-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଅନୁଦାନ ଅବଣ୍ଟନ ପ୍ରସଙ୍ଗ... କଂଗ୍ରେସରେ କହିଁ ଖୁସି କହିଁ ଗମ୍‌,ନରସିଂହଙ୍କ କେକ୍‌,କୁକୁସିଂଙ୍କ ଗାଳି

14-Jan-2023



ବଲାଙ୍ଗିର(ପ୍ରେରଣା ଖୀବର)-ବଲାଙ୍ଗୀର ଜିଲ୍ଲାରେ ବ୍ଲକଗୁଡିକୁ ସରକାରୀ ଅନୁଦାନ ଆବଣ୍ଟନ ପ୍ରସଙ୍ଗରେ ଗତ ଦୁଇଦିନ ହେଲା ଚର୍ଚ୍ଚା ଯୋରଧରିଛି । ମୁଖ୍ୟତଃ ଏହି ପ୍ରସଙ୍ଗରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷସିଂ ସାଲୁଜା ଓ ଜିଲ୍ଲାପାଳ ମୁହାଁମୁହିଁ ହେବା ଘଟଣାକୁ ଆଲୋଚନା ବେଶି ଚାଲିଛି । ତେବେ ଏଭିତରେ ଆଉ ଏକ ଘଟଣା ନଜରକୁ ଆସିଛି । ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକଦଳନେତା ନରସିଂହ ମିଶ୍ର ଖୋଲାମଞ୍ଚରେ ଜିଲ୍ଲାପାଳଙ୍କୁ ପ୍ରଶଂସା କରିବା ସହିତ ହକି ଉଦଘାଟନୀ ଉତ୍ସବଦିନ ଉଭୟେ ଉଭୟଙ୍କୁ କେକ ଖୁଆଉଥିବା ନଜରକୁ ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଜିଲ୍ଲାରେ ବିରୋଧି କଂଗ୍ରେସଦଳର ଦୁଇଜଣ ବିଧାୟକ ଥିବା ବେଳେ ଜଣେ ଜିଲ୍ଲାପାଳଙ୍କୁ ଖୁସି ହୋଇ ସବୁକାମ ଠିକରେ ହେଉଥିବା ଭାଷଣ ଦେଉଥିବା ବେଳେ ଆଉ ଜଣେ ଜିଲଳ୍ପାଳ ମନୋପଲି କରି ଲୋକପ୍ରତିନିଧିଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଉଠାଇ ଜିଲ୍ଲାପରିଷଦ ବୈଠକରେ ତୁମ୍ବିତୁଫାନ କରିଛନ୍ତି । ଜିଲ୍ଲାରେ ଏହି ଘଟଣାକୁ ନେଇ ରାନୀତି ସରଗରମ ହୋଇଥିବା ବେଳେ ବିଧାୟକଦଳର ନେତାଥିବା ନରସିଂହ କିନ୍ତୁ ନୀରବ ରହିଛନ୍ତି ।

ଏପର୍ଯ୍ୟନ୍ତ ତାଙ୍କର ପ୍ରତିକ୍ରୀୟା ଆସି ପାରିନାହିଁ । ଫଳରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା କଂଗ୍ରେସରେ କହିଁ ଖୂସି କହିଁ ଗମ୍ । ଜିଲ୍ଲାରେ ବଡଚର୍ଚ୍ଚା ଯେ,ବଲାଙ୍ଗୀର ଜିଲ୍ଲାରେ ୫ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବଲାଙ୍ଗୀର ସଦର ଓ କଣ୍ଟାବାଞ୍ଜିରେ କଂଗ୍ରେସଦଳ ଜିଣିଛି । ବଲାଙ୍ଗୀରରୁ ନରସିଂହ ମିଶ୍ର ବିଧାୟକ ଥିବା ବେଳେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା ରହିଛନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ପ୍ରଶାସନିକ ଅଧିକାରୀମାନେ ନରସିଂହଙ୍କୁ କୁଆଡେ ଗୁରୁତ୍ୱ ଦେଉଥିବା ବେଳେ ସନ୍ତୋଷସିଂ ସାଲୁଜାଙ୍କୁ ସେତେଟା ଗୁରୁତ୍ୱ ଦେଉନାହାଁନ୍ତି । ନରସିଂହ ଅନେକଗୁଡିଏ ବିବାଦୀୟ ପ୍ରସଙ୍ଗରେ ସରକାରୀ ଦଳ ସହିତ ଭିତିରି ବୁଝାମଣା କରୁଥିବା ତାଙ୍କ ନିଜଦଳରୁ ଅଭିଯୋଗ ହୋଇଥିଲା । ସେଥିପାଇଁ କୁଆଡେ ଉପର ମହଲରୁ ପ୍ରଶାସନକୁ ନିର୍ଦ୍ଦେଶ ରହିଛି ନରସିଂହଙ୍କୁ ଗୁରୁତ୍ୱ ଦେବାକୁ ବୋଲି ଆଲୋଚନା ହେଉଛି । ବିଧାୟକ-ଜିଲ୍ଲାପାଳ ମୁହାମୁହିଁ ପ୍ରସଙ୍ଗରେ ସେଥିପାଇଁ ଜିଲ୍ଲାପାଳଙ୍କ ବିରୁଦ୍ଧରେ ନରସିଂହ ପଦଟିଏ କହୁନାହାଁନ୍ତି । ଜିଲ୍ଲାପାଳଙ୍କ ସପକ୍ଷରେ ସରକାରୀ କର୍ମଚାରୀସଂଘମାନେ ଆଗାଇ ଆସିଥିବା ବେଳେ କୁକୁସିଂ ଲୋକଙ୍କୁ ନେଇ ବ୍ଲକ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବାକୁ ଅଣ୍ଟା ଭିଡିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସଦଳ ବିଧାୟକଙ୍କ ସପକ୍ଷରେ ମୁହଁ ଖୋଲିନାହାଁନ୍ତି । ଫଳରେ ଦଳୀୟ ଅଭିମୁଖ୍ୟକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like