-+91-9937148622 |

prerana_bgr@rediffmail.com |

  Monday 23rd March 2026 |

| | | |

R.N.I. Regd No. ODIODI/2010/46693

Breaking News

ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି।   (23-Mar-2026)       ||      ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (23-Mar-2026)       ||      ଉତ୍କଳ କଲେଜ ଅଫ୍ ନର୍ସିଂ ପରିସରରେ ଭୁବନେଶ୍ୱରର ନିଯୁକ୍ତିକାରୀ ସଂସ୍ଥା ସୁଯତ୍ନ ହେଲଥ କେୟାର ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା   (23-Mar-2026)       ||      ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲ ରୌପ୍ୟ ଜୟନ୍ତୀରେ ଡା.ଧୀରେନ୍ଦ୍ର ମୁଣ୍ଡଙ୍କ ଜନ୍ମ ଜୟନ୍ତୀ ପାଳିତ   (23-Mar-2026)       ||      *ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍*- *ହାରିଲେ, କିନ୍ତୁ ଶେଷ ବଲ ଯାଏ ସଂଘର୍ଷ କଲେ ଓ ଖେଳ ର ଖୁବ୍ ମଜା ନେଲେ ପ୍ରେସ ଦଳ*-   (23-Mar-2026)       ||      ସରକାରଙ୍କ ଘୁଟକା ବନ୍ଦ ପ୍ରହସନ: ସବୁ ଦୋକାନରେ ଅଧିକ ମୂଲ୍ୟରେ ହେଉଛି ବିକ୍ରି   (23-Mar-2026)       ||      ବାଉଁଶୁଣୀରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୧୩୧ରୁ୨୧ସମାଧାନ)   (23-Mar-2026)       ||      ଝରଣୀପାଲୀ ପଂଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ   (23-Mar-2026)       ||      ଚାଞ୍ଚଲ୍ୟକର ଚର୍ଚ୍ଚା♦️ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଗର୍ଭବତୀ ଅଭିଯୋଗ: ଗ୍ରାମବାସୀ , ବିଭାଗ ଓ ଗଣମାଧ୍ୟମ ଜାଣି ବି ଚପାଇଦେଲେ !    (23-Mar-2026)       ||      ମୁନିଗୁଡା ବ୍ଲକ ବରଗୁଡା ପ୍ରାଥମିକ ସେବାଶ୍ରମ ବାର୍ଷିକ ଉତ୍ସବ ୨୦୨୬   (23-Mar-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସୁସ୍ଥ ପରିବାର ଗଠନ ନିମନ୍ତେ ସଚେତନତା  କାର୍ଯକ୍ରମ   (23-Mar-2026)       ||      *ଚାଷୀ ଙ୍କ ୧୦ ଘଣ୍ଟା ଧାରଣା ଓ ବିକ୍ଷୋଭ ସ୍ଥଳ ରେ ପହଞ୍ଚିଲେ ଓ ୧୦ ମିନିଟ ରେ ସମାଧାନ କଲେ ଜିଲ୍ଲାପାଳ*   (23-Mar-2026)       ||      ମୁରସିଂ ରେ ପିଇବା ପାଣି ସମସ୍ୟା, ନରସିଂହ ଙ୍କୁ ଅଭିଯୋଗ କଲେ ଗ୍ରାମବାସୀ   (22-Mar-2026)       ||      ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ ଆରମ୍ଭ   (22-Mar-2026)       ||      *ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ*-   (22-Mar-2026)       ||      ଭଅଁରାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (22-Mar-2026)       ||      *ସୁନାବେଡ଼ା ଅଭୟାରଣ୍ୟ ରେ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ବାର୍ତ୍ତା ନେଇ ଜିଲ୍ଲାପାଳଙ୍କ ଗସ୍ତ*   (22-Mar-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (22-Mar-2026)       ||      ଶ୍ରୀ ସତ୍ୟ ସାଇ ସେବା ସଂଗଠନ ନୂଆପଡ଼ା ଜିଲ୍ଲାର ଜିଲ୍ଲା ସମ୍ମିଳନୀ   (22-Mar-2026)       ||      *ଅଷ୍ଟପ୍ରହର ନାମ ଯଜ୍ଞରେ ଶିକ୍ଷାବିତ ବାବୁଲାଲଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତା ବଣ୍ଟନ*   (22-Mar-2026)       ||     

