-+91-9937148622 |

prerana_bgr@rediffmail.com |

  Thursday 23rd July 2026 |

| | | |

R.N.I. Regd No. ODIODI/2010/46693

Breaking News

"ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱ ହିଁ ସବୁଠାରୁ ବଡ଼ ଶକ୍ତି"   (23-Jul-2026)       ||      ପ୍ରଧାନ ଶିକ୍ଷକ ମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ    (23-Jul-2026)       ||      କୋକସରା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ।   (23-Jul-2026)       ||      ଭାରତୀୟ ମଜଦୂର ସଂଘ ନୂଆପଡ଼ା ଶାଖା ଦ୍ଵାରା ୭୨ ତମ ପ୍ରତିଷ୍ଠା ଦିବସ ପାଳିତ   (23-Jul-2026)       ||      ମାୟାବର୍ହ। ହାଇସ୍କୁଲ ରେ ସ୍ୱାସ୍ଥ୍ୟ ପରୀକ୍ଷା   (23-Jul-2026)       ||      କୁମିଆପାଲି ଗ୍ରାମରେ ପୋଲିସ ସନ୍ତ୍ରାସ କୁ ଏସୟୁସିଆଇ (କମ୍ୟୁନିଷ୍ଟ )ପକ୍ଷରୁ ଦୃଢ଼ ନିନ୍ଦା   (23-Jul-2026)       ||      ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ବଲାଙ୍ଗୀର ଗସ୍ତ    (23-Jul-2026)       ||      ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ମାଟି ଘର କାନ୍ଥ,ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ   (23-Jul-2026)       ||      *କିଡନୀ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କଲେ ଏମ୍ସ ର ଉଚ୍ଚ ସ୍ତରୀୟ ଡ଼ାକ୍ତରୀ ଦଳ*- *କାରଣ ଓ ନିରାକରଣ ଉପରେ ମତ ରଖିଲେ*-   (23-Jul-2026)       ||      ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ   (23-Jul-2026)       ||      କୁନାସିଲା-ମହିବିଲା ରାସ୍ତା ଶୋଚନୀୟ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ।   (23-Jul-2026)       ||      ତିଖାଳି କେନାଲରୁ ଜାମଖୁଣ୍ଟା ପର୍ଯ୍ୟନ୍ତ ଜଳଯୋଗାଣ ଦାବି କଲେ ଅଜିତ ଯୋଶୀ♦️  ୩୦ଟି ଗ୍ରାମର ଚାଷୀ ଉପକୃତ ହେବାର ଆଶା    (23-Jul-2026)       ||      ଖବର ଆଜିର, ତାରିଖ:୨୩/୦୭/୨୬, ଗୁରୁବାର    (23-Jul-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରତ ଶିକ୍ଷାର୍ଥୀଙ୍କ ଉପରେ  ପୋଲିସର ଅମାନୁଷିକ ଆକ୍ରମଣ ଘଟଣାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନିନ୍ଦା   (23-Jul-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ବଣ୍ଟନ*   (23-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ପଦ୍ମ ମୁଖ ବେଶ ଦର୍ଶନ ଓ ମଲ୍ହାର ସଙ୍ଗୀତ ମୂର୍ଚ୍ଛନା ସନ୍ତୋଷ କର ଭୁବନେଶ୍ୱର କଳାକାର ଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ* - *ଶ୍ରୋତା ଭାବେ ପରିବାର ସହ ପହଞ୍ଚି ସଙ୍ଗୀତ ଉପଭୋଗ କଲେ ଜିଲ୍ଲାପାଳ*-   (23-Jul-2026)       ||      ସମାଜସେବୀ ସାଗରମଲ କେଡିଆଙ୍କ ପରଲୋକ, ଅଞ୍ଚଳରେ ଶୋକ ଛାୟା   (23-Jul-2026)       ||      ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରକୁ ସମ୍ବର୍ଦ୍ଧନା    (22-Jul-2026)       ||      ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ    (22-Jul-2026)       ||      ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ, ଷ୍ଟଡିୟମର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହ♦️ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ   (22-Jul-2026)       ||     

