-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଆଜି ଭାଲେନଣ୍ଟାଇନ ଡେ,ପ୍ରେମୀକ ପ୍ରେମୀକା ମନରେ ଅସୁମାରୀ ସ୍ଵପ୍ନ

14-Feb-2023



 ବିନିକା(ହିମାଂଶୁ ଶେଖର ପୁଟେଲ) ପ୍ରେମ ସତ୍ୟ ଚିରନ୍ତନ ବୋଲି କେଉଁ ଆବାହନ କାଳରୁ ଶୁଣିବାକୁ ମିଳେ ।ପୁରାଣ ଯୁଗର ରାଧା-କୃଷ୍ଣଙ୍କ ପ୍ରେମ ଲୀଳା ଆଜି ବି ଜନମାନସରେ ରହିଛି ।ଆଧୁନିକ ଯୁଗରେ ପ୍ରେମ କାହାଣୀର ବିଷୟବସ୍ତୁ ଦୂରଦର୍ଶନ ସହ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଛି । ବିଭିନ୍ନ ବର୍ଗର ଯୁବକ ଯୁବତୀ ଭିନ୍ନ ଭିନ୍ନ ଭାବରେ ପାଳନ କରୁଥିବା ପ୍ରେମ ଦିନଟିକୁ ସ୍ୱରଣ କରିବା ପାଇଁ ଫେବୃଆରୀ ୧୪ତାରିଖକୁ ଭାଲେନଣ୍ଟାଇନ ଡେ ଅର୍ଥାତ ପ୍ରେମ ଦିବସ ରୂପେ ସମଗ୍ର ଦେଶରେ ପାଳନ ହେଉଛି ।ଏହା କେମିତି ହେଲା ତାହା ଜାଣିବା ପାଇଁ କାହାର ଆଗ୍ରହ ନାହିଁ ।କିନ୍ତୁ ଏ ଦୁନିଆର ଯୁବପିଡି ଏହି ଦିନଟିକୁ ଉତ୍ସାହ, ଉଦ୍ଦୀପନା,ସ୍ନେହ ମମତାରେ ବାନ୍ଧି ହୋଇ ପାଳନ କରୁଛନ୍ତି ।ପୁଣି ଦିନେ ନୁହେଁ ଭାଲେନଣ୍ଟାଇନ ଡେ କୁ ପାଳନ କରୁଛନ୍ତି ଭାଲେନଣ୍ଟାଇନ ୱିକ ଅର୍ଥାତ ପ୍ରେମ ସପ୍ତାହ ଭାବରେ ।ଏହାକୁ ପାଳନ ନେଇ ନିଜ ନିଜ ମଧ୍ୟରେ ଯୁବପିଢୀ ପ୍ରସ୍ତୁତିକୁ ଜୋରଦାର କରିଦେଇଥିବା ଦେଖିବାକୁ ମିଳୁଛି ।ଭାଲେନଣ୍ଟାଇନ ଡେ଼ କୁ ନେଇ ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଯୁବକ ଯୁବତୀ ମନରେ ଅସୁମାରୀ ସ୍ବପ୍ନ ସୃଷ୍ଟି କରିଥିବା ଦେଖାଯାଇଛି । ଏହି ଦିବସରେ କିଏ କାହାକୁ କଣ ଉପହାର ଦେବ ସେ ନେଇ ଚାଲିଛି ପ୍ରତିଯୋଗିତା ।ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଦୋକାନରେ ବ୍ୟବସାୟୀ ମାନେ ମନପସନ୍ଦ ସାମଗ୍ରୀ ବିକ୍ରୟ ପାଇଁ ସଜ୍ଜିତ କରିଛନ୍ତି ସ୍ଵତନ୍ତ୍ର ଉପହାର,ଆକର୍ଷଣୀୟ କାର୍ଡ,ଲଭମେଟେରିଏଲସ ।ନିଜ  ପ୍ରେମିକ ପ୍ରେମିକାଙ୍କ ପାଇଁ ମନପସନ୍ଦ ଉପହାର କେମିତି ରହିବ ତାହା କିଣିବା ପାଇଁ ଦୋକାନ ଗୁଡିକରେ ଭିଡ ଜମୁଛି ।ପୁଣି ଅନ୍ୟ ପକ୍ଷରେ ଭାଲେନଣ୍ଟାଇନ ଡେ କୁ ପାଳନ କରୁଥିବା ଯୁବପିଢୀ ଙ୍କ ଉତ୍ସାହିତ ମନ ଯେପରି ନ ଭାଙ୍ଗେ ସେଥିପାଇଁ ତାଙ୍କ ଚାହିଦା ମୁତାବକ ଆକର୍ଷଣୀୟ ଡିଜାଇନର କୋଟେସନ୍ କାର୍ଡ ଚକଲେଟ୍,ସିନ୍ ସିନେରୀ,କ୍ୟାନ୍ଡେଲ ଆଦି ଅନେକ ପ୍ରକାରର ମନ ଛୁଇଁଲା ଭଲି ସାମଗ୍ରୀ ବିକ୍ରୟ ହେଉଥିବା ଦେଖିବାକୁ ମିଳୁଛି ।କେତେକ ପୁଅ ଝିଅ ପିତା ମାତାଙ୍କ ଭୟରେ ଓ ତାଙ୍କ ଅଜାଣତରେ ଲୁଚା ଛୁପା ଟଙ୍କା ଖର୍ଚ୍ଚ କରି ନପାରି ବିଭିନ୍ନ ପ୍ରକାରର ଫୁଲ ତୋଡା ତିଆରି କରି ଉପହାର ଦେବାକୁ ନିଜକୁ ପ୍ରସ୍ତୁତ କରି ସାରିଛନ୍ତି ।ବିଶେଷ କରି ଗୋଲାପ ଫୁଲର ଚାହିଦା ବୃଦ୍ଧି ପାଉଥିବାରୁ ଜେଣେତେଣେ ପ୍ରକାରରେ ସଂଗ୍ରହ କରିବାରେ ଲାଗି ପଡ଼ିଛନ୍ତି ପ୍ରେମିକ ପ୍ରେମିକା ।ସ୍ନେହ ମମତାରେ ବାନ୍ଧି ରଖିବା ପାଇଁଁ ତପ୍ତର ଆଜିର ଯୁବପିଢୀ ଭାଲେନଣ୍ଟାଇନ ଡେ କୁ ମନରେ ହସ ଫୁଟାଇ ପାଳନ କରିବ ସେ ନେଇ ଆଶା ରଖିଛି । ଅନ୍ୟ ପକ୍ଷରେ ବିନିକା ଅଞ୍ଚଳରେ ଅବସର ବିନୋଦନ ପାଇଁ ସେଭଳି ପ୍ରକୃଷ୍ଟ ସ୍ଥାନ ନଥିବାରୁ ଯୁବପିଢୀ ମହଲରେ ହତାଶ ଭାବ ପରିଲକ୍ଷିତ ହେଉଛି ।ତେବେ ସେ ଯାହା ବି ହେଉ ବିନିକାର ଐତିହାସିକ

