-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
11-Jan-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ହକି ବିଶ୍ୱ କପ ର ପ୍ରୋତ୍ସାହନ ନିମନ୍ତେ ଆଜି ସୋନପୁର ବିଜୁ ପଟ୍ଟନାୟକ ମହିଳା କଲେଜ ଠାରେ ଅଧ୍ୟକ୍ଷl
ରିତାରାଣୀ ପୂଜାରୀଙ୍କ ପରାମର୍ଶ ଓ ତାଙ୍କ ଉପସ୍ଥିତିରେ ଏକ ବିଶାଳ ୱାକଥନ ରାଲି ଅନୁଷ୍ଠିତ ହୋଇ ଯାଇଛି l ମହାବିଦ୍ୟାଳୟର, ୪୦୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ, ସମସ୍ତ ଟିଚିଙ୍ଗ ନନ ଟିଚିଙ୍ଗ ଷ୍ଟାଫ ଏଥିରେ ଯୋଗ ଦେଇଥିଲେ l କଲେଜରୁ ରାଲି ଆରମ୍ଭ ହୋଇ ବଷ୍ଟାଣ୍ଡ, କଚେରୀ ଛକ ଦେଇ ସହର ପରିକ୍ରମା କରିଥିଲା l ଅଧ୍ୟାପକ ମଦନ ସୁନ୍ଦର ଖେତୀଙ୍କ ସହିତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସାମିଲ ଥିଲେ l