-+91-9937148622 |

prerana_bgr@rediffmail.com |

  Sunday 15th March 2026 |

| | | |

R.N.I. Regd No. ODIODI/2010/46693

Breaking News

*ଫିଟ୍ ନେସ ଏମ୍ପାୟାର କ୍ରୀକ ଫେଷ୍ଟ ୨୦୨୬ ଉଦ୍ଘାଟିତ*-   (15-Mar-2026)       ||      ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ   (14-Mar-2026)       ||      ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ♦️ ୫୦, ୯୬୨ଟି ମାମଲାର ଫଇସଲା    (14-Mar-2026)       ||      ପ୍ରେରଣା’ ତରଫରୁ ତଥା ‘ସଂପୂର୍ଣ୍ଣା’ ଅନୁଷ୍ଠାନର ସହଯୋଗରେ ରଙ୍ଗୋଲି ପ୍ରତିଯୋଗିତା   (14-Mar-2026)       ||      ସିଆରପିଏଫଙ୍କ ଜନ ସମ୍ପର୍କ ଶିଖାଇଲା ଶୃଙ୍ଖଳା   (14-Mar-2026)       ||      ମାୟାବର୍ହା ରେ ଗଣିତ ଦିବସ   (14-Mar-2026)       ||      *ସୁବର୍ଣ୍ଣପୁର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୨ ଲକ୍ଷ ୨୯ ହଜାର ଫାଇନ ଆଦାୟ*-   (14-Mar-2026)       ||      ନବରଙ୍ଗପୁର ଜିଲ୍ଲାରେ ଘରୋଇ ଗ୍ୟାସ ବୁକିଂ ହେଉନି : ଲୋକେ ଚିନ୍ତାରେ,,,,, ଗାଁ ଠୁ ସହର ସବୁଠି LPG ଗ୍ୟାସ ତାତି   (14-Mar-2026)       ||      *ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*   (14-Mar-2026)       ||      *ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   (14-Mar-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (14-Mar-2026)       ||      *ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   (14-Mar-2026)       ||      ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   (14-Mar-2026)       ||      ବଲାଙ୍ଗୀର ଜିଲ୍ଲାରେ କ୍ରୀଡାଭିତ୍ତିଭୂମି ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି   (13-Mar-2026)       ||      ଡୁଙ୍ଗୁରିପାଲି ବ୍ଲକ ରେ ବାଟବଣା ହରିଶ୍ଚନ୍ଦ୍ର ଯୋଜନା   (13-Mar-2026)       ||      ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ    (13-Mar-2026)       ||      ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   (13-Mar-2026)       ||      *ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   (13-Mar-2026)       ||      ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   (13-Mar-2026)       ||      ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   (13-Mar-2026)       ||     

HOME   ଜିଲ୍ଲା

ଏଫ୍ଆଇଏଚ୍ ହକି ବିଶ୍ବକପ୍ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରିଡ଼ା  ପ୍ରତିଯୋଗିତା ଅନୁଷ୍ଠିତ

