-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
10-Jan-2023
ପଦ୍ମପୁର (ପ୍ରେରଣା ଖବର)
--ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମ ର କୋଶଲି କୁଇନ୍ ମୀରା ଵାଈ ମହାନ୍ତି ପାଣିଗ୍ରାହୀ।ଏଇ ପୈ।ଷ ପୂର୍ଣ୍ଣିମା ଭେଟ୍ ଘାଟ ରେ ବରଗଡ଼ ବରପାଲି ଆମ୍ମେଦ୍ କର୍ ଭବନ ଠାରେ ଜୁଏହୁଲା ସାହିତ୍ୟ ଅନୁଷ୍ଠାନ ତରଫରୁ ଜାନୁୟାରୀ ୭ ତାରିଖରେ ସମ୍ମାନିତ ହୋଇଛନ୍ତି।ସିଏ ଏକା ଧାରରେ ଜଣେ କବିୟତ୍ରୀ, ଗାୟିକା,ଲେଖିକା, କମେଡିଏନ୍, ଅଭିନେତ୍ରୀ ବହୂ କଳା ର ଅଧିକାରୀଣି ହୋଇ ଥିବାରୁ ତାଙ୍କୁ କୋଶଲି କୁଇନ୍ ଉପାଧି ରେ ଭୂଷିତ କରା ଯାଇଛି।