-+91-9937148622 |

prerana_bgr@rediffmail.com |

  Friday 20th March 2026 |

| | | |

R.N.I. Regd No. ODIODI/2010/46693

Breaking News

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ନାମ ଲେଖା ଅଭିଯାନ   (20-Mar-2026)       ||      ବରିଷ୍ଠ କଂଗ୍ରେସ ପ୍ରେମୀ ତଥା ସମାଜସେବୀ ନନ୍ଦ କିଶୋର ଙ୍କ ପରଲୋକ   (20-Mar-2026)       ||      ବଲାଙ୍ଗୀରରେ ଏଲପିଜି ଗ୍ୟାସର କୃତ୍ରିମ ଅଭାବ, ଡୋମେଷ୍ଟିକ ସିଲିଣ୍ଡରର ଦାମ ୨୨ ଶହ ଟଙ୍କା   (20-Mar-2026)       ||      ରେଂଗାଲିକେମ୍ପରେ ବିଶ୍ବ ପଖାଲ ଦିବସ   (20-Mar-2026)       ||      ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ    (20-Mar-2026)       ||      ବରୀ -ବିଞ୍ଝାରପୁର ରାସ୍ତା ର ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ହେବ ହାଇ ଲେବୁଲ ବ୍ରିଜ   (20-Mar-2026)       ||      *ନୂଆପଡାରେ ଡୁଡା ସମୀକ୍ଷା ବୈଠକ ଅନୁଷ୍ଠିତ : ରାଜସ୍ୱ ସଂଗ୍ରହରେ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ*   (19-Mar-2026)       ||      ବରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବ ବର୍ଷ ପାଳିତ ,   (19-Mar-2026)       ||      ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   (19-Mar-2026)       ||      *ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   (19-Mar-2026)       ||      ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   (19-Mar-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   (19-Mar-2026)       ||      ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ   (19-Mar-2026)       ||      ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ   (19-Mar-2026)       ||      ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କୁ ସାକ୍ଷାତ କେଲ ରାଷ୍ଟ୍ରିୟ ବିକାଶ ବଂଜାରା ମିଶନ ସଦସ୍ଯ   (19-Mar-2026)       ||      ସାପ୍ତାହିକ ପ୍ରେରଣା ର ୨୧ତମ ସ୍ଵନକ୍ଷତ୍ର ଅବସରରେ କଲେଜସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (19-Mar-2026)       ||      ଖ୍ରୀଷ୍ଟିଆନ ଯୁବତୀ (ST)ଆଦିବାସୀ ଜାତି ପ୍ରମାଣ ପାତ୍ର ଦେଇ ଚାକିରୀ ହାତେଇବା ଉଦ୍ୟମକୁ ବିଫଳ କଲା ଅଖିଳ ଭାରତୀୟ ଭତ୍ରା ବିକାଶ ପରିଷଦ   (19-Mar-2026)       ||      ଯୁବକ ର ମୃତ୍ୟୁ ଘଟଣା କୁ ନେଇ ରାସ୍ତା ଅବରୋଧ, କ୍ଷତିପୂରଣ ଦାବିକଳେ ପରିବାର ଲୋକେ   (19-Mar-2026)       ||      ଡକାୟତି ଯୋଜନା ପଣ୍ଡ ୪ ଡକାୟତ ଗିରଫ   (19-Mar-2026)       ||      ପୋଲତଳୁ ବିପଦପୂର୍ଣ୍ଣ ବାଲି ଉତ୍ତୋଳନ   (19-Mar-2026)       ||     