HOME   ଜିଲ୍ଲା

ମାୟାଧର ମାନସିଂହ ଙ୍କ କାବ୍ଯ ଚେତନା କୁ ନେଇ ଆଲୋଚନାଚକ୍ର

14-Feb-2023



'ମାୟାଧର ମାନସିଂହଙ୍କ କାବ୍ୟ-କବିତାରେ ପ୍ରଣୟ ଚେତନା' ଶୀର୍ଷକ ଏକ ଆଲୋଚନାଚକ୍ର ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀର ଠାରେ ଅନୁଷ୍ଠିତ ହୋଇଯାଇଅଛି | ଏହି ଆଲୋଚନା ଚକ୍ରରେ ମାନସିଂହଙ୍କ ବିଭିନ୍ନ କାବ୍ୟକବିତାରେ ଦେହରୁ ଦେହାତୀତ ଓ ଇହରୁ ପାରାଲୌକିକ ପ୍ରେମ ଓ ପ୍ରଣୟ କିଭଳି ପ୍ରତିଫଳିତ ହୋଇଛି ଆଲୋଚକମାନେ ଆଲୋଚନା କରିଥିଲେ | ଅତିଥି ବକ୍ତା ଭାବେ କଟାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧ୍ୟାପିକ ଡ. ଭଗବତୀ କର ନିଜ ବକ୍ତବ୍ୟରେ ମାନସିଂହଙ୍କ ସାହିତ୍ୟ କୃତିରେ ନୈସର୍ଗିକ ପ୍ରେମ ଓ  ପ୍ରଣୟର ଧାରା କିଭଳି ସଦା ଅନୁରଣିତ ବୁଝାଇଥିଲେ, ପ୍ରାଚ୍ୟ ଓ ପାଶ୍ଚାତ୍ୟ କବିଙ୍କ କାବ୍ୟକୃତିର ପ୍ରଭାବ କିଭଳି ମାନସିଂହ ତାଙ୍କ କବିତାରେ ମୌଳିକତା ରକ୍ଷାକରି ଫୁଟାଇ ପାରିଛନ୍ତି ବିଭିନ୍ନ ପଂକ୍ତିକୁ ଅବତାରଣା କରି ପିଲାଙ୍କୁ ଜଣାଇଥିଲେ |ମହାବିଦ୍ୟାଳୟର ଛାତ୍ର ଆଲୋକ ସେଠ୍ ଓ ସଚ୍ଚିନ ଦ୍ୱାରି ଆଲୋଚନାଚକ୍ରରେ ନିଜସ୍ଵ ପ୍ରବନ୍ଧ ପାଠ କରିଥିଲେ | ମହାବିଦ୍ୟାଳୟର ସହକାରୀ ପ୍ରଫେସର୍ ଡ. କୌତୁକ ପନ୍ଦରଙ୍କ  ପରିଚାଳନାରେ ଆୟୋଜିତ ଏହି ସଭାରେ ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ର ସଭାପତିତ୍ଵ କରିଥିଲେ |ଏହେ କ୍ରମରେ ବିଶ୍ଵ ହକି କପ୍ ପ-୨୦୨୩କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା | ଆଲୋଚନା ଚକ୍ରରେ ଡ. ଅଶୋକ କୁମାର ମହାରଣା, ଡ. ରମଣୀ ନାଏକ, ଡ. ଅମୃତ ସିଂ ବରିହା, ବିଶ୍ବଭୂଷଣ ବିଶ୍ଵାଳ, ନୀଳକଣ୍ଠ ନାଗ, ଅମୃତା ମହାପାତ୍ର ଓ ଛାତ୍ରୀ ପ୍ରୀତି ପଟେଲ୍ ସାହାଯ୍ୟ ସହଯୋଗ କରିଥିଲେ |ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଏଥିରେ ଉପସ୍ଥିତ ଥିଲେ |ଶେଷରେ ଅଧ୍ୟାପକ ହୃଷୀକେଶ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
"ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱ ହିଁ ସବୁଠାରୁ ବଡ଼ ଶକ୍ତି"   23-Jul-2026
  ଜିଲ୍ଲା  
ପ୍ରଧାନ ଶିକ୍ଷକ ମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jul-2026
  ଜିଲ୍ଲା  
କୋକସରା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ।   23-Jul-2026
  ଜିଲ୍ଲା  
ଭାରତୀୟ ମଜଦୂର ସଂଘ ନୂଆପଡ଼ା ଶାଖା ଦ୍ଵାରା ୭୨ ତମ ପ୍ରତିଷ୍ଠା ଦିବସ ପାଳିତ   23-Jul-2026
  ଜିଲ୍ଲା  
ମାୟାବର୍ହ। ହାଇସ୍କୁଲ ରେ ସ୍ୱାସ୍ଥ୍ୟ ପରୀକ୍ଷା   23-Jul-2026
  ଜିଲ୍ଲା  
କୁମିଆପାଲି ଗ୍ରାମରେ ପୋଲିସ ସନ୍ତ୍ରାସ କୁ ଏସୟୁସିଆଇ (କମ୍ୟୁନିଷ୍ଟ )ପକ୍ଷରୁ ଦୃଢ଼ ନିନ୍ଦା   23-Jul-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ବଲାଙ୍ଗୀର ଗସ୍ତ   23-Jul-2026
  ଜିଲ୍ଲା  
ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ମାଟି ଘର କାନ୍ଥ,ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ   23-Jul-2026
  ଜିଲ୍ଲା  
*କିଡନୀ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କଲେ ଏମ୍ସ ର ଉଚ୍ଚ ସ୍ତରୀୟ ଡ଼ାକ୍ତରୀ ଦଳ*- *କାରଣ ଓ ନିରାକରଣ ଉପରେ ମତ ରଖିଲେ*-   23-Jul-2026
ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ   23-Jul-2026
  ଜିଲ୍ଲା  
କୁନାସିଲା-ମହିବିଲା ରାସ୍ତା ଶୋଚନୀୟ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବୀ।   23-Jul-2026
  ଜିଲ୍ଲା  
ତିଖାଳି କେନାଲରୁ ଜାମଖୁଣ୍ଟା ପର୍ଯ୍ୟନ୍ତ ଜଳଯୋଗାଣ ଦାବି କଲେ ଅଜିତ ଯୋଶୀ♦️  ୩୦ଟି ଗ୍ରାମର ଚାଷୀ ଉପକୃତ ହେବାର ଆଶା   23-Jul-2026

You Might Also Like