-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ନରସିଂହଙ୍କ ପୌର ସମୀକ୍ଷା, ସହର ସଫେଇ, ନାଳ ନର୍ଦ୍ଦମା ଓ ଆବର୍ଜନା ପରିଚାଳନାରେ ଘୋର ଦୁର୍ନୀତି- ନରସିଂହ, ବନ୍ଧ ପୋଖରୀକୁ ସଫା ରଖିବା ପରିବର୍ତ୍ତେ ଆବର୍ଜନା କୁଣ୍ଡରେ ପରିଣତ କରିଛି ପୌର ପରିଷଦ 

08-Jan-2023



ବଲାଙ୍ଗିର(ପ୍ରେରଣା ଖବର) ନୁତନ ପୌର ପରିଷଦ ଗଠନ ହେବାର ନଅ ମାସ ବିତି ଯାଇଥିଲେ ସୁଦ୍ଧା ସହର ର ସଫେଇ ନାଳ ନର୍ଦ୍ଦମା ପରିଚାଳନା ତଥା ପୌରପରିଷଦ ରୋଡ ରାସ୍ତାରେ  କିଛି ଉନ୍ନତି ପରିଲକ୍ଷିତ ହୋଇ ନାହିଁ ।  ବନ୍ଧ କନ୍ଟାର ସୁରକ୍ଷା ତଥା ଅବର୍ଜନା ମୁକ୍ତ କରିବା ପରିବର୍ତ୍ତ ପୌର ପରିଷଦ ଖୋଦ ଏହାକୁ ଆବର୍ଜନା କୁଣ୍ଡରେ ପରିଣତ କରିଛି । ବ୍ଲିଚିଂ ପାଉଡର ହେଉ କି ମଶା ତେଲ ସବୁ ଥିରେ ହେଉଥିବା ଦୁର୍ନିତି ପଦା ରେ ପଡିଛି । ତେଣୁ ଅଧିକାରୀମାନେ ଶତର୍କତା ସହିତ କାମ କରନ୍ତୁ । ଲୋକଙ୍କୁ ତାଙ୍କର ମୌଳିକ ସୁବିଧା ଦେବାରେ ଅବହେଳା କରନ୍ତୁ ନାହିଁ । ନଚେତ ସେମାନେ ନିଶ୍ଚିତ ଭାବରେ ଲୋକଙ୍କ ଅକ୍ରୋଷ ର ଶିକାର ହେବେ ବୋଲି  ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ମ୍ୟୁନିସିପାଲିଟିର ସମିକ୍ଷା ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ । 
ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ସମିକ୍ଷା ବୈଠକରେ ପୌର ପରିଷଦ ଦେଖାଉଥିବା  ହୋଲ୍ଡିଂ ପରିମାଣ, ସହର ଜନସଂଖ୍ୟା ହିସାବରେ ଖୁବ କମ ଦେଖାଉଥିବାରୁ ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ସହରର ଜନସଂଖ୍ୟା, ପରିବାର ଓ ଘରସଂଖ୍ୟା ବହୁ ପରିମାଣରେ ବଢି ଥିଲେ ସୁଦ୍ଧା ହୋଲ୍ଡିଂ ଟିକସ କମି ଯାଉଥିବାରୁ ଏଥିରେ ଦୁର୍ନିତିର ତିବ୍ର ଗନ୍ଧ ଆସୁଛି ।

ମ୍ୟୁନିସିପାଲିଟି ରାସ୍ତାର ସ୍ଥିତି ଦିନକୁ ଦିନ ଆହୁରି ବିଗିଡିବାରେ ଲାଗିଛି । ବ୍ଲିଚିଂ, ମଶା ତେଲ ନିୟମିତ ପକାଯାଉଥିବା ରିପୋର୍ଟ କରାଯାଉଥିଲେ ହେଁ ସହର ମଧ୍ୟରେ ମଶାର ପ୍ରାଦୁର୍ଭାବ ବଢି ବଢି ଚାଲିଛି । ଏଥି ପାଇଁ ମୁଖ୍ୟତ ନାଳ ସଫେଇ ଓ ପରିଚାଳନା ଠିକ ଭାବରେ ହେଉ ନଥିବା ହିଁ ମୁଖ୍ୟ କାରଣ ବୋଲି କହିଥିଲେ । ସଂନ୍ଧ୍ୟା ସହରର ମୁଖ୍ୟ ରାସ୍ତାରେ ଝାଡୁ କରି ସଫେଇ କରିବା ଦ୍ୱାରା ସହର ସାରା ଧୁଳିରେ ଭର୍ତ୍ତି ହେଉଛି । ତେଣୁ ଝାଡୁ ମାରିବା ପୁର୍ବରୁ ଟ୍ରାକ୍ଟର ଯୋଗେ ପାଣି ସିଞ୍ଚନ କରାଯାଉ ବୋଲି ଶ୍ରୀ ମିଶ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହର ମଧ୍ୟରେ ଥିବା ପୋଖରୀ ଗୁଡିକରେ ପାଣି ମଣିଷ ବ୍ୟବହାର ଉପେଯାଗୀ କରନ୍ତୁ ନହେଲେ ଅଗାମୀ ଦିନରେ ଏହି ମାମଲା ଗ୍ରୀନ ଟ୍ରିବୁନାଲକୁ ଯାଇପାରେ ବୋଲି ସେ ଚେତାବନୀ ଦେଇଥିଲେ । ସେ ନିଜେ ବଲାଙ୍ଗିର ମ୍ୟୁନିସିପାଲିଟିର ରାସ୍ତା ଓ ନାଳର ସୁ ବ୍ୟବସ୍ଥା ପାଇଁ ୫ଶହ କୋଟି ଟଙ୍କାର ଏକ ପ୍ୟାକେଜ ଦାବୀ କରିଛନ୍ତି ବୋଲି ସୁଚନା ଦେଇଥିଲେ । ତା ସହ ଏବର୍ଷର ମ୍ୟୁନିସିପାଲିଟି ବଜେଟ ସହ ଏଥିରେ କେଉଁ କେଉଁ ପ୍ରକଳ୍ପ ସ୍ଥାନିତ କରାଯାଇଛି ତାହାର ଏକ ସବିଶେଷ ରିପୋର୍ଟ ପ୍ରଦାନ କରିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ । ଆଲୋଚନା ବେଳେ ସହରର ବିଭିନ୍ନ ରାସ୍ତାରେ ଗୃହନିର୍ମାଣ ସାମଗ୍ରୀ ଅବ୍ୟବସ୍ଥିତ ରୁପେ ରଖା ଯାଉଥିବାରୁ ସେ ଉପରେ ଲୋକଙ୍କୁ ସଚେତନ କରାଯାଉ ବୋଲି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ତାଛଡା ଜନ ବସତି ଭିତରେ ପୌର ପରିଷଦ କିଭଳି ଏକ ବର୍ଯ୍ୟବସ୍ତୁ ପରିଚାଳନା ପ୍ଲାନ୍ଟ ସ୍ଥାପନ ହେଲା, ଜଦି ଆଗାମୀ ଦିନରେ ଏହା ଯୋଗୁଁ ଲୋକେ କୌଣସି ସଂକ୍ରାମକ ରୋଗରେ ପଡନ୍ତି ତେବେ ଏଥି ପାଇଁ କିଏ ଦାୟୀ ରହିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆ, ପୌର ନିର୍ବାହୀ ଅଧିକାରୀ ସାମି ଜୟଶ୍ରୀ ରେଡ୍ଡି, ପିଡି ଡୁଡା ସୁଦର୍ଶନ ସାଏ, ଏମଇ ପ୍ରଶାନ୍ତି ନାଏକ, ଜେଇ ରୋଜାଲିସା ରାଉତ, ସଂଜୟ ମହାନ୍ତି, ଗୋଲକ ବିହାରି ସାହୁ, ବିଧାୟକ ପ୍ରତିନିଧି ଅଜୟ ବାଲି, ବୁଲୁ ଦାନୀ , ଅସିତ ମିଶ୍ର, କୈଲାସ ମିଶ୍ର, ଲୋପନ ମିଶ୍ର, ନାସିର ଖାନ, ରାହୁଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like