HOME   ଜିଲ୍ଲା

୨୭ତମ ସର୍ବଭାରତୀୟ ବୋରାସମ୍ବର କପ୍,,୨୦୨୩ ଉଦ୍ଘାଟନ ସମାରୋହ

09-Jan-2023



ବରଗଡ -( ପ୍ରେରଣା ଖବର)
 ଆଜି ବରଗଡ ଜିଲ୍ଲା ର ପଦ୍ମପୁର ଠାରେ ସର୍ବଭାରତୀୟ ୨୭ ତମ ବୋରାସମ୍ବର କ୍ରିକେଟ୍ କପ ,,୨୦୨୩  ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ର ନବ ନିର୍ବାଚିତ ଏମ.ଏଲ.ଏ  ଶ୍ରୀମତୀ ବର୍ଷା ରାଣୀ ସିଂ ବରିହା ଆନୁଷ୍ଠାନିକ ଭାବେ ଉଦଘାଟନୀ ଉତ୍ସବରେ ଯୋଗଦାନ କରି  ଶୁଭାରମ୍ଭ କରିଥିଲେ । ଆଜିର ମ୍ୟାଚ୍  ବୋରାସମ୍ବର ସ୍ପୋଟିଁଙ୍ଗ,ପଦ୍ମପୁର ଓ ଏନଏନ୍ଏସ ଆଲାହାବାଦ (ୟୁ ପି) ମଧ୍ୟରେ ହେବ ।ବୋରସମ୍ବର୍ କପ୍ କ୍ରିକେଟ ଦୀର୍ଘ ସାତ ଦିନ ହେବ । ଏଥିରେ 
ଆସନ୍ତା ୧୫ ତାରିଖ ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଟିତ ହେବ  ।ଗତ ଦୁଇବର୍ଷ କୋରାନା ମହାମାରୀ ପାଇ ବନ୍ଧ ଥିଲା । ଏ ବର୍ଷ ବୋରାସମ୍ବର କପ୍ ଦେଖିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଖୁସି ର ଝଲକ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍ ଗୁଡ଼ିକ ଦେଖିବା ପାଇଁ ଆଖ ପାଖ ଅଂଚଳର ଦର୍ଶକ ମାନଙ୍କର ପ୍ରବଳ ଜନସମାଗମ ହେବାରେ ଲାଗିଛି । ଏହି ଉଦ୍ଘାଟନ ସମାରୋହରେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାନିନୀ ଭୋଇ ,ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା ପ୍ରମୁଖ ବହୁ ମାନ୍ୟ  ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ନାମ ଲେଖା ଅଭିଯାନ   20-Mar-2026
  ଜିଲ୍ଲା  
ବରିଷ୍ଠ କଂଗ୍ରେସ ପ୍ରେମୀ ତଥା ସମାଜସେବୀ ନନ୍ଦ କିଶୋର ଙ୍କ ପରଲୋକ   20-Mar-2026
  ଜିଲ୍ଲା  
ବଲାଙ୍ଗୀରରେ ଏଲପିଜି ଗ୍ୟାସର କୃତ୍ରିମ ଅଭାବ, ଡୋମେଷ୍ଟିକ ସିଲିଣ୍ଡରର ଦାମ ୨୨ ଶହ ଟଙ୍କା   20-Mar-2026
  ଜିଲ୍ଲା  
ରେଂଗାଲିକେମ୍ପରେ ବିଶ୍ବ ପଖାଲ ଦିବସ   20-Mar-2026
  ଜିଲ୍ଲା  
ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ    20-Mar-2026
  ଜିଲ୍ଲା  
ବରୀ -ବିଞ୍ଝାରପୁର ରାସ୍ତା ର ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ହେବ ହାଇ ଲେବୁଲ ବ୍ରିଜ   20-Mar-2026
  ଜିଲ୍ଲା  
*ନୂଆପଡାରେ ଡୁଡା ସମୀକ୍ଷା ବୈଠକ ଅନୁଷ୍ଠିତ : ରାଜସ୍ୱ ସଂଗ୍ରହରେ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ*   19-Mar-2026
  ଜିଲ୍ଲା  
ବରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବ ବର୍ଷ ପାଳିତ ,   19-Mar-2026
  ଜିଲ୍ଲା  
ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   19-Mar-2026
  ଜିଲ୍ଲା  
*ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   19-Mar-2026
  ଜିଲ୍ଲା  
ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   19-Mar-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   19-Mar-2026

You Might Also Like