-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ହରିଶଙ୍କର ଦୁର୍ଘଣଟଣା ମାମଲା.. ବିଜେଡି ନେତାଙ୍କୁ ପୁଲିସର ଅହେତୁକ ଅନୁକମ୍ପା ଦୁର୍ଘଟଣା ଘଟାଇଲା ଚକା ଦାସ-ପି.ଆର ବଣ୍ଡରେ ଆସିଲା ଶ୍ରୀକାନ୍ତ ଦାସ

10-Jan-2023



ବଲାଙ୍ଗିର,(ପ୍ରେରଣା ଖବର) ଏକ ଦୁର୍ଘଟଣା ମାମଲାକୁ ନେଇ ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ପୁଲିସ ହରଡ ଘଣାରେ ପଡିଛି । ଦୁର୍ଘଟଣା ଘଟାଇଥିବା ପିକଅପ୍ ଗାଡିର ମାଲିକ ଜଣେ ବିଜେଡି ନେତା ହୋଇଥିବାରୁ ମାମଲାକୁ କୋହଳ କରିବା ଏବଂ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଛାଡି ଅନ୍ୟ ଜଣେ ଡ୍ରଇଭରର କାଗଜପତ୍ର ବ୍ୟବହାର କରି ତାକୁ ପି.ଆର ବଣ୍ଡ ରେ ଛାଡି ଦେଇଥିବା ଚର୍ଚ୍ଚା ହେଉଛି ।
    ସୂଚନା ଅନୁଯାୟୀ ଚଳିତ ମାସ ଗତ ୨ ତାରିଖ ଖପ୍ରାଖୋଲ ବ୍ଲକ ଝାଙ୍କରପାଲି ଗ୍ରାମର ସୁବଳ ବାଗ ଓ ଅନ୍ତ ବାଗ ଦୁହେଁ ନିଜ ବାଇକ (ଓଡି ୦୩ ଡବ୍ଲୁ ୦୪୧୫)ରେ ଖପ୍ରାଖୋଲ ପଟରୁ ନିଜ ଘରକୁ ଦିନ ୨ଟା ସମୟରେ ଫେରୁଥିବା ବେଳେ ହରିଶଙ୍କର ପଟୁ ଦୃତ ଗତିରେ ଫେରୁଥିବା ଏକ ମହିନ୍ଦ୍ରା ବୋଲେରୋ ପିକଅପ୍ (ଓଡି ୦୩ ୟୁ ୬୮୨୬) ହରିଶଙ୍କର ଛକ ନିକଟରେ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ୨ଜଣ (ସୁବଳ ବାଗ ଓ ଅନ୍ତ ବାଗ)ଙ୍କୁ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ସ୍ଥାନୀୟ ମେଡିକାଲରେ ଚିକିସ୍‌ôା ପରେ ଏବେ ବୁର୍ଲା ମେଡିକାଲରେ ଚିକିସ୍‌ôା ହେଉଥିବା ଜଣାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ମହିନ୍ଦ୍ରା ପିକଅପ୍ ଦୁର୍ଘଟଣା ପରେ ରାସ୍ତା ପାଶ୍ୱର୍ରେ ଥିବା ଖପ୍ରାଖୋଲ ଥାନାକୁ ଯାଇ ପଶି ଯାଇଥିଲା । ସେ ସମୟରେ ଗାଡିଟିକୁ ଚକା ଦାସ ଚଳାଉଥିଲା ଏବଂ ଗାଡି ମାଲିକ ବଲାଙ୍ଗିର ସହରର ଜଣେ ବିଜେଡି ନେତା ଧୃବ ଜୁଏଡ     ଓ ତାଙ୍କ ଫଳ ଗୋଦାମରୁ ହିଁ ଫଳ ନେଇ ଗାଡିଟି ହରିଶଙ୍କରକୁ ଛାଡିବାକୁ ଯାଇଥିଲା ବୋଲି ଜଣାଯାଇଛି । ଏହି ଘଟଣାରେ ଖପ୍ରାଖୋଲ ପୁଲିସ ବିଜେଡି ନେତା ଓ ଡ୍ରାଇଭରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବାକୁ ପଛାଇ ନାହାନ୍ତି । ଏହି ଘଟଣାକୁ ନେଇ ଅନ୍ତ ବାଗ ଖପ୍ରାଖୋଲ ଥାନାରେ ଡ୍ରାଇଭର ନାମରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ କେସ ନମ୍ବର ୦୧ ତା.