-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
04-Jan-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ) ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ନୂତନ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡା. ପୂର୍ଣ୍ଣ ଚନ୍ଦ୍ର ସାହୁ ଯୋଗଦେଇଛନ୍ତି I ଏଠାରେ ଯୋଗଦେବା ପରେ ଡ଼. ସାହୁଙ୍କୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ I ଏହା ପୂର୍ବରୁ ଡ଼. ସାହୁ ସୁନ୍ଦରଗଡ଼ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଡିଏମମୋ ଭାବେ କାର୍ଯ୍ୟରତ ଥିଲେ I ପ୍ରାୟ ଦୀର୍ଘ ୧ ବର୍ଷ ହେବ ଏଠାରେ ଡ଼. ପଙ୍କଜ କୁମାର ପଟେଲ ଭାରାପ୍ରାପ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିଲେ I