-+91-9937148622 |
prerana_bgr@rediffmail.com |
Saturday 28th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2023
ନାକଟିଦେଉଳ(କନ୍ଦର୍ପ ବେହେରା) ନାକଟିଦେଉଳ ବ୍ଲକ୍ ଜଗନ୍ନାଥପ୍ରସାଦ ଗ୍ରାମରେ ବିଜେପି ନେତା ଗୋବିନ୍ଦ କୁମାର ଅଗ୍ରୱାଲା ଗରୀବ ଲୋକମାନଙ୍କୁ କମ୍ବଳ ବଣ୍ଟନ କରିଛନ୍ତି ା
ବିଜେପି ନେତା ଗୋବିନ୍ଦ କୁମାର ଅଗ୍ରୱାଲା ବଜଗନ୍ନାପ୍ରସାଦ ଗ୍ରାମକୁ ଯାଇ ଅସହାୟ ବ୍ରୁଦ୍ଧ ଓ ବ୍ରୁଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ ା କମ୍ବଳ ବଣ୍ଟନ ସମୟରେ ଦେବାର୍ଚ୍ଚନ ସାହୁ,ହରିହର ସାହୁ ବନମାଳୀ ମାଝୀ,ରାଧାନାଥ ପ୍ରଧାନ, କୁମାରେଶ୍ ସ୍ବାଇଁ, କୁମର ଦେହୁରୀ, ଶ୍ରୀକର ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ା ବିଜେପି ନେତା ଗୋବିନ୍ଦ କୁମାର ଅଗ୍ରୱାଲା ନାକଟିଦେଉଳ ବ୍ଲକ୍ ର ବିଭିନ୍ନ ଗ୍ରାମକୁ ଯାଇ ବହୁ ସମୟରେ ଗରୀବ ଲୋକମାନଙ୍କ ପାଖରେ ପହଂଚି ସାହାର୍ଯ୍ୟ କରିଥାନ୍ତି ା