-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Feb-2023
ବୌଦ୍ଧ(ହୃଦାନନ୍ଦ ମେହେର) : ବୌଦ୍ଧ ଏନ୍ ଏ ସି ମହାନଦୀ ମଧ୍ୟସ୍ଥ ସିଦ୍ଧ ହନୁମାନ ମନ୍ଦିର ପରିଦର୍ଶନ ପାଇଁ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ
ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ଉପଜିଲ୍ଲାପାଳ ରବିନ୍ଦ୍ର କୁମର କହଁର, ଏନ୍ ଏ ସି ନିର୍ବାହୀ ଅଧିକାରୀ ଇ. ମନୋରଂଜନ ପଣ୍ଡା, କମିଟି ସଭାପତି କୃତିବାସ ପଲିଆ,
ସମ୍ପାଦକ ସୋରଜ୍ କୁମାର ସାହୁ, ସହ ସମ୍ପାଦକ ଶଙ୍କର ସାହୁ, ସଦସ୍ୟ ରାଜକୁମାର ସାହୁ, ମାନଭଞ୍ଜନ ମାହାଣl, ପୂଜକ ରାଜା, ପ୍ରମୁଖ ଯୋଗଦେଇ ମନ୍ଦିର ର ରଙ୍ଗ, ଚଟାଣ ପ୍ରସ୍ତତି କରଣ, ହନୁମାନ ବାଟିକା, ସନ୍ଥ ନିବାସ,୧୦୮ ଫୁଟ ହନୁମାନ ପ୍ରତିମୂର୍ତ୍ତୀ ସ୍ଥାପନ, ପାନୀୟ ଜଳ, ଆଲୋକି କରଣ ଇତ୍ୟାଦି ଉପରେ ପରିଦର୍ଶନ ରେ ଆସିଥିବା ଅଧିକାରୀଙ୍କୁ ଦାବୀ ଉପସ୍ଥାପନା କରିଥିଲେ l