-+91-9937148622 |

prerana_bgr@rediffmail.com |

  Saturday 28th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାମନବମୀ ଅବସର ରେ ବାଇକ ରେଲି ରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ   (27-Mar-2026)       ||      ମହଦା ରାଣୀ ଜୋରରେ ଦୁର୍ଘଟଣା ବ୍ରିଜତଳକୁ ଖସିପଡିଲା ଟ୍ରକ,   (27-Mar-2026)       ||      ସଂଗୀତ ହିଁ ଶାନ୍ତି ଓ ଆନନ୍ଦ ଦେଇଥାଏ - ସଂଗୀତ ସାଧକ ଶତ୍ରୁଘ୍ନ ଲୁହା   (27-Mar-2026)       ||      ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା   (27-Mar-2026)       ||      ଦୀପଦାନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ପାଳିଲେ ଶିବସେନା କର୍ମୀ   (27-Mar-2026)       ||      ରାଜ୍ୟ ସ୍ତରୀୟ ଚିଲିକା ପ୍ରକୃତି ଶିବିରକୁ ବୋଡ଼େନର ସୁଶ୍ରୀ ଅଞ୍ଜଳି ମନୋନୀତ   (27-Mar-2026)       ||      *ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   (27-Mar-2026)       ||      ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      "ଭକ୍ତିର ମହୋତ୍ସବରେ ମଗ୍ନ ନୀଳଜି: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ"   (27-Mar-2026)       ||      ବ୍ଲକ୍‌ସ୍ତରୀୟ ଆଇନ ସଚେତନତା ଶିବିର   (27-Mar-2026)       ||      ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   (26-Mar-2026)       ||      ୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ   (26-Mar-2026)       ||      ଅସହାୟକୁ ସହାୟତା ଯୋଗାଇଲେ ଲର୍କା ସରପଂଚ ଜୟ ଶ୍ରୀ ପଟେଲ ,,,,, ଜିଲ୍ଲାପାଳଙ୍କ ସହଯୋଗ ଲୋଡୁଛନ୍ତି ନିରୀହ ଦୁଇ ଭଉଣୀ,,,,,, ଭିନ୍ନକ୍ଷମ ଭଉଣୀର ବୋଝ ସମ୍ଭାଲୁଛି ଛୋଟ ଭଉଣୀ   (26-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପିଲାଙ୍କ ଅଭିଭାବକ ଓ ଅତିଥିଙ୍କୁ ପ୍ରଦାନ   (26-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (26-Mar-2026)       ||      ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା   (26-Mar-2026)       ||      ସୁଜିଆ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ   (26-Mar-2026)       ||      ସିକିର୍ଡି ଗ୍ରାମରେ ଶ୍ରୀ ରାମ ନବମୀ ଉପଲକ୍ଷେ ୨୪ ପ୍ରହରୀ ନାମଯଜ୍ଞ   (26-Mar-2026)       ||     

HOME   ଜିଲ୍ଲା

ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

15-Jan-2023



ବୌଦ୍ଧ(ଦୁର୍ଯ୍ଯୋଧନ ବିଶି) ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ବୀରନରସିଂପୁର ପଞ୍ଚାୟତ (ଡୁମୁରୀମୁଣ୍ଡା) ସ୍ଥିତ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହ ସ୍ଥାପନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମନ୍ଦିର ମୁଖ୍ୟ ପ୍ରତିଷ୍ଠାତା ଧରଣୀଧର ମେଣ୍ଡିଲି ସଭାପତିତ୍ବ କରିଥିଲେ l ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଶ୍ରୀ ଶ୍ରୀ ଅଖଣ୍ଡ ସତ୍ୟ ସନାତନ ସଂଘ ସଭାପତି ସତ୍ୟନାରାୟଣ ମାହାନା ଯୋଗଦେଇଥିଲେ l ମନ୍ଦିର ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଥିବା l ଅର୍ଥ କମିଟି ମୁଖ୍ୟ ଦୁର୍ଯୋଧନ ବିଶି, ସଦସ୍ୟ ଜଗଦିଶ ମେହେର, କ୍ଷେତ୍ରବାସୀ ମେହେର, ଭଣ୍ଡାର ରକ୍ଷକ ବିପିନ ସାହୁ, ପଞ୍ଚାନନ ମହାକୁଡ଼, ନିର୍ଗୁଣ ମହାକୁଡ,

