-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
04-Jan-2023
ନବରଙ୍ଗପୁର :-ବ୍ରହ୍ମ ଅବଧୂତ ଅନାଦି ବାବା ଙ୍କ ପୌରହିତ୍ୟରେ ବିରିସଲା ଗ୍ରାମ ରେ ଥିବା ଶୈବ ମନ୍ଦିର ପରିସରରେ ପ୍ରତିଷ୍ଠା ହେଲା ଅଲେଖ ମହିମା ଭକ୍ତ ଙ୍କ ଯଜ୍ଞ ମନ୍ଦିର। ବାବା ଙ୍କ ନିମନ୍ତ୍ରଣ ରେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କଲେ ହିନ୍ଦୁ ମହାସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ସୁନାମଧନ୍ୟ ଲୋକଗୀତ କଳାକାର କାର୍ତ୍ତିକ ଭତ୍ରା। ଦୁଇଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ରେ ଆଖପାଖ ଅଞ୍ଚଳରୁ ଅନେକ ଭକ୍ତ ଏକତ୍ରିତ ହୋଇ ସ୍ଥଳେ ସ୍ବେଚ୍ଛାସେବୀ ମାନଙ୍କ ସୁବ୍ୟବସ୍ଥା କୁ ପ୍ରଶଂସା କରିଛନ୍ତି ମହାସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷା ଜୟନ୍ତ କୁମାର ପାତ୍ର।
(ରିପୋର୍ଟ :ମିହିର ଶଙ୍କର ପାତ୍ର,ନବରଙ୍ଗପୁର)