-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
19-Feb-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର )ଆଜି ବଲାଙ୍ଗୀର କଲେଜ ଛକ୍ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ସହରର ଆଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସ୍ମାଇଲ ଫର୍ ଅଲ୍ ଓ ମହାନଦୀ ନେତ୍ର ନିକେତନ୍ (ବିରମାହାରାଜ ପୁର ) ମିଳିତ ଆନୁକୁଲ୍ଯରେ କମ୍ପୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଚକ୍ଷୁ ରୋଗୀ ଏହି ଶିବିରରେ ତାଙ୍କ ଆଖି ପରୀକ୍ଷା କରିଥିବା ଜଣାପଡିଛି।