସଂପାଦିକା ନମିତା ସାହୁ, ଏଆଇଟିୟୁସି ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ର ପ୍ରମୁଖ ବକ୍ତବ୍ୟ ଦେଇ ଆଶାକର୍ମୀଙ୍କ ୧୨ ଦଫା ଦାବି ପୁରଣ କରିବା ପାଇଁ ଆହ୍ୱାନ ଦେବା ସହ ଆଗାମୀ ମାର୍ଚ୍ଚ ୧୫ ତାରିଖରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ଧାରଣା ଏବଂ ୨୮ ମାର୍ଚ୍ଚ ପାର୍ଲିଆମେଣ୍ଟ ଘେରାଓ ସଫଳ କରିବା ସହ ବହୁ ସଂଖ୍ୟାରେ ଆଶାକର୍ମୀ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଆଶାକର୍ମୀଙ୍କ ବିଭିନ୍ନ ଦାବି ଯଥା ମାସିକ ସୁନିଶ୍ଚିତ ଭତ୍ତା ପରିବର୍ତ୍ତେ ମାସିକ ଭତ୍ତା ଧାର‌୍ୟ୍ୟ, ସର୍ବ ନିମ୍ନ ମାସିକ ଭତ୍ତା ୨୬ହଜାର ଟଙ୍କା ପ୍ରଦାନ, ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି ଅନୁସାରେ ୱାର୍କର ମାନ୍ୟତା, ଅବ୍ୟାହୁତି ସମୟସୀମା ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି, ଗ୍ରାମାଞ୍ଚଳର ଜନନୀ ସୁରକ୍ଷା ଓ ଅନ୍ୟାନ୍ୟ ଦେୟ ପ୍ରଦାନ ପରି ସହରାଞ୍ଚଳ ଆଶାକର୍ମୀଙ୍କୁ ପ୍ରଦାନ ସମେତ ୧୨ ଦଫା ସମ୍ମଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ।  ଏହି ଧାରଣରେ ଜିଲ୍ଲା ସଂପାଦିକା ଓମୀ ଗୁପ୍ତା, ଜିଲ୍ଲା ନେତ୍ରୀ ସରସ୍ୱତୀ ଶର୍ମା, ଆନନ୍ଦିନୀ ବିଶ୍ୱାଲ, ମମତା କଚ୍ଛପ, ଯଶୋବନ୍ତୀ ବେହେରା, ବୃନ୍ଦାବତୀ ସରାଫ, ମାଧବି ବେହେରା, ମମତା ବାଗ, ପୁଷ୍ପା ଦୀପ, ସଂଜୁ ବାଗ, ପ୍ରଭାସିନୀ ରାୟ, ତୁଳସୀ ପ୍ରଧାନ, ପ୍ରେମଲତା ରଣା, ଅନୁପମା ସାଏ, ଯଶୋବନ୍ତୀ ମେହେର, ମନ୍ଦନା ନାଏକ, ପ୍ରେମ ମଞ୍ଜରୀ ମହାନନ୍ଦ, ଅହଲ୍ୟା ନାଗ, ତରୁଣି ନାଗ, ଉଜୁଲି ମେହେର, ସିରିପ୍ରିୟା କୁମ୍ଭାର, କଲ୍ୟାଣି ସାହୁ, ମଳୟ ବିଶ୍ୱାଲ, ସରସ୍ୱତୀ ସାହୁ, ସୁମତି ପଟେଲ, ସୁଶାନ୍ତି ବଗର୍ତ୍ତି, ଅଞ୍ଜଳି କୁମ୍ଭାର, ଚିନ୍ମୟୀ ଦାସ, ଜୁଲି କେନଡ, ପୂର୍ଣ୍ଣମାସୀ ବଗର୍ତ୍ତି, ସୌଦାମିନୀ ବଗତର୍ତି, ସରିତା ମାହାର, ମାଲତି ମଲ୍ଲିକ, ବାସମତୀ ବାଗ, ତପିସା ନାଗ, ଉର୍ବସୀ ମେହେର, ସନ୍ତୋଷିନି ନାଗ, ସନ୍ତୋଷିନୀ ଦୀପ, ଭୁମିସୁତା ବେହେରା, ନଳିନୀ ସାହୁ, ସତ୍ୟଭାମା ହଂସ, ଭାନୁମତି ଧରୁଆ, ସଂଯୁକ୍ତା ରାଏ, ମଥୁରା କାଲସାଏ, ସୁରଦିନୀ ପଧାନ, ମାଳତି ମଲ୍ଲିକ, ଉର୍ବସୀ ସାହୁ,  ଧୁର‌୍ୟ୍ୟୋଧନ ବିଶ୍ୱାଲ, ସାଏବୁ ନନ୍ଦ, ଆଲୋକ ବିଶ୍ୱାଲ, ପଞ୍ଚାନନ ସାହୁ, ଦେବାଶିଷ ବାବୁ, ଜ୍ୟୋସ୍ନାମୟୀ ଷଡଙ୍ଗି ପ୍ରମୁଖ ବକ୍ତବ୍ୟ ଦେଇ ଆଗାମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   19-Mar-2026
  ଜିଲ୍ଲା  
*ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   19-Mar-2026
  ଜିଲ୍ଲା  
ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   19-Mar-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   19-Mar-2026
  ଜିଲ୍ଲା  
ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ   19-Mar-2026
  ଜିଲ୍ଲା  
ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ   19-Mar-2026
  ଜିଲ୍ଲା  
ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କୁ ସାକ୍ଷାତ କେଲ ରାଷ୍ଟ୍ରିୟ ବିକାଶ ବଂଜାରା ମିଶନ ସଦସ୍ଯ   19-Mar-2026
  ଜିଲ୍ଲା  
ସାପ୍ତାହିକ ପ୍ରେରଣା ର ୨୧ତମ ସ୍ଵନକ୍ଷତ୍ର ଅବସରରେ କଲେଜସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   19-Mar-2026
  ଜିଲ୍ଲା  
ଖ୍ରୀଷ୍ଟିଆନ ଯୁବତୀ (ST)ଆଦିବାସୀ ଜାତି ପ୍ରମାଣ ପାତ୍ର ଦେଇ ଚାକିରୀ ହାତେଇବା ଉଦ୍ୟମକୁ ବିଫଳ କଲା ଅଖିଳ ଭାରତୀୟ ଭତ୍ରା ବିକାଶ ପରିଷଦ   19-Mar-2026
  ଜିଲ୍ଲା  
ଯୁବକ ର ମୃତ୍ୟୁ ଘଟଣା କୁ ନେଇ ରାସ୍ତା ଅବରୋଧ, କ୍ଷତିପୂରଣ ଦାବିକଳେ ପରିବାର ଲୋକେ   19-Mar-2026
  ଜିଲ୍ଲା  
ଡକାୟତି ଯୋଜନା ପଣ୍ଡ ୪ ଡକାୟତ ଗିରଫ   19-Mar-2026
  ଜିଲ୍ଲା  
ପୋଲତଳୁ ବିପଦପୂର୍ଣ୍ଣ ବାଲି ଉତ୍ତୋଳନ   19-Mar-2026

You Might Also Like