-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
19-Feb-2023
ବିନିକା(ହିମାଂଶୁ ଶେଖର ପୁଟେଲ), ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସୋନପୁର ଶାଖା ତରଫରୁ ନିକଟସ୍ଥ ନନ୍ଦନମାଲ ପମ୍ପ ହାଉସ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭାପତି ଭାବେ ଲଳିତ ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରଣୟ ନାୟକ, ଉପସଭାପତି ପବିତ୍ର ଖୁଣ୍ଟିଆ, ଯୁଗ୍ମ ସଂପାଦକ ସୁଶୀଲ ଦାଶ, ସମ୍ବିତ ପଣ୍ଡା, ଡିଭିଜନ ସଂପାଦକ ଜ୍ୟୋତି ଦାସ ,ତଥା ଉଦ୍ଧବ କରଣ , ଧନଞ୍ଜୟ ପଧାନ ରମେଶ ସାହୁ ,ହରିହର ପଧାନ ରାମକୁମାର ସା , ନବକୁମାର ରଣା, ଅଜିତ କୁମାର ସାହୁ,ଅଶୋକ ଭୋଇ,ଶଶି କାନ୍ତ ପଧାନ, କୈଳାସ ଚନ୍ଦ୍ର ସାହୁ,ଅମର ସାହୁ, ଭୀମସେନ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।