-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
06-Dec-2020
(ପ୍ରେରଣା ଖବର ବ୍ୟୁରୋ) - କଂଗ୍ରେସ ବିରେ।ଧରେ ବର୍ଷିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ। କୁମାର ସ୍ୱାମୀ କହିଛନ୍ତି ଯେ, ଯଦି ସେ ପୂର୍ବରୁ ବିଜେପି ସହ ବନ୍ଧୁତା କରିଥାଆନ୍ତେ ତେବେ ବର୍ତମାନ ସମୟରେ ବି ସେ ମୁଖ୍ୟମନ୍ତ୍ରୀ ପଦରେ ହିଁ ରହିଥାଆନ୍ତେ। କଂଗ୍ରେସ ସହ ମିଶି ଯାହା କିଛି କମ।ଇଥିଲେ ତାହା ଶେଷ ହେ।ଇଥିବା ସେ କହିଛନ୍ତି। ମହୀଶୁରର ଏକ ସଭାରେ ସେ କହିଛନ୍ତି ଯେ, ଯଦି ମୁଁ ବିଜେପି ସହ ଥାଆନ୍ତି ତେବେ ଏବେ ବି ମୁଁ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ହିଁ ଥାଆନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ୧୨ ବର୍ଷ ପରିଶ୍ରମ କରି ଯାହା କିଛି କରିଥିଲେ ତାହାକୁ କଂଗ୍ରେସ ସହ ମେଂଟ କରିବ। ପରେ ପୂରାପୂରି ଖତମ ହେ।ଇଯାଇଛି । ରାଜ୍ୟରେ ଲେ।କମାନଙ୍କ ସହ ଯେଉଁ ବିଶ୍ୱାସ ଥିଲ। ତାହା ବି ଆଉ ନାହିଁ । କଂଗ୍ରେସ ସହ ଯେ।ଡି ହେବ। ପରେ ସିଦ୍ଧରମେୟା ତାଙ୍କର କର୍ମୀମାନେ ମେ।ର ପ୍ରତିଷ୍ଠାକୁ ପୂରାପୂରି ନଷ୍ଟ କରିଦେଇଛନ୍ତି । ମେ। ପାଇଁ ଯେଉଁ ଜାଲ ବିଛ।ଯାଇଥିଲା ସେହି ଜାଲରେ ମୁଁ ଫସିଗଲି ।