-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||     

HOME   ଜିଲ୍ଲା

ରକ୍ତ ଭଣ୍ଡାର ରେ ଅଚଳାବସ୍ଥା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି

19-Feb-2023



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କ୍ରମେ ସୋନପୁର ରକ୍ତଭଣ୍ଡାର ରେ କର୍ମଚାରୀ ଙ୍କ ଘୋର ଅଭାବ ପରିଲକ୍ଷିତ ହୋଇଛି।ଏଠାରେ ୫ ଜଣ କର୍ମଚାରୀ ଙ୍କ ସ୍ଥାନରେ ୩ ଜଣ କର୍ମଚାରୀ ଅବସ୍ଥାପିତ ଥିଲେ। ସେଥିମଧ୍ୟରୁ ଜଣେ  ଯିଏକି  ଅବସରଗ୍ରହଣ ପରେ ତାଙ୍କୁ ଚାକିରୀ ରେ ରଖାଯାଇଥିଲା ଯାଫଳରେ ୩ଜଣଙ୍କ ମଧ୍ୟରୁ ୨ ଜଣ ଟେକ୍ନିସିଆନ ଯଥାକ୍ରମେ ରକ୍ତ ର ପରୀକ୍ଷା କାମରେ ନିୟୋଜିତ ଥିଲେ ହେଲେ ନିକଟରେ ଜିଲ୍ଲାର ତରଭା ଠାରେ ଜଣେ ଟେକନିସିଏନ୍  ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧାହେବାପରେ  ତାଙ୍କସ୍ଥାନରେ  ଏଠାରେ ଯିଏ  ଲେବ୍  ଟେକ୍ନିସିଆନ ଟିଟୁ ଭୋଇ ଥିଲେ ତାଙ୍କୁ ବଦଳି କରିଦିଆଗଲା। ପୁଣି, ଅନ୍ୟ ଯିଏ ଜଣେ ଅବସର ପ୍ରାପ୍ତ ଟେଷ୍ଟିଂ ଟେକ୍ନିସିଆନ ସୁବାସ  ପଣ୍ଡା ତାଙ୍କୁ ମଧ୍ୟ ସୋନପୁର ରେ ଅଧୁନା ନୂତନ ଭାବେ ସ୍ଥାନାନ୍ତରିତ ହୋଇଥିବା ଶିଶୁ ଓ ମାତୃ ଚିକିତ୍ସାଳୟ କୁ ବଦଳି କରିଦିଆଗଲା।ହେଲେ ବର୍ତ୍ତମାନ  ସୋନପୁର ରକ୍ତ ଭଣ୍ଡାର  ରେ କେହିଜଣେବି ଟେଷ୍ଟିଂ ଟେକ୍ନିସିଆନ ନଥିବାରୁ ଗତ ୭ ଦିନ ଧରି ଏଠାରେ ରକ୍ତ ଦାନ ରୁ ସଂଗ୍ରହ ହୋଇଥିବା ପ୍ରାୟ ୨୩୫ ୟୁନିଟ ରକ୍ତ ର ଗୁରୁତ୍ଵ ପୁର୍ଣ୍ଣ 'ଏଲିଶା' ପରୀକ୍ଷା  (ରକ୍ତ ଦ୍ବାରା ସଂକ୍ରମଣ ରୋଗ) ହୋଇପାରୁ ନାହିଁ। ଏହି ପରୀକ୍ଷା ରକ୍ତ ର ସଂକ୍ରମଣ ସଂପର୍କିତ ଥିବା ଯୋଗୁଁ  ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଅଟେ।
