-+91-9937148622 |

prerana_bgr@rediffmail.com |

  Saturday 18th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ବ୍ଲକ ରେ ସମିତି ବୈଠକ                                     (18-Jul-2026)       ||      ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   (18-Jul-2026)       ||      ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   (17-Jul-2026)       ||      ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I    (17-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   (17-Jul-2026)       ||      ବରପାଲି ପୋଲିସର ବଡ଼ ସଫଳତା : ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ   (17-Jul-2026)       ||      ସନ୍ଥ ଭୀଭୋଇ କୋଶଲି ଶ୍ରେଷ୍ଠ ବାଓପିକ ଚଳଚିତ୍ର ଭାବେ ପୁରସ୍କୃତ   (17-Jul-2026)       ||      ଆଦିବାସୀ ଅଧ୍ୟୁଷିତ ସୋରଡା ବ୍ରାହ୍ମଣ ଶାସନରେ ପବିତ୍ର ରଥଯାତ୍ରା   (17-Jul-2026)       ||      ପିକକ୍‌ ର ପ୍ରତିଷ୍ଠା ଦିବସ ପାଳିତ   (17-Jul-2026)       ||      ଜୟ ଭାରତ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ୍   (17-Jul-2026)       ||      କାଉଡୋଳା ଗ୍ରାମ ଠାରେ ଜଗତର ନାଥ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ.   (17-Jul-2026)       ||      ବଲାଙ୍ଗିରର ବିଭିନ୍ନ ରଥଯାତ୍ରାରେ ସାମିଲ ହେଲେ ବିଧାୟକ କଳିକେଶ ନାରାୟଣ ସିଂହଦେଓ   (17-Jul-2026)       ||      ରଥଯାତ୍ରାରେ ଦର୍ଶନାର୍ଥିଙ୍କ ମୃତ୍ୟୁରେ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଶୋକ ପ୍ରକାଶ   (17-Jul-2026)       ||      ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ    (16-Jul-2026)       ||      ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ    (16-Jul-2026)       ||      ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   (16-Jul-2026)       ||      କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   (16-Jul-2026)       ||      କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   (16-Jul-2026)       ||     

HOME   ଜିଲ୍ଲା

ବନ୍ଦ ଗୁଡା ଠାରେ ମହାଶିବ ରାତ୍ରି ଜାଗର ମେଳା ଅନୁଷ୍ଠିତ l

18-Feb-2023



କଳାହାଣ୍ଡି (ତ୍ରିନାଥ ବେଶ୍ରା )
ଆଜିସାର ଦେଶ ରେ କୋଣ ଅନୁକୋଣରେ ମହାଶିବରାତ୍ରି ଜାଗର ମେଳା ଅନୁଷ୍ଠିତ ହୋଇ ଥିବା ବେଳେ, ନବରଙ୍ଗ ପୁର ଜିଲ୍ଲା ଡାବୁ ଗାଁ ବ୍ଲକ ଅନ୍ତର୍ଗତ ବନ୍ଦଗୁଡ଼ା ଠାରେ ମଧ୍ୟ୍ୟ ବଡ ଧୁମ ଧାମ ର ସହିତ ମହା ଶିବରାତ୍ରୀ ଜାଗର ମେଳା ଅନୁଷ୍ଠିତ ହୋଇ ଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କୁମୁଡ଼ା ମୁଣ୍ଡା ଠାରେ ଠାରେ ମଧ୍ୟ୍ୟ ମହା ଶିବରାତ୍ରୀ ଜାଗର ମେଳା ଅନୁଷ୍ଠିତ ହୋଇ ଥିବା ଦେଖିବାକୁ ମିଳିଛି l

ଏହା ଆଦି ବାସି ଅଞ୍ଚଳ ହୋଇ ଥିବା ରୁ ଏଠାରେ ପଡ଼ୋଶୀ ରାଜ୍ୟ ଛତିଶ ଗଡ଼, ଜୟପୁର, କୋରାପୁଟ ,କଳାହାଣ୍ଡି  ଜିଲ୍ଲାର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଆସି ବାବା ଝାଡେ ସ୍ୱର ଙ୍କ ପାଖରେ ଦୁଃଖ ଜଣାଇଲେ ଭକ୍ତ ମାନଙ୍କ ମାନ ସିକ ପୂରଣ ହୋଇ ଥାଏ ବୋଳି ଭକ୍ତ ମାନେ ବିଶ୍ୱାସ କରୀ ଦୂର ଦୁରlନ୍ତ ଠାରୁ ଭକ୍ତ ମାନେ ଛୁଟି ଆସି ବାବା ଝlଡେ ସ୍ୱର ମହାଦେବ ଙ୍କୁ ନିଜ ନିଜ ର ଦୁଖ ଜଣାଇ ରାତ୍ରୀ ରେ ଜାଗର ଯାଲି ଥିବା ଦେଖି ବାକୁ ମିଳିଛି lଗତ ଦୁଇ ବର୍ଷ ରେ କୋଭିଡ କଟକଣା ଯୋଗୁଁ ଫିକା ପଡ଼ିଯାଇ ଥିଲା , କିନ୍ତୁ ଏବେ କୋଭିଦ କଟ କଣା ହଟି ଯାଇ ଥିବାରୁ ଚଳିତ ବର୍ଷ ବଡ଼ ଧୁମ ଧାମ ର ସହିତ ପାଳନ କରି ଥିବା ଦେଖି ବାକୁ ମିଳିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ବ୍ଲକ ରେ ସମିତି ବୈଠକ                                     18-Jul-2026
  ଜିଲ୍ଲା  
ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   18-Jul-2026
  ଜିଲ୍ଲା  
ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ   17-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   17-Jul-2026
  ଜିଲ୍ଲା  
ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I   17-Jul-2026
  ଜିଲ୍ଲା  
ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର   17-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   17-Jul-2026
  ଜିଲ୍ଲା  
ବରପାଲି ପୋଲିସର ବଡ଼ ସଫଳତା : ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ   17-Jul-2026
  ଜିଲ୍ଲା  
ସନ୍ଥ ଭୀଭୋଇ କୋଶଲି ଶ୍ରେଷ୍ଠ ବାଓପିକ ଚଳଚିତ୍ର ଭାବେ ପୁରସ୍କୃତ   17-Jul-2026
  ଜିଲ୍ଲା  
ଆଦିବାସୀ ଅଧ୍ୟୁଷିତ ସୋରଡା ବ୍ରାହ୍ମଣ ଶାସନରେ ପବିତ୍ର ରଥଯାତ୍ରା   17-Jul-2026
  ଜିଲ୍ଲା  
ପିକକ୍‌ ର ପ୍ରତିଷ୍ଠା ଦିବସ ପାଳିତ   17-Jul-2026
  ଜିଲ୍ଲା  
ଜୟ ଭାରତ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ୍   17-Jul-2026

You Might Also Like