-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଜୀବନ ସାରା କୃତ୍ରିମ ଗୋଡ଼ରେ ଚାଲିବ ରମେଶ(ସ୍ବେଚ୍ଛସେବୀ ଦେବଦତ୍ତ ମୋ ପାଇଁ ଭଗବାନ) 

19-Feb-2023



ବିନିକା,(ହିମାଂଶୁ ଶେଖର ପୁଟେଲ)ସତରେ ସ୍ବେଚ୍ଛାସେବୀ ଦେବଦତ୍ତ ମୋ ପାଇଁ ଭଗବାନ ବୋଲି କହିଛନ୍ତି ବିନିକା ବ୍ଲକ ସିନ୍ଦୂରପୂର ଗ୍ରାମର  ଅସହାୟ ରମେଶ ନାଏକ ।ଦେଢ଼ ବର୍ଷ ତଳେ ଦୁର୍ଘଟଣାର ଶିକାର ହୋଇ ଡାହାଣ ଗୋଡ଼ରେ ପ୍ରବଳ ଆଘାତ ଯୋଗୁଁ ସେ  ଆଉ ଚାଲିପାରି ନଥିଲେ । ଯାହା କିଛି ଘରେ ଥିଲା ସବୁତକ ଚିକିତ୍ସାରେ ସାରିଲେ ।ହେଲେ ଭଳ ହେଲେଣି ।ଶେଷରେ ନିରୁପାୟ ରମେଶ ପୂର୍ବ ଯୁଗରେ କି ପାପ କରିଥିଲି ଯେ ଏ ଦୁନିଆରେ ଏଭଲି ଦୁଃଖକଷ୍ଟ ଭୋଗିବାକୁ ପଡ଼ିଲା ।ଯାହାକି ମୋ ଜୀବନ ମୂଲ୍ୟହୀନ ବୋଲି ପଶ୍ଚାତାପ କଲେ ।ସୂଚନା ଯୋଗ୍ୟ ଯେ ରମେଶ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ।ଦୀର୍ଘ ଦୁଇ ବର୍ଷ ହେଲା ରମେଶର ଏଭଳି ଅବସ୍ଥା ଯୋଗୁଁ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି ।ଫଳରେ ଧର୍ମପତ୍ନୀ ଓ ଦୁଇ ପୁଅ/ ଝିଅଙ୍କ ଚିନ୍ତାରେ ରମେଶ ଆଖିରୁ ଲୁହ ନିଗାଡ଼ି ଭଗବାନ ହିଁ ଭରସା ବୋଲି ଧର୍ଯ୍ୟ ସହିତ ଜୀବନ ବିତାଉଛନ୍ତି । ଠିକ ଏହି ସମୟରେ ହେଲ୍ପ ଟୁ ଅଦରସ ର ସକ୍ରିୟ ସଦସ୍ୟ ଦେବଦତ୍ତ ପଣ୍ଡା ଘଟଣା ସମ୍ପର୍କରେ ଜାଣି ରମେଶର ଉଚ୍ଚତର ଚିକିତ୍ସା ପାଇଁ ପ୍ରୟାସ ଜାରି ରଖିଲେ ।ସେହିପରି ଗ୍ରାମବାସୀ ତଥା କିଛି ବଦାନ୍ୟ ବ୍ୟକ୍ତିଙ୍କ ତରଫରୁ ମଧ୍ୟ ସହାୟତା ମିଳିବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ରମେଶର ଗୋଡ଼ କରାଗଲା ।ତାର କିଛି ଦିନ ପରେ ଦେବଦତ୍ତ ଭୁବନେଶ୍ୱର ସ୍ଥିତ ବ୍ରଦର ହୁଡ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଭ୍ୟ ସତ୍ୟଜିତ ସେନାପତିଙ୍କୁ ଏକ କୃତ୍ରିମ ଗୋଡ଼ ଯୋଗାଇବା ସମ୍ବନ୍ଧରେ ଅନୁରୋଧ କରିବାରୁ ଶ୍ରୀ ସେନାପତି ସମ୍ବତି ଦେଇଥିଲେ । ରମେଶ ଭୁବନେଶ୍ୱର ପହଞ୍ଚି

କୃତ୍ରିମ ଗୋଡ ଲଗାଇ ଖୁସି ମନରେ ଘରକୁ ଫେରିଛି  । ପରିବାର ପରିପୋଷଣ ପାଇଁ କାମ ସିନା କରିପାରିବ ନାହିଁ ହେଲେ ରମେଶ ନିଜ ହସ ହସ ପରିବାର ସହିତ ଜୀବନ କଟାଇବ,ଧୀର ସ୍ଥିର ଭାବରେ ଯିବା ଆସିବା କରିପାରିବ,ଜୀବନ ସାରା କୃତ୍ରିମ ଗୋଡ଼ ହିଁ ରମେଶର ସାହା ଭରସା ପାଲଟିବ ।ତେଣୁ ସତ୍ୟଜିତଙ୍କ ଅପାର ସହଯୋଗରେ ରମେଶ ଚାଲି ପାରିବାରୁ ସ୍ବେଚ୍ଛାସେବୀ ଶ୍ରୀ ପଣ୍ଡା ଓ ଗ୍ରାମବାସୀ ଶ୍ରୀ ସେନାପତିଙ୍କୁ ଧନ୍ୟବାଦ ଜଣାଇବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି ।ବର୍ତମାନ ସ୍ଥିତିରେ ଅସହାୟ ରମେଶ ତାର ୪ପ୍ରାଣୀ କୁଟୁମ୍ବର ପରିପୋଷଣ ପାଇଁ ସରକାରୀ ସ୍ତରରେ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । ସେହିପରି ଅନ୍ୟ ପକ୍ଷରେ କୌଣସି ବଦାନ୍ୟ ବ୍ୟକ୍ତି ବିଶେଷ ଯଦି ଆର୍ଥିକ ସହଯୋଗ କରିବାକୁ ଚାହାନ୍ତି ତେବେ ଷ୍ଟେଟ ବ୍ୟାଙ୍କ ଖାତା ନଂ ୩୫୬୯୭୧୧୧୨୨୧ ରେ ଜମା କରିବାକୁ ଅନୁରୋଧ କିମ୍ବା ତାଙ୍କ ମୋବାଇଲ ନମ୍ବର  ୬୭୩୨୦୩୬୯୧୦ରେ ଯୋଗାଯୋଗ କରିବାକୁ ହେବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like