୦୨/୦୧/୨୦୨୩ରେ ପଜିଂକୃତ ହୋଇଛି । କିନ୍ତୁ ମାମଲାରେ ପୁଲିସ ଚକା ଦାସ ବଦଳରେ ଶ୍ରୀକାନ୍ତ ଦାସ ଙ୍କ ନାମରେ ମାମଲା ରୁଜୁ କରିଥିବା ଦେଖିବାକୁ ମିଳିଛି । ଏପରିକି ଥାନାରେ ନିଜେ ଚକା ଦାସ ଥାନା ଅଧ୍‌ôକାରୀଙ୍କ ସମ୍ମୁଖରେ ଶ୍ରୀକାନ୍ତ ଦାସଙ୍କ ନାମରେ ଦସ୍ତଖତ ଦେବା ସହ ଶ୍ରୀକାନ୍ତ ଦାସଙ୍କ ନାମରେ ଥିବା ଜାଲ କାଗଜପତ୍ର ଦଖଲ କରି ପି.ଆର ବଣ୍ଡରେ ଯାଇଥିବା ଜଣାଯାଇଛି । 
    ଏ ସମ୍ପର୍କରେ ଖପ୍ରାଖୋଲ ଥାନା ଅଧ୍‌ôକାରୀ ରମାକାନ୍ତ ସାହୁଙ୍କ କହିବା ହେଲା ଆମେ ଠିକ୍ ଭାବେ ଜାଣି ପରିଲୁ ନାହିଁ ଏବଂ ଆଇଡି ପୃଫ୍ ଠିକ୍ ଭାବେ ଚେକ୍ କରି ପାରିନଥିବାରୁ ଏଭଳି ଭୁଲ ହୋଇଥାଇ ପାରେ ବୋଲି ସ୍ୱୀକାର କରିବା ସହ ଗାଡି ଏବେ ବି ପୁଲିସର ହିପାଜତରେ ଥିବା ପ୍ରକାଶ କରିଛନ୍ତି । ସେହିପରି ବିଜେଡି ନେତା ଧୃବ ଜୁଏଡଙ୍କ କହିବା ହେଲା ମୁଁ ଖପ୍ରାଖୋଲ ଥାନା ଯାଇଥିଲି ମୋ ଡ୍ରାଇଭରର ନାମ ଚକା ଦାସ । ସେ ହିଁ ଗାଡି ଚଳାଉଥିଲା ଏବଂ ଦୁର୍ଘଟଣା କରିଛି । ତାର ଭଲ ନାଁ ଶ୍ରୀକାନ୍ତ ଦାସ ହୋଇଥାଇ ପାରେ ବୋଲି କହିଛନ୍ତି । ଦୁର୍ଘଟଣା ପରେ ସେ ମୋ ପାଖରେ ଆଉ କାମ କରୁ ନାହିଁ ବୋଲି କହିଥିଲେ । 
    ଜଦି ଖପ୍ରାଖୋଲ ଥାନା ଅଧ୍‌ôକାରୀ ଏକ ଦୁର୍ଘଟଣା ମାମଲାକୁ ରଫାଦଫା କରିବା ପାଇଁ ଏକ ବିଜେଡି ନେତାଙ୍କୁ ବଚାଂଇବା ଏବଂ ଦୁର୍ଘଟଣା ଘଟାଇଥିବା ଗାଡିକୁ ଛାଡିବା ପାଇଁ ନାନା ଜାଲିଆତି ର ଆଶ୍ରୟ ନେଇ ପାରୁଛନ୍ତି ତେବେ ଅନ୍ୟାନ ଦୁର୍ଘଟଣା ବା ଅନ୍ୟାନ୍ୟ ମାମଲା ରୁଜୁ ନେଇ କିଭଳି ମାମଲାକୁ ପରିଚାଳନା କରିପାରିବେ ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ବଲାଙ୍ଗିର ଏସ୍‌ପି ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବୀ ହଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like