-+91-9937148622 |

prerana_bgr@rediffmail.com |

  Sunday 22nd March 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁନାବେଡ଼ା ଅଭୟାରଣ୍ୟ ରେ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ବାର୍ତ୍ତା ନେଇ ଜିଲ୍ଲାପାଳଙ୍କ ଗସ୍ତ*   (22-Mar-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (22-Mar-2026)       ||      ଶ୍ରୀ ସତ୍ୟ ସାଇ ସେବା ସଂଗଠନ ନୂଆପଡ଼ା ଜିଲ୍ଲାର ଜିଲ୍ଲା ସମ୍ମିଳନୀ   (22-Mar-2026)       ||      *ଅଷ୍ଟପ୍ରହର ନାମ ଯଜ୍ଞରେ ଶିକ୍ଷାବିତ ବାବୁଲାଲଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତା ବଣ୍ଟନ*   (22-Mar-2026)       ||      କନ୍ଧବାହାଳ ରେ ଦଣ୍ଡସେନା ସମାଜର ମହାସଭା ସମ୍ମିଳନୀ    (22-Mar-2026)       ||      ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ଖର୍ଚ୍ଚଦାବୀ ମଞ୍ଜୁର♦️ ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ    (22-Mar-2026)       ||      *ସୁବର୍ଣ୍ଣପୁର ହୋଟେଲ ରୂପ ରେସିଡେନ୍ସୀ ଠାରେ ପଖାଳ ଦିବସ ପାଳିତ*-   (22-Mar-2026)       ||      ପୂର୍ବତନ ନବରଙ୍ଗପୁର ବିଧାୟକଙ୍କୁ ଜିଲ୍ଲା ଭତ୍ରା ସମାଜ ତରଫରୁ ୧୨ବର୍ଷ ପାଇଁ ବାସନ୍ଦ କରାଗଲା*   (22-Mar-2026)       ||      ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   (22-Mar-2026)       ||      ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   (22-Mar-2026)       ||      ୩ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ୍ କଲା ପୋଲିସ    (21-Mar-2026)       ||      ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଉଦ୍‌ଯାପିତ   (21-Mar-2026)       ||      ତହଁକ କୁଟୁମର  ବିଶ୍ବ କବିତା ଦିବସ ପାଳନ   (21-Mar-2026)       ||      ସୁନାମୁଦିରେ ପଡ଼ା ସ୍ତରୀୟ ପୁଷ୍ଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (21-Mar-2026)       ||      ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ    (21-Mar-2026)       ||      ରାଜ୍ୟସ୍ତରୀୟ ଓଷ୍ଟା ମେଧା ଅନ୍ବେଷଣରେ ବଲାଙ୍ଗୀରର ଶ୍ରେଷ୍ଠ ପ୍ରଦର୍ଶନ    (21-Mar-2026)       ||      ଡୁଙ୍ଗୁରିପାଲି: ଅଧ ଘଣ୍ଟା ବ୍ୟବଧାନରେ ମା ପୁଅ ଆଖି ବୁଜିଲେ    (21-Mar-2026)       ||      ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦଘାଟିତ   (21-Mar-2026)       ||      ବିଶ୍ଵ ପଖାଳ ଦିବସ ଓ ବିଶ୍ଵ କବିତା ଦିବସ ଉପଲକ୍ଷେ ଅଭାଷୀ ମାଧ୍ୟମରେ ବହୁଭାଷୀ କବିତା ଆସର    (21-Mar-2026)       ||      ବିଶ୍ୱ ବନଦିବସ ପାଳିତ.. ବଲାଙ୍ଗୀରରେ ଜଙ୍ଗଲ ଓ ଅର୍ଥନୀତିର ନୀବିଡ ସମ୍ପର୍କ ରହିଛି-ଆରସିସିଏଫ   (21-Mar-2026)       ||     

HOME   ଜିଲ୍ଲା

ଥାନା ନାକ ତଳୁ ଚୋରି

11-Jan-2023



ସାଲେପୁର (କଟକ) ଫାଣ୍ଡି ରୁ ଥାନା କୁ ପରିବର୍ତ୍ତନ ର ଦୁଇ ଦିନ ନପୁରୁଣୁ ରୁ ଆଉ ଠିକ୍ ନୂତନ ଥାନାର ନାକ ତଳେ ପୋଲିସ ର ଆଖିରେ ଆଙ୍ଗୁଳି ଗେଞ୍ଜି ଲୁଟେରା ଲୁଟିଲେ ୫ ଦୋକାନ। ପୋଲିସ ଶୋଇଥିଲା କାଳେ ନିଘୋଡ଼ ନିଦରେ।