ପୁଣ୍ୟପୀଠ ପାପକ୍ଷୟ,ସବୁଜ ବନାନୀରେ ଭରପୁର ଘଣ୍ଟାଶିନୀ ପାହାଡ,ଧ୍ଵଜାବନ୍ଧା ପର୍ବତ ମାଳା,ମାଁ ଘଣ୍ଟେଶ୍ଵରୀ ପୀଠ,ବାଇକାନୀ ପୀଠ,ବିନିକା-ଚଡାଇପଙ୍କ ମହାନଦୀ ବ୍ରିଜ ରାସ୍ତାରେ କିଛି ସମୟ ରହି ଚିରସ୍ରୋତା ମହାନଦୀର ଅପୂର୍ବ ମନୋରମ ଦୃଶ୍ୟ ଉପଭୋଗ କରିବା ଆଦି ସ୍ଥାନ ଏମାନଙ୍କ ପାଇଁ ସଖା ପାଲଟିଛି ।ବର୍ତମାନ ଯୁଗରେ ନାରୀ ନିର୍ଯାତନା,ଦୁଷ୍କର୍ମ,ଅତ୍ୟାଚାର,ଗଣବଳାତ୍କାର ଯେଭଳି ଭାବରେ ବୃଦ୍ଧି ପାଉଛି ତାକୁ ପ୍ରତିହତ କରିବା ପାଇଁ କେତେକ ସଚେତନ ବ୍ୟକ୍ତି ଓ ବିଭିନ୍ନ ସଂଗଠନ ଏହାର ତୀବ୍ର ବିରୋଧ କରୁଛନ୍ତି । ତେଣୁ ଏହି ଦିବସଟିକୁ ମାତୃ-ପିତୃ ପୂଜନ ଦିବସ କିମ୍ବା ପରିବାରର ସମସ୍ତ ସଦସ୍ୟ ଏକାଠି ରହି ନିଜ ନିଜ ଭିତରେ ସ୍ନେହ,ଶ୍ରଦ୍ଧା,ମମତା ସୃଷ୍ଟିକରି ସମ୍ମାନର ସହ ପାଳନ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like