-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||     

HOME   ଜିଲ୍ଲା

ଦୁଇ ବର୍ଷର ଶିଶୁ କନ୍ୟା"ଶରୀର ଆକାରରେ ମୁଣ୍ଡ ତିନି ଗୁଣ,ଚିକିତ୍ସା ପାଇଁ ଅର୍ଥ ସାଜୁଛି ବାଧକ/ ମୁଣ୍ଡ ବଢ଼ି ଚାଲିଛି ଠିଆ ହେଇ ପାରୁନି ଶିଶୁ କନ୍ୟା, ବଡ଼ ମେଡିକାଲ  ଯିବାକୁ ପଇସା ନାହିଁ କଣ କରିବେ, କିଏ ଶୁଣିବ ?ବର୍ତ୍ତମାନ ସରକାରୀ ସାହାଯ୍ୟ ଏକମାତ୍ର ସାହା ଭରସା

31-Jan-2023



ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ପଂଚାୟତର ମୁଣ୍ଡିଗୁଡା ଗ୍ରାମର ଗଙ୍ଗାଧର ବଂଜାରାଙ୍କ ଦୁଇ ବର୍ଷର ଶିଶୁକନ୍ୟା ଧରିତ୍ରୀ ବଂଜାରାର ମୁଣ୍ଡ ବଢ଼ିବାକୁ ଲାଗିଛି । ଦୁଇ ବର୍ଷରୁ ଏହି ରୋଗରେ  ବର୍ଷ ଗଢିବା ସହ ତାର ଯନ୍ତ୍ରଣା ମଧ୍ୟ ବାଢ଼ି ଚାଲିଛି ।ବଂଚିବା ପାଇଁ ଅହରହ ସଂଗ୍ରାମ କରୁଛି ଦୁଇବର୍ଷର ଶିଶୁ କନ୍ୟା କିନ୍ତୁ ଲାଗୁଛି ତାର କରୁନ ଯନ୍ତ୍ରଣା ସତେ ଯେମିତି କାହାର କାନରେ ପଡୁନାହିଁ । ଦୁଇ ବର୍ଷ ହେଲା ସଂଘର୍ଷ କରି ଆସୁଚି ବଞ୍ଚିବାକୁ ଶିଶୁକନ୍ୟା।ପରିବାର ବର୍ଗ

କହିବା ଅନୁଯାଇ ଶିଶୁକନ୍ୟାକୁ ୪ମାସ ହେବାପରେ , ଆଜିକୁ ପ୍ରାୟ ଦୁଇ ବର୍ଷ  ପୂର୍ବେ ତାର ମୁଣ୍ଡ ହଟାତ ବଢିବା ଆରମ୍ଭ ହଇ ଯାଇଥିଲା ଧୀରେ ଧୀରେ ସେ ଆଉ ମୁଣ୍ଡ ଉଠାଇ ପାରିଲା ନଇଁ ସବୁବେଳେ ଖାଲି କାନ୍ଦିଲା,ଶରୀର ଆକାରରେ ମୁଣ୍ଡ ତିନିଗୁଣ ହେଇଗଲଣି। ପ୍ରଥମେ ଡାବୁଗାଁ ସୁସ୍ଥକେନ୍ଦ୍ର ପରେ ଉମରକୋଟ ଏବଂ ନବରଙ୍ଗପୁର ଚିକିତ୍ସାଳୟ ରେ ଚିକତ୍ସା କରେଇ ଥିଲେ କୋଣସି ସୁଫଳ ମିଳିଲା ନାହିଁ ଶେଷରେ ଡାକ୍ତର ତାକୁ

ବାହାରେ ନେଇ ବଡ଼ ମେଡିକାଲ ରେ ଦେଖିବାକୁ କହିଲେ କିନ୍ତୁ ଅର୍ଥ ଅଭାବରୁ ତାହା ସମ୍ଭବ ହେଲାନି ।ଦୀର୍ଘ ଦୁଇ ବର୍ଷ ହେଲା ଅସହାୟ ଅବସ୍ଥାରେ ଘରେ ପଡିରହିଛି।ବାପାମାଁ ତାର ଦୁଃଖ ଯନ୍ତ୍ରଣା ଦେଖୁଛନ୍ତି କିନ୍ତୁ ଆର୍ଥିକ ପରିସ୍ଥିତି ଖରାପ ଯୋଗୁଁ କିଛି କରିପାରୁନି । ବର୍ତ୍ତମାନ ସୁଦ୍ଧା ତାଙ୍କୁ ସ୍ଥାନୀୟ ପ୍ରଶାସନ ତରଫରୁ କୋଣସି ସରକାରୀ ସାହାଯ୍ୟ ମିଳିପାରି ନାହଁ।ସରକାରଙ୍କ ସବୁ ଯୋଜନା ଖାଲି ନାମକୁ ମାତ୍ର କାମରେ ଅସୁନି ଗରିବଙ୍କ ତେବେ ଜିଲ୍ଲା ପ୍ରସାସନ ଏଥିପ୍ରତି ଧ୍ୟାନ ଦେଇ ଚିକିତ୍ସା ଜଗାଇଦେବା ପାଇଁ ସାଧାରଣ ରେ ଦାବୀ ହେଉଛି।

(ରିପୋର୍ଟ :ମିହିର ଶଙ୍କର ପାତ୍ର, ନବରଙ୍ଗପୁର) 


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026

You Might Also Like