ବିଳମ୍ବିତ ରାତିରେ କଟକ ଜିଲ୍ଲା ଭଦ୍ରେଶ୍ବର ଥାନା ର ନାକତଳେ ଥିବା ହର ଗୌରୀ ବଜାର ରୁ ପାଞ୍ଚୋଟି ଦୋକାନ ର ତାଲା ଭାଙ୍ଗି ଦୋକାନ ରେ ଥିବା ବିଭିନ୍ନ ସାମଗ୍ରୀ ସହ ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଛି। ଔଷଧ ଦୋକାନ,ଟେଲରିଂ ଦୋକାନ,ସେଲୁନ ଓ ଇଲେକ୍ଟ୍ରିକାଲ ଦୋକାନ ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ର ଠିକ୍ ଢଙ୍ଗରେ ପେଟ୍ରୋଲିଂ ବ୍ୟବସ୍ଥା ହେଉନଥିବାରୁ ଏଭଳି ଘଟଣା ଏଠାରେ ବାରଂବାର ହେଉଅଛି ବୋଲି ରୁ ଦୋକାନୀ ଓ ଅଂଚଳବାସୀ ମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଂଚଳବାସୀ ମାନେ ସ୍ଥାନୀୟ ଫାଣ୍ଡି ରୁ ଥାନା ପରିବର୍ତ୍ତନ ହେବାରୁ ବହୁତ ଖୁସି ହେଉଥିବା ବେଳେ ଥାନା ଉଦଘାଟନ ହେବାର ଦୁଇ ଦିନ ପରେ ଚୋରି ହେବାରୁ ଲୋକମାନଙ୍କ ମଧ୍ୟରେ ଏବେ ଏହି ଥାନା ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଭଦ୍ରେଶ୍ବର ଥାନା ପୋଲିସ କେବେ ନିଜ ଡ୍ୟାମେଜ୍ ଇମେଜ୍ କୁ ଅଂଚଳବାସୀ ମନରୁ ଲିଭାଉଛି, ଏବେ ତାକୁହିଁ ରହିବ ନଜର ୧୦ ଟି ପଂଚାୟତବାସୀ ଙ୍କର।

(କଟକ ରୁ ନାରାୟଣ ଭୂୟାଁ ଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁନାବେଡ଼ା ଅଭୟାରଣ୍ୟ ରେ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ବାର୍ତ୍ତା ନେଇ ଜିଲ୍ଲାପାଳଙ୍କ ଗସ୍ତ*   22-Mar-2026
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   22-Mar-2026
  ଜିଲ୍ଲା  
ଶ୍ରୀ ସତ୍ୟ ସାଇ ସେବା ସଂଗଠନ ନୂଆପଡ଼ା ଜିଲ୍ଲାର ଜିଲ୍ଲା ସମ୍ମିଳନୀ   22-Mar-2026
  ଜିଲ୍ଲା  
*ଅଷ୍ଟପ୍ରହର ନାମ ଯଜ୍ଞରେ ଶିକ୍ଷାବିତ ବାବୁଲାଲଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତା ବଣ୍ଟନ*   22-Mar-2026
  ଜିଲ୍ଲା  
କନ୍ଧବାହାଳ ରେ ଦଣ୍ଡସେନା ସମାଜର ମହାସଭା ସମ୍ମିଳନୀ   22-Mar-2026
  ରାଜ୍ୟ  
ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ଖର୍ଚ୍ଚଦାବୀ ମଞ୍ଜୁର♦️ ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ   22-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ହୋଟେଲ ରୂପ ରେସିଡେନ୍ସୀ ଠାରେ ପଖାଳ ଦିବସ ପାଳିତ*-   22-Mar-2026
  ଜିଲ୍ଲା  
ପୂର୍ବତନ ନବରଙ୍ଗପୁର ବିଧାୟକଙ୍କୁ ଜିଲ୍ଲା ଭତ୍ରା ସମାଜ ତରଫରୁ ୧୨ବର୍ଷ ପାଇଁ ବାସନ୍ଦ କରାଗଲା*   22-Mar-2026
  ଜିଲ୍ଲା  
ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   22-Mar-2026
  ଜିଲ୍ଲା  
ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   22-Mar-2026
  ଜିଲ୍ଲା  
୩ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ୍ କଲା ପୋଲିସ    21-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଉଦ୍‌ଯାପିତ   21-Mar-2026

You Might Also Like