-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣ ଲୋକ ମହୋତ୍ସବ ଚତୁର୍ଥ ସନ୍ଧ୍ୟା - ବଲାଙ୍ଗୀର ଦୂଲଦୁଲି ବାଦ୍ୟ  ଓ କନ୍ଧମାଳ ସିଂହ ନାଚ ରେ ଦୁଲକିଲା ଫକୀର ପଟ୍ଟନାୟକ ସାଂସ୍କୃତିକ ମଞ୍ଚ

17-Jan-2023



ସୁବର୍ଣ୍ଣପୁର:  ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତ ର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ୨୦୨୩ ର ଆଜି ର ଚତୁର୍ଥ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଧୂମଧାମରେ   ପାଳିତ ହୋଇ ଯାଇଛି l ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜ଼ିଲ୍ଲା ସଂସ୍କୃତି ପରିଷଦ  ଓ ଜ଼ିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ଶ୍ରୀ ରାମେଶ୍ୱର ଷ୍ଟାଡିଅମ ଠାରେ  ବର୍ଣ୍ଣlଢ୍ୟ  ପରିବେଶ ରେ ଓ ଜ଼ିଲ୍ଲାପାଳ ଅବୋଲି ସୁନୀଲ ନର୍ଭଣେ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଆଜି ଚତୁର୍ଥ ଦିବସ ରେ  ମୁଖ୍ୟ ଅତିଥି ଭାବରେ ତରଭା ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ଜ଼ିଲ୍ଲା ସଭାପତି ସରୋଜ କମ୍ପ ଯୋଗ ଦେଇ  ଦ୍ଵିତୀୟ ଶ୍ରୀକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ର ଓ ସୁବର୍ଣ୍ଣପୁର ସଂସ୍କୃତି ପର୍ଯ୍ୟଟନ କୁ ଭୁରି ଭୁରି ପ୍ରଶଂସା କରି ଏହାର ବିକାଶ ଓ ସଂରକ୍ଷଣ ପାଇଁ ସମସ୍ତେ ଯତ୍ନବାନ ହେବା ବୋଲି କହିଥିଲେ l ଓ ଜିଲ୍ଲାର ବିକାଶ ତଥା ଓଡିଶାର ଦ୍ରୁତ ବିକାଶ ଉପରେ ମନ୍ତବ୍ୟ ରଖି ଜ଼ିଲ୍ଲା ରେ ବିଶ୍ୱ କପ ହକି ର ଉତ୍ସାହ ପାଇଁ ହୋଇଥିବା ଆୟୋଜନ ଓ ସୁବର୍ଣ୍ଣ ମହୋତ୍ସବର ସୁନ୍ଦର ଆୟୋଜନକୁ  ଓ ପ୍ରଶାସନର ପ୍ରୟାସକୁ ଖୁବ ପ୍ରଶଂସା କରି ଥିଲେ  l  ସମ୍ମାନୀତ ଅତିଥି ଭାବରେ  ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଉଲୁଣ୍ଡା ଅଧ୍ୟକ୍ଷ ଶାନ୍ତି ଲତା ମିଶ୍ର, ଡୁଙ୍ଗୁରିପାଲି ଅଧ୍ୟକ୍ଷ ଅହଲ୍ୟା ସାହୁ, ବିନିକା ବ୍ଲକ ଅଧ୍ୟକ୍ଷା ଦୀପ୍ତି ରେଖା ନନ୍ଦ, ବୀରମହାରାଜପୁର ଅଧ୍ୟକ୍ଷା ଶାନ୍ତି ଲୁହା  ଯୋଗ ଦେଇ ସୁବର୍ଣ୍ଣପୁର ରେ ଆୟୋଜିତ ଏହି ମହୋତ୍ସବ ପଡିଆ ର ଭିତ୍ତିଭୂମି, ବିକାଶ ଓ  ଏହାର ସଜାସଜ୍ଜା ପ୍ରଥମେ ଦର୍ଶକ ଓ ପର୍ୟ୍ୟଟକ ଙ୍କୁ ନିଶ୍ଚିତ ଆକୃଷ୍ଟ କରିବ ବୋଲି ମତ ରଖି ଜ଼ିଲ୍ଲା ପ୍ରଶାସନ ର ଦକ୍ଷତା କୁ ତାରିଫ କରିଥିଲେ l  କଟକ ଓଡିଶୀ, ଗଞ୍ଜାମ ଶଙ୍ଖ ଓ ରାଣପl, କନ୍ଧମାଳ ସିଂହ ନାଚ, ପଦ୍ମପୁର

ସଂଗୀତ ସମିତି, ସୋନପୁର ବ୍ଲକ ଟ୍ରେଣ୍ଡି ଏକାଡେମୀ, ବି ଏମ ପୁର ବ୍ଲକ ଦଣ୍ଡ ନୃତ୍ୟ, ଓ ବିନିକା ରୁମକୁଝୁମନl  ଟ୍ରୁପ କଳାକାରଙ୍କ ଓଡିଶୀ, ସମ୍ବଲପୁରୀ, ଆଦିବାସୀ, ନାଚ ଗୀତ ରେ  ବିଳମ୍ବିତ ରାତି ଯାଏ ଅଗଣିତ ଦର୍ଶକ ଖୁବ ମଜା ନେଇଥିଲେ l ହୃଷିକେଶ ଚାନ୍ଦ ସଭା ସଂଯୋଜନା କରିଥିଲେ l ଏସପି ଶ୍ରୀ ଅମରେଶ ପଣ୍ଡା, ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ, ଉପ- ଜିଲ୍ଲାପାଳ ଡ଼ଃ ଈପସିତା ପ୍ରିୟଦର୍ଶନୀ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ବିଡ଼ିଓ ସୋମ୍ୟ ରଞ୍ଜନ ସ୍ୱାଇଁ, କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ସଂସ୍କୃତି ଅଧିକାରୀ ଯମୁନା ପ୍ରାଧାନ, ବିଭାଗ ର  ଦୁଃଖିଶ୍ୟାମ ସେଠି, ନିରାକାର , ଓ ସାଂସ୍କୃତିକ କମିଟି ର ଲଡ଼ୁ କିଶୋର ମଲ୍ଲିକ, ଦେବାଶିଷ ପଟ୍ଟନାୟକ, ପୁରୁଷୋତ୍ତମ ପାଣିଗ୍ରାହୀ, ଦିଲ୍ଲୀପ ପାତ୍ର, ପ୍ରମୁଖ ସମସ୍ତ ସଦସ୍ୟ ଙ୍କ ମିଳିତ ସହଯୋଗ ରେ  କାର୍ଯ୍ୟକ୍ରମକୁ ସଫଳ କରାଯାଇଛି l ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମାନଭଞ୍ଜନ ମିଶ୍ର ପରିଚାଳନା କରିଥିଲେ l ବିରାଟ ଏଲ ଇ ଡି   ସ୍କ୍ରିନ ରେ ମହୋତ୍ସବ ପଡିଆ ରେ ହଜାର ଦର୍ଶକ  ବିଶ୍ୱ କପ ହକି ଖେଳ କୁ ଉପଭୋଗ କରୁଥିବା ବେଳେ ମହୋତ୍ସବ ରେ ପ୍ରତିଦିନ ପନ୍ଦର କୋଡିଏ ହଜାର ଜନ ସମାଗମ ହେଉଛି l ପଲ୍ଲିଶ୍ରୀ ମେଳା, ଜ଼ିଲ୍ଲା ଉନ୍ନୟନ  ପ୍ରଦର୍ଶନୀ ମେଳା, ହକି ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ  ରେ ସବୁଠି ଅସମ୍ଭାଳ ଭିଡ଼ ଲାଗିଛି l ଯେଉଁଥି ପାଇଁ କି ଜ଼ିଲ୍ଲା ପୋଲିସ ପ୍ରଶାସନକୁ ଦିନ ରାତି କଠିନ ପରିଶ୍ରମ କରିବାକୁ ପଡୁଛି l ମହୋତ୍ସବ ପଡିଆର ବାଟେ ଘାଟେ ପ୍ରତ୍ୟକ କାର୍ଯ୍ୟକ୍ରମ ରେ ଭିଡ଼ କୁ ନିୟନ୍ତ୍ରଣ କରିବା ଓ କୌଣସି ଜାଗାରେ ଯେମିତି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ଏସପି ଶ୍ରୀ ପଣ୍ଡା ଙ୍କ  ତତ୍ୱାବଧାନରେ ଏସଡ଼ିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀ ଙ୍କ ନେତୃତ୍ୱ ରେ ଜ଼ିଲ୍ଲା ପୋଲିସ ବିଭାଗ ଷ୍ଟାଡିଅମ ର ଚାରି ପାଖରେ କଡା ସୁରକ୍ଷା ବ୍ୟବସ୍ଥା କରିଛି l  ଜ଼ିଲ୍ଲା ପୋଲିସର ଏଇ ସୁପରିଚାଳନା ଓ ଦକ୍ଷତାକୁ ସବୁଆଡେ ପ୍ରଶଂସା କରାଯାଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026

You Might Also Like