HOME   ଜିଲ୍ଲା

ଜିବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ

12-Jan-2023



ବଲାଙ୍ଗିର(ପ୍ରେରଣା ଖବର) ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ହିଁ ସମଷ୍ଟିଗତ ଭାବରେ ସ୍ୱାସ୍ଥ୍ୟବସ୍ଥାକୁ ନିରୁପିତ କରିଥାଏ । କିଶୋରରେ ଉପଯୁକ୍ତ ଶିକ୍ଷା, ସଚେତନତା ଓ ମାର୍ଗଦର୍ଶନ ହିଁ ସୁସୁଖ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଭାବଶୀଳ ବାତାବରଣ ସୃଷ୍ଟି କରାଯାଇ ପାରିବ ଉଦ୍ଦେଶ୍ୟକୁ ଲକ୍ଷ୍ୟ କରି ବଲାଙ୍ଗିର ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ

ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଜିବନ କୌଶଳ ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ତାଲିମ କେନ୍ଦ୍ର ଠାରେ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । କାର୍ଯକ୍ରମକୁ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗର ପ୍ରୋଗ୍ରାମ ଅଫିସର ଡା. ସୁଖିରାମ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ କୁମାର ଗୁରୁ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଡା. ଦିବ୍ୟ କିଶୋର ପତି ଯୋଗଦାନ କରିଥିଲେ । ଜିବନ କୌଶଳ ଶିକ୍ଷାକୁ ବିଦ୍ୟାଳୟରେ ଛାତ୍ର ଛାତ୍ରୀମାନଙ୍କ ଠାରେ ପ୍ରୟୋଗ କରି ଆଚରଣଗତ ପରିବର୍ତ୍ତନ କରିବା ପାଇଁ ଅତିଥି ଗଣ ମତ ରଖିଥିଲେ । ତାଲିମଦାତା ଭାବରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ମାନସିକ ବିଭାଗର ଏଚ୍‌ଓଡି ଆଶିର୍ବାଦ ଶତପଥି , କ୍ଲିନିକାଲ ସାଇକ୍ଲୋଲୋଜି ଅମିତା ପ୍ରତିମା, ଡା. ଖୁସିଶ୍ୟାମ ତ୍ରିପାଠୀ ଆତ୍ମ ସଚେତନତା, ନିଶାପାନ ଦୂରିକରଣ ପନ୍ଥା, ମାନସିକ ଚାପର ନିୟନ୍ତ୍ରଣ, ଯୌନ ଜିବନ, ଗର୍ଭ ଧାରଣ,ଗର୍ଭ ନିରୋଧ, ଭ୍ରାନ୍ତ ଧାରଣା, ଏଚ୍‌ଆଇଭି ଓ ଏଡ୍‌ସ୍‌, ଡିପ୍ରେସନ, ସୁଚିବାଇ ରୋଗ, ମାନିଆ, ଡେମୋନେସିଆ ପ୍ରଭୃତି ବିଷୟରେ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମଳୟ କୁମାର ନାଗ, ସୁବୋଧ ବିଶ୍ୱାଲ, ସବ୍ୟସାଚୀ ସିଂହ ଉପସ୍ଥିତ ରହି ବିଶେଷ