06-Jan-2023



ବଲାଙ୍ଗିର (ପ୍ରେରଣା ଖବର) ଏଫ୍ଆଇଏଚ୍ ହକି ବିଶ୍ବକପ୍ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରିଡ଼ା  ପ୍ରତିଯୋଗିତା ସମୁହ ଉଭୟ ବାଳକ ଓ ବାଳିକା ବିଭାଗରେ ଅନୁଷ୍ଠିତ ହୋଇଯାଇ ଅଛି। ଗାନ୍ଧୀ ଷ୍ଟାଡ଼ିୟମ ବଲାଙ୍ଗିର ଠାରେ ଅନୁଷ୍ଠିତ ଫୁଟବଲ ପ୍ରତିଯୋଗିତାରେ ପ୍ରଥମ ଦିନରେ ବାଳିକା ବିଭାଗରେ ଟିଟିଲାଗଡ଼ ବ୍ଲକ ଦଳ ୨-୧ ଗୋଲ୍ ରେ ପୁଇନ୍ତଳା ବ୍ଲକ ଟିମ୍ କୁ ପରାସ୍ତ କରି ଚାମ୍ପିୟାନ ହୋଇଥିବା ବେଳେ ଦ୍ବିତୀୟ ଦିନରେ ବାଳକ ବିଭାଗରେ ବଙ୍ଗୋମୁଣ୍ଡା ବ୍ଳକ ବଲାଙ୍ଗିର ବ୍ଲକ୍ କୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ। ସେହିପରି ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡ଼ା ପ୍ରାଙ୍ଗଣରେ ଅନୁଷ୍ଠିତ ଖୋଖୋ ପ୍ରତିଯୋଗିତାରେ ବାଳିକା ବିଭାଗରେ ମୁରିବାହାଲ ଦଳ ପୁଇନ୍ତଳା ଦଳକୁ ପରାସ୍ତ କରି ଚାମ୍ପିୟନ ହୋଇଥିବା ବେଳେ ବାଳକ ବିଭାଗରେ ମୁରିବାହାଲ ଦଳ  ପୁଇନ୍ତଳା ଦଳକୁ ହରାଇ ଚମ୍ପିୟାନ୍ ହୋଇଥିଲା। 
ଉଭୟ ପ୍ରତିଯୋଗିତାକୁ ଜିଲ୍ଲା ଶାରୀରିକ ଶିକ୍ଷା ନିରିକ୍ଷକ ଶ୍ରୀ ଅନ୍ତର୍ଯ୍ୟାମି ବିଶ୍ବାଳ ଉଦଘାଟନ କରିଥିବା ବେଳେ ଫାଇନାଲ ଖେଳରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ବଲାଙ୍ଗିର ଅଧିକାରୀ ଶ୍ରୀଯୁକ୍ତ ଗୁଣନିଧି ନାଏକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।  ଉଭୟ ପ୍ରତିଯୋଗିତାଟିକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପରାସର ବାଗ ଏବଂ ସହକାରୀ ଜିଲ୍ଲାପାଳ ଶ୍ରୀ ଆଦିତ୍ଯ ଦଳବେହେରାଙ୍କ ପ୍ରତକ୍ଷ୍ଯ ତତ୍ତ୍ବାବଧାନ ରେ ଅନୁଷ୍ଠିତ ହୋଇଥିଲା,  ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲର ଶାରୀରିକ ଶିକ୍ଷା ଶିକ୍ଷକ ମାନେ ଶ୍ରୀଯୁକ୍ତ ନରସିଂହ ସ୍ବାମୀ ନାଇଡୁଙ୍କ ନିର୍ଦେଶରେ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାର ସମସ୍ତ ବିଜେତା ଓ ଉପବିଜେତା ଦଳ ମାନଙ୍କୁ ଆସନ୍ତା ଜିଲ୍ଲା ଲୋକ ମହୋତ୍ସବ ସମୟରେ ପୁରସ୍କାର ଦେଇ ସମ୍ମାନିତ କରାଯିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଫିଟ୍ ନେସ ଏମ୍ପାୟାର କ୍ରୀକ ଫେଷ୍ଟ ୨୦୨୬ ଉଦ୍ଘାଟିତ*-   15-Mar-2026
  ଜିଲ୍ଲା  
ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ   14-Mar-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ♦️ ୫୦, ୯୬୨ଟି ମାମଲାର ଫଇସଲା   14-Mar-2026
  ଜିଲ୍ଲା  
ପ୍ରେରଣା’ ତରଫରୁ ତଥା ‘ସଂପୂର୍ଣ୍ଣା’ ଅନୁଷ୍ଠାନର ସହଯୋଗରେ ରଙ୍ଗୋଲି ପ୍ରତିଯୋଗିତା   14-Mar-2026
  ଜିଲ୍ଲା  
ସିଆରପିଏଫଙ୍କ ଜନ ସମ୍ପର୍କ ଶିଖାଇଲା ଶୃଙ୍ଖଳା   14-Mar-2026
  ଜିଲ୍ଲା  
ମାୟାବର୍ହା ରେ ଗଣିତ ଦିବସ   14-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୨ ଲକ୍ଷ ୨୯ ହଜାର ଫାଇନ ଆଦାୟ*-   14-Mar-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ଘରୋଇ ଗ୍ୟାସ ବୁକିଂ ହେଉନି : ଲୋକେ ଚିନ୍ତାରେ,,,,, ଗାଁ ଠୁ ସହର ସବୁଠି LPG ଗ୍ୟାସ ତାତି   14-Mar-2026
  ଜିଲ୍ଲା  
*ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*   14-Mar-2026
  ଜିଲ୍ଲା  
*ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   14-Mar-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   14-Mar-2026
  ଜିଲ୍ଲା  
*ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   14-Mar-2026

You Might Also Like