ବିର ପ୍ରଧାନ, କଂହେଇ ପ୍ରଧାନ, ରୋଷେଇ ଓ ପ୍ରାସାଦ ପରିବେଷଣ ଦେବରାଜ ଦନ୍ତା, ଗଣେଶ ପ୍ରଧାନ, ହରି ଜେନା, କାର୍ତ୍ତିକ ଗୁରାଣ୍ଢି, ହିମାଂଶୁ ଗିରି, କେଶବ ଦେହୁରୀ, ପ୍ରତାପ ପାତ୍ର,ଅକ୍ଷୟ କଲତା, ନରେନ୍ଦ୍ର ପ୍ରଧାନ, ଜମ୍ବେଶ୍ଵର ମହାକୁଡ, ରବି ମହାକୁଡ, ତରଣୀ ପାତ୍ର, ଦେବାର ନାଏକ, ଯଜ୍ଞ ମଣ୍ଡପ ବେଣୁଧର ପଲିଆ, ଜୟଶ୍ଵର ପାତ୍ର, ଅବନୀ ମହାକୁଡ, ଲକ୍ଷ୍ମଣ କ୍ଷେତି, ଗଣ୍ଡାଧର ଶାଣ୍ଢ, ବ୍ରହ୍ମ ଯଜ୍ଞ ପୀଠର ବିଦ୍ୟାଧର ମେହେର, କିରଟି ଦନ୍ତା, ଖଗେଶ୍ବର ମେହେର, ନାମ ମଣ୍ଡପ ଲକ୍ଷ୍ମଣ ଖେତି, ଧନେଶ୍ଵର ବାରିକ, ବତ୍ସ ପ୍ରଧାନ, ବୈକୁଣ୍ଠ ମହାକୁଡ, ଲବ କୁମର ଦାସ, ତଦାରଖ କମିଟି କୃତ୍ତି ବାସ ପଲିଆ, ସୁରେନ୍ଦ୍ର କର୍ଣ୍ଣ, ଅରୁଣ କୁମାର ମେଣ୍ତିଲି, କଳସ ଶୋଭାଯାତ୍ରା କମିଟି ଋତୁରାଜ ମେଣ୍ଡିଲି, ବିଦ୍ୟାଧର ମେହେର, ନର ପ୍ରଧାନ, ବିପିନ ସାହୁ, ମୁରଲୀ ଜେନାଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା l ଆସନ୍ତା  ୨୨ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ l କଳସ ଶୋଭାଯାତ୍ରା, ଅଷ୍ଟପ୍ରହରୀ ନାମ ଯଜ୍ଞ, ବ୍ରହ୍ମ ଯଜ୍ଞ, ଅନ୍ନ ଯଜ୍ଞ, ସାଧୁ ସନ୍ଥ ସେବା,ସାଂସ୍କୃତିକ କାର୍ଯ୍ୟକ୍ରମ,ସାଧାରଣ ସଭା, ମନ୍ଦିର ପ୍ରତିଷ୍ଟା, ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବବୋଲି ଆୟୋଜକ ମାନଙ୍କ ସୁତ୍ରରୁ ପ୍ରକାଶ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାମନବମୀ ଅବସର ରେ ବାଇକ ରେଲି ରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ   27-Mar-2026
  ଜିଲ୍ଲା  
ମହଦା ରାଣୀ ଜୋରରେ ଦୁର୍ଘଟଣା ବ୍ରିଜତଳକୁ ଖସିପଡିଲା ଟ୍ରକ,   27-Mar-2026
  ଜିଲ୍ଲା  
ସଂଗୀତ ହିଁ ଶାନ୍ତି ଓ ଆନନ୍ଦ ଦେଇଥାଏ - ସଂଗୀତ ସାଧକ ଶତ୍ରୁଘ୍ନ ଲୁହା   27-Mar-2026
  ଜିଲ୍ଲା  
ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା   27-Mar-2026
  ଜିଲ୍ଲା  
ଦୀପଦାନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ପାଳିଲେ ଶିବସେନା କର୍ମୀ   27-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଚିଲିକା ପ୍ରକୃତି ଶିବିରକୁ ବୋଡ଼େନର ସୁଶ୍ରୀ ଅଞ୍ଜଳି ମନୋନୀତ   27-Mar-2026
  ଜିଲ୍ଲା  
*ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   27-Mar-2026
  ଜିଲ୍ଲା  
ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026
  ଜିଲ୍ଲା  
"ଭକ୍ତିର ମହୋତ୍ସବରେ ମଗ୍ନ ନୀଳଜି: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ"   27-Mar-2026
  ଜିଲ୍ଲା  
ବ୍ଲକ୍‌ସ୍ତରୀୟ ଆଇନ ସଚେତନତା ଶିବିର   27-Mar-2026

You Might Also Like