ସହଯୋଗ କରିଥିଲେ । ଶିକ୍ଷକ ରାମନାରାୟଣ ଦାଶ, ସୋମାଦତ୍ତ ଦଣ୍ଡସେନା, ଆଶିଷ କୁମାର ତ୍ରିପାଠି, ଉମେଶ ନାଗ, ଅରବିନ୍ଦ ବାଗ, ଭାଗ୍ୟବନ ବାଗ, ସୁଗର ସାହୁ, ରାଜିବ ମହାନ୍ତି, ସତ୍ୟ କୁମ୍ଭାର, ସନାତନ କୁମ୍ଭାର, ମହେଶ କୁମାର ବାଗ, ହୃଦୟା ଶବର, ଅଜୟ କୁମାର ପାଢୀ, କୃଷ୍ଣଚନ୍ଦ୍ର ପାଢୀ, ଇପସିତା ସୁନା, ସୁନିଲ କୁମାର ପାତ୍ର,ସୁନିତା ଭୋଇ, ଦେବସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି।   23-Mar-2026
  ଜିଲ୍ଲା  
ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   23-Mar-2026
  ଜିଲ୍ଲା  
ଉତ୍କଳ କଲେଜ ଅଫ୍ ନର୍ସିଂ ପରିସରରେ ଭୁବନେଶ୍ୱରର ନିଯୁକ୍ତିକାରୀ ସଂସ୍ଥା ସୁଯତ୍ନ ହେଲଥ କେୟାର ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା   23-Mar-2026
  ଜିଲ୍ଲା  
ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲ ରୌପ୍ୟ ଜୟନ୍ତୀରେ ଡା.ଧୀରେନ୍ଦ୍ର ମୁଣ୍ଡଙ୍କ ଜନ୍ମ ଜୟନ୍ତୀ ପାଳିତ   23-Mar-2026
  ଜିଲ୍ଲା  
*ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍*- *ହାରିଲେ, କିନ୍ତୁ ଶେଷ ବଲ ଯାଏ ସଂଘର୍ଷ କଲେ ଓ ଖେଳ ର ଖୁବ୍ ମଜା ନେଲେ ପ୍ରେସ ଦଳ*-   23-Mar-2026
  ଜିଲ୍ଲା  
ସରକାରଙ୍କ ଘୁଟକା ବନ୍ଦ ପ୍ରହସନ: ସବୁ ଦୋକାନରେ ଅଧିକ ମୂଲ୍ୟରେ ହେଉଛି ବିକ୍ରି   23-Mar-2026
  ଜିଲ୍ଲା  
ବାଉଁଶୁଣୀରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୧୩୧ରୁ୨୧ସମାଧାନ)   23-Mar-2026
  ଜିଲ୍ଲା  
ଝରଣୀପାଲୀ ପଂଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ   23-Mar-2026
  ଜିଲ୍ଲା  
ଚାଞ୍ଚଲ୍ୟକର ଚର୍ଚ୍ଚା♦️ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଗର୍ଭବତୀ ଅଭିଯୋଗ: ଗ୍ରାମବାସୀ , ବିଭାଗ ଓ ଗଣମାଧ୍ୟମ ଜାଣି ବି ଚପାଇଦେଲେ !   23-Mar-2026
  ଜିଲ୍ଲା  
ମୁନିଗୁଡା ବ୍ଲକ ବରଗୁଡା ପ୍ରାଥମିକ ସେବାଶ୍ରମ ବାର୍ଷିକ ଉତ୍ସବ ୨୦୨୬   23-Mar-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସୁସ୍ଥ ପରିବାର ଗଠନ ନିମନ୍ତେ ସଚେତନତା  କାର୍ଯକ୍ରମ   23-Mar-2026
  ଜିଲ୍ଲା  
*ଚାଷୀ ଙ୍କ ୧୦ ଘଣ୍ଟା ଧାରଣା ଓ ବିକ୍ଷୋଭ ସ୍ଥଳ ରେ ପହଞ୍ଚିଲେ ଓ ୧୦ ମିନିଟ ରେ ସମାଧାନ କଲେ ଜିଲ୍ଲାପାଳ*   23-Mar-2026

You Might Also Like