 ଯାହାର ପରିଣାମ ସ୍ୱରୂପ ଗତ ୭ ଦିନ ଧରି ଜଣେବି ରୋଗୀ ରକ୍ତ ପାଇପାରୁ ନାହାନ୍ତି। ଏଥିପାଇଁ ସହରର ସଚେତନ ବର୍ଗ ରେ ଖୁବ ପ୍ରତିକ୍ରିୟା ପ୍ରକାଶ ପାଇଛି। ତିନିଦିନ ଧରି ବ୍ୟକ୍ତିଗତ ସ୍ତରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ଙ୍କୁ ଜଣାଇବା ପରେ ମଧ୍ୟ ବର୍ତ୍ତମାନ ଉପୁଜିଥିବାଏହି ସ୍ପର୍ଶ କାତର ପ୍ରସଙ୍ଗ ଭଳି ଏକସମସ୍ୟାର ସମାଧାନ କରୁନାହାନ୍ତି ଵୋଲି ଅତ୍ୟନ୍ତ କ୍ଷୋଭର ସହ ଏକ ପ୍ରେସବିଜ୍ଞପ୍ତି ମାଧ୍ୟମରେ ନିଜର  ପ୍ରତିକ୍ରିୟା ଜଣାଇଛନ୍ତି ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ।  ଏହାର ମଧ୍ୟ  ତୁରନ୍ତ ସମାଧାନ କରିବାକୁ  ଜିଲ୍ଲାପାଳ ପ୍ରତ୍ୟକ୍ଷ ହସ୍ତକ୍ଷେପ କରି ଏ ଅଚଳାବସ୍ଥା ଦୁର କରିବାକୁ ଜିଲ୍ଲାର ସଚେତନ ବର୍ଗ ଦାବି କରିଛନ୍ତି। ଅନ୍ୟଥା  ଶହ ଶହ ରୋଗୀ ଅକାଳ ମୃତ୍ୟୁବରଣ କରିବା ଆଶଂକା କୁ ଏଡ଼ାଇ ଦିଆଯାଇନପାରେ। ପ୍ରକାଶ ଥାଉକି ନିକଟରେ ଏଇ ପ୍ରସଙ୍ଗରେ ଜିଲ୍ଲା ରକ୍ତ ଦାତା ସେବା ସଂଘ, ଜିଲ୍ଲା ଡ୍ରାଇଭର ସଂଘ ଓ ରାଜ୍ୟ ସମାଜସେବୀ ସଂଗଠନ ତରଫରୁ ଆଗ ରୁ ମଧ୍ୟ ସିଡିଏମ୍ଓ ଙ୍କୁ ଏକ ଦାବି ପତ୍ର ଦିଆ ଯାଇଥିଲା ତଥାପି ସିଡିଏମଓ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବରଂ ଫୋନଯୋଗେ ଆଜି ତାଙ୍କର ପ୍ରତିକ୍ରିୟା ଚାହିଁବାରୁ  ଆପଣ ନ୍ୟୁଜ୍ ବାହାର କରିପାରନ୍ତି କିନ୍ତୁ ଗତକାଲି ଠାରୁ ବଦଳି ଯାଇଥିବା ଟେକନିସିଏନ୍ ଙ୍କୁ ଏଠାରେ  ଜଏନ୍ ପାଇଁ ଅର୍ଡ଼ର କରିସାରିଛି ବୋଲି ପ୍ରକାଶ କରିଛନ୍ତି। ଏଣୁ ଏଭଳି ପରିସ୍ଥିତି ରେ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଏ ଅଚଳାବସ୍ଥା ଦୁର କରିବାକୁ ସାଧାରଣ ରେ ଦାବି ହୋଇଛି। ଡାକ୍ତର ଖାନା, ପୋଲିସ ଥାନା, ଦମ କଳ  ଖାନା, ଜେଲ ଖାନା, ଭଳି ଗୋଟାଏ ଗୋଟାଏ  ଅତ୍ୟନ୍ତ ଜରୁରୀ ସେବା ସଂସ୍ଥା ମାନଙ୍କ ରେ ଯଦି କର୍ମଚାରୀ ଅଭାବ ଅଛି l ତାହେଲେ  କେଉଁ  କେଉଁ ବିଭାଗ ରେ ସରକାର  କର୍ମଚାରୀ ଙ୍କୁ ନିଯୁକ୍ତି ଦେଉଛନ୍ତି ତାହା ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026

You Might Also Like